ଆସିଷ୍ଟାଣ୍ଡ୍ ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର ପାଇଁ ଓଡିଶା ଉଠାଜଳସେଚନ ନିଗମରେ ବାହାରିଛି ବିଜ୍ଞପ୍ତି ! ଇଞ୍ଜିନିୟରିଂ ପାସ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !
ଓଡିଶା ଉଠାଜଳସେଚନ ନିଗମ ରାଜ୍ୟର ଏକ ଅଗ୍ରଣୀ ନିଗମ ଭାବେ ଦୀର୍ଘ ୪୧ ବର୍ଷ ହେଲା ଚାଷୀ ମାନଙ୍କୁ ସେବା ଯୋଗାଈ ଦେଇ ଆସିଛି । ଓଡିଶା ଉଠାଜଳସେଚନ ନିଗମର ଜନ୍ମ ୧୯୭୩ ମସିହା ଅକ୍ଟୋବର ମାସ ୧ ତାରିଖରେ ହୋଇଥିଲା । ଓଡିଶା ଉଠାଜଳସେଚନ ନିଗମ ଦ୍ଵାରା ଅବିଶ୍ରାନ୍ତ ଭାବେ ପ୍ରତ୍ୟେକ ବର୍ଷ ନୂତନ ଉଠାଜଳସେଚନ ପ୍ରକଳ୍ପମାନ ତିଆରି ହୋଇ ଆସୁଛି ଓ ରାଜ୍ୟର ସମସ୍ତ ପ୍ରାନ୍ତରେ ଏହା ଚାଷୀଙ୍କ ଦ୍ଵାରା କାର୍ଯରେ ବିନିଯୋଗ ହୋଇ ପାରୁଛି । ୧୯୭୩ ମସିହା ପୂର୍ବରୁ ଏହା କୃଷି ବିଭାଗ ଅଧିନରେ ଏକ ସରକାରୀ ବିଭାଗ ରୂପେ କାର୍ଯ୍ୟ କରି ଆସୁଥିଲା ଓ ସେତେବେଳେ ଏହା ରାଜ୍ୟରେ ସମସ୍ତ ଅଞ୍ଚଳରେ ବ୍ୟାପକ ଭାବେ ନିର୍ମାଣ କରାଯାଇ ପାରୁନଥିଲା । କ୍ରମଶଃ ରାଜ୍ୟ ସରକାରଙ୍କ ଗ୍ରୀନ୍ ରିଭଲୁସନ୍ ଯୋଜନାକୁ ସାକାର କରିବା ଲକ୍ଷ୍ୟରେ ଏହାକୁ ବ୍ୟାପକ କରାଗଲା । ପରେ ପରେ ଅନ୍ୟାନ୍ୟ ସଂସ୍ଥା ମାନଙ୍କ ଠାରୁ ଆର୍ଥିକ ସାହାଯ୍ୟ ପାଇ ରାଜ୍ୟର ପ୍ରତ୍ୟେକ ସ୍ଥାନରେ ଏହା ବ୍ୟାପକ ଭାବେ ନିର୍ମାଣ କରାଗଲା । ବର୍ତ୍ତମାନ ଖରିପ ଓ ରବି ଋତୁରେ ଏହା ଚାଷୀଙ୍କ ଉପକାର କରି ଆସୁଛି । ସରକାର ୨୦୦୨ ଆର୍ଥିକ ବର୍ଷରେ ପାଣି ପଞ୍ଚାୟତ ନୀତି ୨୦୦୩ ବର୍ଷରେ ପାଣି ପଞ୍ଚାୟତ ନିୟମାବଳୀ ପ୍ରଣୟନ କଲେ । ତେବେ ଓଡିଶା ଉଠାଜଳସେଚନ ନିଗମରେ ବିଭିନ୍ନ ବର୍ଗରେ ଭିନ୍ନ ଭିନ୍ନ ପଦବୀରେ ଅନେକ ଲୋକ ଚାକିରୀ କରନ୍ତି । ଅନେକ ସମୟରେ ଓଡିଶା ଉଠାଜଳସେଚନ ନିଗମରେ ବିଭିନ୍ନ ପଦବୀକୁ ନେଇ ବିଜ୍ଞପ୍ତି ବାହାରେ ।
ଆବେଦନ କରିବାର ଶେଷ ତାରିଖ – ୧୦ – ୦୫ – ୨୦୨୩
ପଦବୀ – ଆସିଷ୍ଟାଣ୍ଡ୍ ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର
ଏହି ଲିଙ୍କ୍କୁ ଯାଇ ଓଡିଶା ଉଠାଜଳସେଚନ ନିଗମ ବିଷୟରେ ଅନେକ ତଥ୍ୟ ପାଇପାରିବେ –
http://www.olic.co.in/olicindex.html
ଶିକ୍ଷାଗତ ଯୋଗ୍ୟତା –
୧) ଯେକୌଣସି ସରକାରୀ ମାନ୍ୟତା ପ୍ରାପ୍ତ ଅନୁଷ୍ଠାନ ରୁ ଇଞ୍ଜିନିୟରିଂ ପାସ୍ କରିଥିବା ଦରକାର ।
୨) ସିଭିଲ୍ , ମେକାନିକାଲ୍ ,ଇଲେକ୍ଟ୍ରିକାଲ୍ ବିଷୟରେ ଇଞ୍ଜିନିୟରିଂ ପାସ୍ କରିଥିଲେ ଆବେଦନ କରିପାରିବେ ।
ବୟସ ସୀମା –
ସର୍ବନିମ୍ନ – ୨୧ ବର୍ଷ
ସର୍ବାଧିକ – ୩୮ ବର୍ଷ
ଚୟନ ପ୍ରକ୍ରିୟା କିପରି ରହିବ ?
ପରୀକ୍ଷା ଦେୟ ବା ଆବେଦନ କଲାବେଳେ କେତେ ଟଙ୍କା ଦେବାକୁ ପଡିବ ?
୧) ଜେନେରାଲ୍ କ୍ୟାଟେଗୋରି – ୫୦୦ ଟଙ୍କା
୨) ରିଜର୍ଭଭେସନ୍ କ୍ୟାଟେଗୋରି – ୩୦୦ ଟଙ୍କା
ଆବେଦନ କଲାବେଳେ ଓ୍ୱେବସାଇଟ୍ ନଖୋଲିଲେ କିମ୍ବା ଆପ୍ଲାଇ ସଂମ୍ପର୍କିତ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ନିମ୍ନଲିଖିତ ନମ୍ୱରରେ ଯୋଗାଯୋଗ କରନ୍ତୁ –
ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –
Notfiication-OLIC-Junior-Engineer-asst-Executive-Engineer-and-Other-Posts
ଏହି ଲିଙ୍କ୍କୁ ଯାଇ ଆବେଦନ କରିପାରିବେ –
କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ ।
ତେବେ ଡେରି ନକରି ଓଡିଆ ଡେଲି ର WhatsApp group ରେ join କରିବା ପାଇଁ
ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –
https://chat.whatsapp.com/HUmpBPQODkSJsHI1kC06MO
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।
Thanks