Thursday 25th April 2024
+୩ ପାସ୍ କରିଥିବା ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ! ଆସିଷ୍ଟାଣ୍ଡ୍ ସେକ୍ସନ୍ ଅଫିସର ପାଇଁ ଭାରତ ସରକାର ବାହାରକରିଛନ୍ତି ବଡଧରଣ ର ବିଜ୍ଞପ୍ତି !

+୩ ପାସ୍ କରିଥିବା ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ! ଆସିଷ୍ଟାଣ୍ଡ୍ ସେକ୍ସନ୍ ଅଫିସର ପାଇଁ ଭାରତ ସରକାର ବାହାରକରିଛନ୍ତି ବଡଧରଣ ର ବିଜ୍ଞପ୍ତି !

ଏସଏସସି ହେଉଛି ଷ୍ଟାପ୍ ସିଲେକସନ୍ କମିସନ୍ । ଷ୍ଟାପ୍ ସିଲେକସନ୍ କମିସନ୍ (ଏସଏସସି) ରେ ଅନେକ ଥର ଅନେକ ଚାକିରୀ ପାଇଁ ବାହାରିଛି ବିଜ୍ଞପ୍ତି । ପ୍ରତିବର୍ଷ ଷ୍ଟାପ୍ ସିଲେକସନ୍ କମିସନ୍ (ଏସଏସସି) ରେ ବିଭିନ୍ନ ପଦବୀ ପାଇଁ ଚାକିରୀ ବାହାରେ । କେବେ କେଉଁ ପରୀକ୍ଷା କେବେ ହେବ ତାହା ଷ୍ଟାପ୍ ସିଲେକସନ୍ କମିସନ୍ (ଏସଏସସି) ତା କ୍ୟାଲେଣ୍ଡର ରେ ଦେଇଥାଏ । ପରିସ୍ଥିତିକୁ ନେଇ ପରୀକ୍ଷାର ସମୟ ସୀମାରେ ଆଗ ପଛ ହେଇପାରେ । ଭାରତ ସରକାରଙ୍କ ଅଧିନରେ ଥିବା ଷ୍ଟାପ୍ ସିଲେକସନ୍ କମିସନ୍ (ଏସଏସସି) ଏବେ ଆସିଷ୍ଟାଣ୍ଡ୍ ସେକ୍ସନ୍ ଅଫିସର ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି ।

ଆବେଦନ କରିବାର ଶେଷ ତାରିଖ – ୦୩ – ୦୫ – ୨୦୨୩

 

ଏହି ପଦବୀ ର କିଛି ଗୁରୁତ୍ୱପୂର୍ଣ୍ଣ ତାରିଖ –

Staff Selection Commission (SSC) has announced the recruitment of Assistant Audit Officer & Assistant Accounts Officer

ପଦବୀ –  ଆସିଷ୍ଟାଣ୍ଡ୍  ସେକ୍ସନ୍  ଅଫିସର 

 

ଦରମା – ୪୪,୯୦୦ ଟଙ୍କା ରୁ ୧,୪୨,୪୦୦ ଟଙ୍କା  ପର୍ଯ୍ୟନ୍ତ ରହିବ ।

SCC Vacancy for Assistant Section Officer 2023

ତେବେ ଷ୍ଟାପ୍ ସିଲେକସନ୍ କମିସନ୍ (ଏସଏସସି) ରେ ପାଖାପାଖି  ୭,୫୦୦  ଟି ପୋଷ୍ଟ୍  ପାଇଁ ବାହାରିଛି ବିଜ୍ଞପ୍ତି ।

 

ଏହି ଲିଙ୍କ୍‌କୁ ଯାଇ ଷ୍ଟାପ୍ ସିଲେକସନ୍ କମିସନ୍ (ଏସଏସସି) ବିଷୟରେ ଅନେକ ତଥ୍ୟ ପାଇପାରିବେ  –

https://ssc.nic.in/

SCC Vacancy for Assistant Section Officer 2023

ଶିକ୍ଷାଗତ ଯୋଗ୍ୟତା – 

୧) ଯେକୌଣସି ସରକାରୀ ମାନ୍ୟତା ପ୍ରାପ୍ତ ଅନୁଷ୍ଠାନ ରୁ ସ୍ନାତକ ବା +୩ ପାସ୍ କରିଥିବା ଦରକାର ।

SCC Vacancy for Assistant Section Officer 2023

ପଦବୀ ଅନୁସାରେ  ବୟସ ସୀମା – 

SCC Vacancy for Assistant Section Officer 2023

କେଉଁ ବିଭାଗରେ ହେବ ପୋଷ୍ଟିଂ –

SCC Vacancy for Assistant Section Officer 2023

ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://ssc.nic.in/SSCFileServer/PortalManagement/UploadedFiles/notice_CGLE_03042023.pdf

 

ଏହି ଲିଙ୍କ୍‌କୁ ଯାଇ ଆବେଦନ କରିପାରିବେ –

https://ssc.nic.in/Registration/Home

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/LcWKf8kn4Z9HH1v80hySeZ

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )