Thursday 25th April 2024
ଆକ୍ୱାଜିସନ୍ ମ୍ୟାନେଜର ପାଇଁ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ବାହାରକରିଛି ବିଜ୍ଞପ୍ତି ! ଏମବିଏ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଆକ୍ୱାଜିସନ୍ ମ୍ୟାନେଜର ପାଇଁ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ବାହାରକରିଛି ବିଜ୍ଞପ୍ତି ! ଏମବିଏ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ହେଉଛି ଏକ ଭାରତୀୟ ବ୍ୟାଙ୍କିଙ୍ଗ୍ ଏବଂ ଆର୍ଥିକ ସେବା କମ୍ପାନୀ । ଯାହାର ମୁଖ୍ୟକାର୍ଯ୍ୟାଳୟ ମୁମ୍ବାଇରେ ଅବସ୍ଥିତ । ଓଡିଶାରେ ଏହି ବ୍ୟାଙ୍କ ର ଶାଖା ପ୍ରାୟ ସବୁଆଡେ ଅଛି । କର୍ପୋରେଟ୍ ଫାଇନାନ୍ସ , ବିନିଯୋଗ ବ୍ୟାଙ୍କିଙ୍ଗ୍ , ଜୀବନ ବୀମା ଏବଂ ଧନ ପରିଚାଳନା କ୍ଷେତ୍ରରେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ବ୍ୟାଙ୍କିଙ୍ଗ ଉତ୍ପାଦ ଏବଂ ଆର୍ଥିକ ସେବା ପ୍ରଦାନ କରେ । କଟକରେ ମଧ୍ୟ ଏହାର ଅନେକ ଗୁଡିଏ ବ୍ରାଞ୍ଚ ଅଛି । ଯେଉଁଥିରେ ଅନେକ ଗୁଡିଏ କର୍ମଚାରୀ ଅଛନ୍ତି । ଅନେକ ସମୟରେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ରେ ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ପାଇଁ ବାହାରେ ବିଜ୍ଞପ୍ତି ।

 

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

 

ବର୍ତ୍ତମାନ ଆକ୍ୱାଜିସନ୍ ମ୍ୟାନେଜର  ପଦବୀ ପାଇଁ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ବାହାର କରିଛି ବିଜ୍ଞପ୍ତି । କଟକ ପାଇଁ ବାହାରିଛି ଏହି ବିଜ୍ଞପ୍ତି । 

 

ଆପ୍ଲାଇ କରିବାର ଶେଷ ତାରିଖ – ୧୦/୦୫/୨୦୨୩

 

ପଦବୀ ର ନାମ –  ଆକ୍ୱାଜିସନ୍ ମ୍ୟାନେଜର

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍  ଉପରେ ଅନେକ ତଥ୍ୟ ଜାଣିପାରିବେ –

https://www.kotak.com/en/home.html

ଚାକିରୀ କରିବାର ସ୍ଥାନ – କଟକ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍

 

ଶିକ୍ଷାଗତ ଯୋଗ୍ୟତା –

୧) ମାଷ୍ଟର ଅଫ୍ ବିଜନେସ୍ ଆଡମିନିଷ୍ଟ୍ରେସନ୍ 

କିମ୍ବା 

୨) ଚାର୍ଟାଡ୍ ଆକାଉଣ୍ଟେନସି

କିମ୍ବା

୩) ସିଏଆଇବି

ଚାକିରୀ ର ବିଭାଗ – କେଏମବିଏଲ୍

 

ଅଭିଜ୍ଞତା –

ବ୍ୟାଙ୍କିଙ୍ଗ୍ ରେ  ୬ ବର୍ଷର ଅଭିଜ୍ଞତା ଥିଲେ ଅଗ୍ରାଧିକାର ପାଇବେ । 

ଯେଉଁଥିରୁ ୩ ରୁ ୪ ବର୍ଷର ଅଭିଜ୍ଞତା ରିଟେଲ୍ ଲିଏଲାବିଲିଟି ଉପରେ ଥିବା ଦରକାର ।

 

ଏହି ଚାକିରୀ କରିବା ପାଇଁ କଣ ଦରକାର ?

୧) ଗୁଡ୍ ଲିଡର ସିପ୍ ସ୍କିଲ୍ 

୨) ଫାଇନାନ୍ସିଆଲ୍ ଇନଷ୍ଟ୍ରୁମେଣ୍ଟ , ମାର୍କେଟ୍ ଏବଂ ମେକ୍ରୋ ମାଇକ୍ରୋ ଇକୋନୋମିକ୍ସ ଉପରେ ଗଭୀର ଜ୍ଞାନ ।

୩) ଗ୍ରାହକ “ ଡିଲାଇଟ୍ ” ନିଶ୍ଚିତ କରିବାକୁ ଗ୍ରାହକ ସେବା ଚକ୍ରରେ ଜଡିତ ସମସ୍ତ ୟୁନିଟ୍ ସହିତ ବହନ କରିବାର କ୍ଷମତା ।

୪) ନୂତନ ଉତ୍ପାଦ ବିକାଶ, ସେବା ଉନ୍ନତି ଏବଂ ବିକ୍ରୟ ପଦକ୍ଷେପ ପାଇଁ ଉତ୍ପାଦ ପରିଚାଳନା କରିବା । ମାର୍କେଟିଂ ଦଳ , ଅନ୍ୟାନ୍ୟ କେନ୍ଦ୍ର ଏବଂ ଭୂଲମ୍ବ ସହିତ ଯୋଗାଯୋଗ କରିବା ।

 

ଚାକିରୀରେ କଣ ରହିବ ଦାୟିତ୍ୱ ? –

୧) ଗ୍ରାହକଙ୍କ ଠାରୁ ଜମା ପୁଲ୍ ରେ ଉନ୍ନତି ।

୨) ମାନକ ପ୍ରତିଷ୍ଠା ଏବଂ ସେବା ବିତରଣ ।

୩) ଜମା ନଥିବା ଦ୍ରବ୍ୟର ବିକ୍ରୟ କରିବା ।

୪) କ୍ରସ ବିକ୍ରୟ ଲକ୍ଷ୍ୟଗୁଡିକ ଧୀରେ ଧୀରେ ବଢେଇବା ।

୫) ଏମଏଫ୍ ଏବଂ ବୀମା ଉତ୍ପାଦ ବିକ୍ରୟ କରିବା ।

୬) ଦେୟ ଆୟ ।

୭) ଶାଖା ପ୍ରଶାସନ ।

୮) ନିୟାମକ ଅନୁପାଳନ ।

୯) ଶାଖା ଦଳର ସଦସ୍ୟମାନଙ୍କର ଉତ୍ପାଦକତା ଏବଂ ସାମଗ୍ରିକ ମନୋବଳ ପରିଚାଳନା କରିବା ।

 

ଅଧିକ ଜାଣିବା ପାଇଁ ଆପଣ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ର ଅଫିସିଆଲ୍ ଓ୍ୱେବସାଇଟ୍ କୁ ଭିଜିଟ୍ କରିପାରିବେ ।

https://hcbt.fa.em2.oraclecloud.com/hcmUI/CandidateExperience/en/sites/CX/job/98341/?utm_medium=jobshare

 

ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://rb.gy/9zxg8

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )