Tag: #odiadailyjobs
ଆକ୍ୱାଜିସନ୍ ମ୍ୟାନେଜର ପାଇଁ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ବାହାରକରିଛି ବିଜ୍ଞପ୍ତି ! ଏମବିଏ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !
କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ହେଉଛି ଏକ ଭାରତୀୟ ବ୍ୟାଙ୍କିଙ୍ଗ୍ ଏବଂ ଆର୍ଥିକ ସେବା କମ୍ପାନୀ । ଯାହାର ମୁଖ୍ୟକାର୍ଯ୍ୟାଳୟ ମୁମ୍ବାଇରେ ଅବସ୍ଥିତ । ଓଡିଶାରେ ଏହି ବ୍ୟାଙ୍କ ର ଶାଖା ପ୍ରାୟ ସବୁଆଡେ ... Read More
+୩ ପାସ୍ ପିଲାଙ୍କ ପାଇଁ ବ୍ୟାଙ୍କରେ ଚାକିରୀ ର ସୁଯୋଗ ! କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ବାହାରକରିଛି ବିଜ୍ଞପ୍ତି !
କର୍ପୋରେଟ୍ ଫାଇନାନ୍ସ , ବିନିଯୋଗ ବ୍ୟାଙ୍କିଙ୍ଗ୍ , ଜୀବନ ବୀମା ଏବଂ ଧନ ପରିଚାଳନା କ୍ଷେତ୍ରରେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ବ୍ୟାଙ୍କିଙ୍ଗ ଉତ୍ପାଦ ଏବଂ ଆର୍ଥିକ ସେବା ପ୍ରଦାନ କରେ । କୋଟାକ୍ ... Read More
କ୍ୟାରିୟରକୁ ନେଇ ସବୁବେଳେ ଦ୍ୱନ୍ଦରେ ରହୁଛନ୍ତି କି ? ଜାଣନ୍ତୁ କ୍ୟାରିୟର ସମ୍ବନ୍ଧୀୟ କିଛି କଥା, ଯାହା ଆପଣଙ୍କୁ ଦେବ ସଫଳତା !
ମନୁଷ୍ୟ ସମାଜ ପାଇଁ କ୍ୟାରିୟର ଶବ୍ଦଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜୀବନରେ ଆଗକୁ ବଢିବାକୁ ହେଲେ କ୍ୟାରିୟର ଉପରେ ଗୁରୁତ୍ୱ ଦେବା ନିହାତି ଜରୁରୀ । କାହିଁକିନା ବୟସ ବଢିବା ସହ ଟଙ୍କା ଏବଂ ... Read More
ଆପୋଲୋ ଫାର୍ମାସି ବାହାର କରିଛି ଚାକିରୀ ! ପ୍ରଡକ୍ଟ ଆଡଭାଇଜର ପାଇଁ ବାହାରିଛି ବିଜ୍ଞପ୍ତି !
ଦଶମ କିମ୍ବା +୨ ପିଲାଙ୍କ ପାଇଁ ଆସିଛି ଖୁସି ଖବର । ଆପୋଲୋ ଫାର୍ମାସି ବାହାର କରିଛି ଚାକିରୀ । ଆପୋଲୋ ହସ୍ପିଟାଲ୍ ଏକ ଘରୋଇ ହସ୍ପିଟାଲ୍ । ଯେଉଁଥିରେ ଆପୋଲୋ ଫାର୍ମାସି , ... Read More
ଆପ୍ରେନଟିସ୍ ପଦବୀ ପାଇଁ ଆପୋଲୋ ଫାର୍ମାସି ରେ ବାହାରିଛି ବିଜ୍ଞପ୍ତି ! ଅଭିଜ୍ଞତା ନଥିଲେ ମଧ୍ୟ ଆବେଦନ କରିପାରିବେ !
ଆପୋଲୋ ହସ୍ପିଟାଲ୍ ଏଣ୍ଟରପ୍ରାଇସ୍ ଲିମିଟେଡ୍ ହେଉଛି ଚେନ୍ନାଇରେ ଅବସ୍ଥିତ ଏକ ଭାରତୀୟ ବହୁରାଷ୍ଟ୍ରୀୟ ସ୍ୱାସ୍ଥ୍ୟସେବା ଗୋଷ୍ଠୀ । ଯାହାର ଅନେକ ବ୍ରାଞ୍ଚ ଅଛି । ଆପୋଲୋ ହସ୍ପିଟାଲ୍ ଏକ ଜଣାଶୁଣା ହସ୍ପିଟାଲ୍ ଏବଂ ଯାହାର ... Read More
ଓଡିଶାରେ ଏୟାରଟେଲ୍ ରେ ବଡ ଧରଣ ର ବିଜ୍ଞପ୍ତି ! ଟିମ୍ ଲିଡର ପାଇଁ ବାହାରିଛି ଚାକିରୀ !
ଭାରତୀ ଏୟାରଟେଲ୍ ଲିମିଟେଡ୍ ଘରେ ଘରେ ଏୟାରଟେଲ୍ ନାଁ ରେ ପରିଚିତ । ଭାରତରେ ଟେଲିକମ୍ୟୁନିକେସନ୍ ଇଣ୍ଡଷ୍ଟ୍ରି ରେ ଏୟାରଟେଲ୍ ଏକ ବଢ କମ୍ପାନୀ । ଏହା ସାଉଥ୍ ଏସିଆ ଏବଂ ଆଫ୍ରିକା ର ... Read More
ଓଡିଶା ବିଦ୍ୟୁତ ଶକ୍ତି ସଂଚାରଣ ନିଗମ ଲିମିଟେଡ୍ ଲିଃ ରେ ବାହାରିଛି ବଡଧରଣର ବିଜ୍ଞପ୍ତି ! ମାସକୁ ଦରମା ୫୬,୧୦୦ ଟଙ୍କାରୁ ୧,୭୭,୫୦୦ ଟଙ୍କା ରହିଛି !
ଓଡିଶା ବିଦ୍ୟୁତ ଶକ୍ତି ସଂଚାରଣ ନିଗମ ଲିମିଟେଡ୍ ଲିଃ ରେ ବାହାରିଛି ବଡଧରଣର ବିଜ୍ଞପ୍ତି । ମେଣ୍ଟେନାନ୍ସ ଟ୍ରେନି ପୋଷ୍ଟ ପାଇଁ ବାହାରିଛି ବିଜ୍ଞପ୍ତି । ଯେଉଁଥିରେ ମାସକୁ ୫୬,୧୦୦ ଟଙ୍କାରୁ ୧,୭୭,୫୦୦ ଟଙ୍କା ... Read More