Thursday 28th March 2024
ରିଲାଏନ୍ସ ଜୁଏଲାରୀରେ ଏସଆଇଏସ ଇନଚାର୍ଜ ପାଇଁ ବାହାରିଛି ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

ରିଲାଏନ୍ସ ଜୁଏଲାରୀରେ ଏସଆଇଏସ ଇନଚାର୍ଜ ପାଇଁ ବାହାରିଛି ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

ଭାରତରେ ରିଲାଏନ୍ସ ଏକ ଜଣାଶୁଣା ବଡ ବ୍ରାଣ୍ଡ୍ । ରିଲାଏନ୍ସ କମ୍ପାନୀ ରେ ଅନେକ ବ୍ରାଞ୍ଚ ରହିଛି । ତେବେ ରିଲାଏନ୍ସ କମ୍ପାନୀ ତାର ଟେଲିକମ୍ ସର୍ଭିସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହେ । ଏଇ କିଛି ବର୍ଷହେବ ରିଲାଏନ୍ସ ତାର ଜୁଏଲାରି ଖୋଲିଛି । ରିଲାଏନ୍ସ ଜୁଏଲସ୍ ଭାରତର ସବୁଠାରୁ ବିଶ୍ୱସ୍ତ ଅଳଙ୍କାର ବ୍ରାଣ୍ଡ ମଧ୍ୟରୁ ଗୋଟିଏ । ରିଲାଏନ୍ସ ଜୁଏଲସ୍ ହେଉଛି ରିଲାଏନ୍ସ ରିଟେଲର ଏକ ଅଂଶ, ଯାହା ‘ଭାରତର ଶ୍ରେଷ୍ଠ ୧୦ଟି ବିଶ୍ୱସ୍ତ  ବ୍ରାଣ୍ଡ ମଧ୍ୟରେ ଅଛି ।ରିଲାଏନ୍ସ ଜୁଏଲସ୍ ସୁନା, ହୀରା, ରୂପା ଏବଂ ପ୍ଲାଟିନମ୍ ଜୁଏଲାରୀ ର ବ୍ୟବସାୟ କରିଥାଏ । ରିଲାଏନ୍ସ ଜୁଏଲସ୍ ର ଫ୍ଲାଗସିପ୍ ଶୋ’ରୁମ୍ ଏବଂ ଦୋକାନ-ଇନ୍-ଦୋକାନଗୁଡିକର ମାଲିକାନା ଅଟେ । ରିଲାଏନ୍ସ ଜୁଏଲସ୍ ଏକମାତ୍ର ଲକ୍ଷ୍ୟ ହେଉଛି  ଗ୍ରାହକମାନଙ୍କୁ  ଅଳଙ୍କାର ଦ୍ୱାରା ଏକ ସୁନ୍ଦର ଅଭିଜ୍ଞତା ପ୍ରଦାନ କରି ଆନନ୍ଦିତ କରିବା । ଓଡିଶାରେ ଅନେକ ଗୁଡିଏ ରିଲାଏନ୍ସ ଜୁଏଲସ୍ ଅଛି । ଯେଉଁଥିରେ ଅନେକ ଗୁଡିଏ କର୍ମଚାରୀ ବିଭିନ୍ନ ବିଭାଗରେ କାମ କରୁଛନ୍ତି । ବର୍ତ୍ତମାନ ରିଲାଏନ୍ସ ଜୁଏଲସ୍ ରେ ଏସଆଇଏସ ଇନଚାର୍ଜ ପାଇଁ ବାହାରିଛି ବିଜ୍ଞପ୍ତି । କଟକରେ ହେବ ପୋଷ୍ଟିଂ ।

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

 

ପଦବୀ –  ଏସଆଇଏସ  ଇନଚାର୍ଜ

 

ଚାକିରୀ କରିବାର ସ୍ଥାନ –  ରିଲାଏନ୍ସ  ଜୁଏଲସ୍ ( କଟକ )

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ରିଲାଏନ୍ସ ଜୁଏଲସ୍  ଉପରେ ଅନେକ ତଥ୍ୟ ଜାଣିପାରିବେ –

https://www.reliancejewels.com/s/about-us

Reliance Jewels has a job vacancy for SIS Incharge

ଶିକ୍ଷାଗତ ଯୋଗ୍ୟତା –

୧) +୩ ପାସ୍ କରିଥିବା ଦରକାର ।

କିମ୍ବା

୨) ଗ୍ରାଜୁଏଟ୍ ହୋଇଥିବା ଦରକାର ବା ସ୍ନାତକ ପାସ୍ କରିଥିଲେ ଅଗ୍ରାଧିକାର ପାଇବେ ।

କିମ୍ବା

୩) ସ୍ନାତକୋତ୍ତର ବା ପୋଷ୍ଟ୍ ଗ୍ରାଜୁଏସନ୍ କରିଥିଲେ ଆବେଦନ କରିପାରିବେ ।

 

ଅଭିଜ୍ଞତା – 

୬ ରୁ ୧୨ ବର୍ଷର ଅଭିଜ୍ଞତା ଥିଲେ ଅଗ୍ରାଧିକାର ପାଇବେ ।

 

ଆବଶ୍ୟକ ଥିବା ଦକ୍ଷତା – 

୧) ଯୋଗାଯୋଗ ଦକ୍ଷତା ବା କମ୍ୟୁନିକେସନ୍ ସ୍କିଲ୍

୨) କମିଟମେଣ୍ଟ୍  ଟୁ ଏକ୍ସଲେନ୍ସ

୩) ଆନାଲିଟିକାଲ୍ ସ୍କିଲ୍

୪) ବିଜନେସ୍ ଆକ୍ୟୁମେନ 

୫) ଟିମ୍ ଓ୍ୱାର୍କ

୬) ଇଣ୍ଟରପର୍ସନାଲ୍ ସ୍କିଲ୍

୭) ଓନୋରସିପ୍ ବା ମାଲିକାନା

୮) ଆଟେନସନ୍ ଟୁ ଡିଟେଲ୍ 

୯) ଅପରେସନାଲ୍ ଏସଓପି

୧୦) କଷ୍ଟମର ସର୍ଭିସ୍ ବା ଗ୍ରାହକ ସେବା

୧୧) ଲିଡର ସିପ୍ ସ୍କିଲ୍

 

 

ଅଧିକ ଜାଣିବା ପାଇଁ ରିଲାଏନ୍ସ ଟ୍ରେଣ୍ଡସ୍ ର ଓ୍ୱେବସାଇଟ୍ କୁ ଭିଜିଟ୍ କରନ୍ତୁ –

https://rb.gy/bddrh

 

ବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://rb.gy/k67ay

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (1)
Disqus (0 )