Thursday 25th April 2024
ସରକାରୀ ସ୍ତରରେ ସାମ୍ବାଦିକତା କଲେ ଦରମା ମିଳିବ ୬୦,୦୦୦ ଟଙ୍କା ! ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟରେ ଶୀଘ୍ର ଆବେଦନ କରନ୍ତୁ !

ସରକାରୀ ସ୍ତରରେ ସାମ୍ବାଦିକତା କଲେ ଦରମା ମିଳିବ ୬୦,୦୦୦ ଟଙ୍କା ! ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟରେ ଶୀଘ୍ର ଆବେଦନ କରନ୍ତୁ !

 

ସରକାରୀ ସ୍ତରରେ ସାମ୍ବାଦିକତା କରିବାପାଇଁ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଆସିଛି ସୁବର୍ଣ୍ଣ ସୁଯୋଗ । ଜୋର୍ନାଲିଜମ୍ ବିଭାଗର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସିଛି ସୁଯୋଗ । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ହେଉଛି ଭାରତ ସରକାରଙ୍କ ଏକ ମନ୍ତ୍ରୀ ସ୍ତରୀୟ ଏଜେନ୍ସି । ଯାହା ସୂଚନା, ପ୍ରସାରଣ, ପ୍ରେସ , ଭାରତୀୟ ସିନେମା କ୍ଷେତ୍ରରେ ନିୟମ, ନିୟମାବଳୀ ଏବଂ ନିୟମ ପ୍ରଣୟନ ପାଇଁ ଦାୟୀ ଅଟେ ।  ସରକାରୀ ସ୍ତରରେ ବାହାରିଛି ବଡଧରଣର ବିଜ୍ଞପ୍ତି । ୟଙ୍ଗ୍ ପ୍ରଫେସନାଲ୍ ପଦବୀ ଗୁଡିକ ପାଇଁ ବାହାରିଛି ଏହି ବିଜ୍ଞପ୍ତି । ତେବେ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟରେ ବିଭିନ୍ନ ବର୍ଗରେ ଭିନ୍ନ ଭିନ୍ନ ପଦବୀରେ ଅନେକ ଲୋକ ଚାକିରୀ କରନ୍ତି । ଅନେକ ସମୟରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟରେ ବିଭିନ୍ନ ପଦବୀକୁ ନେଇ ବିଜ୍ଞପ୍ତି ବାହାରେ ।

ଆବେଦନ କରିବାର ଶେଷ ତାରିଖ – ୦୮- ୦୫ – ୨୦୨୩

MIB Job Vacancy for Government Journalist 2023

ପଦବୀ – ଜୋର୍ନାଲିଷ୍ଟ୍ ( ସାମ୍ବାଦିକ )  

MIB Job Vacancy for Government Journalist 2023

ଦରମା –  ୬୦,୦୦୦ ଟଙ୍କାMIB Job Vacancy for Government Journalist 2023

ଏହି ଲିଙ୍କ୍‌କୁ ଯାଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଭାରତ ସରକାର ବିଷୟରେ ଅନେକ ତଥ୍ୟ ପାଇପାରିବେ  –

https://mib.gov.in/

MIB Job Vacancy for Government Journalist 2023

ଶିକ୍ଷାଗତ ଯୋଗ୍ୟତା – 

୧) ମାଷ୍ଟର ଅଫ୍ ଜୋର୍ନାଲିଜମ୍ ଆଣ୍ଡ୍ ମାସକମ୍ୟୁନିକେସନ୍ 

କିମ୍ବା

୨) ଡିପ୍ଲୋମା ଇନ୍ ଜୋର୍ନାଲିଜମ୍ ଆଣ୍ଡ୍ ମାସକମ୍ୟୁନିକେସନ୍ 

କିମ୍ବା 

୩) ମାସକମ୍ୟୁନିକେସନ୍ ବା ଗଣଯୋଗାଯୋଗ 

MIB Job Vacancy for Government Journalist 2023

ବୟସ ସୀମା –

ସର୍ବାଧିକ ବୟସ ସୀମା ହେଉଛି ୩୨ ବର୍ଷ । ୩୨ ବର୍ଷ ରୁ ଅଧିକ ହୋଇଥିଲେ ଆବେଦନ କରିପାରିବେ ନାହିଁ ।

 

MIB Job Vacancy for Government Journalist 2023

ଆବେଦନ କରିବା ପୂର୍ବରୁ ଅଫିସିଆଲ୍ ନୋଟିଫିକେସନ୍ ଟିକୁ ପଢିନିୟନ୍ତୁ ।

 

 

ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ – 

https://mib.gov.in/sites/default/files/Vaccancy%20%20Hiring%20of%20Young%20Profeessionals.pdf

 

 

ଏହି ଲିଙ୍କ୍‌କୁ ଯାଇ ଆବେଦନ କରିପାରିବେ – 

https://docs.google.com/forms/d/e/1FAIpQLScWWqgJs1fJS19ydBpCXnXpjUIU5cXJBIxCembZHyu9hcTpvQ/viewform

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି  ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )