
+୩ ପାସ୍ ପିଲାଙ୍କ ପାଇଁ ବ୍ୟାଙ୍କରେ ଚାକିରୀ ର ସୁଯୋଗ ! କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ବାହାରକରିଛି ବିଜ୍ଞପ୍ତି !
କର୍ପୋରେଟ୍ ଫାଇନାନ୍ସ , ବିନିଯୋଗ ବ୍ୟାଙ୍କିଙ୍ଗ୍ , ଜୀବନ ବୀମା ଏବଂ ଧନ ପରିଚାଳନା କ୍ଷେତ୍ରରେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ବ୍ୟାଙ୍କିଙ୍ଗ ଉତ୍ପାଦ ଏବଂ ଆର୍ଥିକ ସେବା ପ୍ରଦାନ କରେ । କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ହେଉଛି ଏକ ଭାରତୀୟ ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ସେବା କମ୍ପାନୀ । ଯାହାର ମୁଖ୍ୟକାର୍ଯ୍ୟାଳୟ ମୁମ୍ବାଇରେ ଅବସ୍ଥିତ । ଓଡିଶାରେ ଏହି ବ୍ୟାଙ୍କ ର ଶାଖା ପ୍ରାୟ ସବୁଆଡେ ଅଛି । ଭୂବନେଶ୍ୱରରେ ମଧ୍ୟ ଏହାର ଅନେକ ଗୁଡିଏ ବ୍ରାଞ୍ଚ ଅଛି । ଯେଉଁଥିରେ ଅନେକ ଗୁଡିଏ କର୍ମଚାରୀ ଅଛନ୍ତି । ଅନେକ ସମୟରେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ରେ ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ପାଇଁ ବାହାରେ ବିଜ୍ଞପ୍ତି । ବର୍ତ୍ତମାନ କ୍ରେଡିଟ୍ ମ୍ୟାନେଜର ପଦବୀ ପାଇଁ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ବାହାର କରିଛି ବିଜ୍ଞପ୍ତି । ଭୂବନେଶ୍ୱର ପାଇଁ ବାହାରିଛି ଏହି ବିଜ୍ଞପ୍ତି ।
ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ ।
ଆପ୍ଲାଇ କରିବାର ଶେଷ ତାରିଖ – ୧୯/୦୫/୨୦୨୩
ପଦବୀ ର ନାମ – କ୍ରେଡିଟ୍ ମ୍ୟାନେଜର
ଏହି ଲିଙ୍କ୍ ରେ କ୍ଲିକ୍ କଲେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ଉପରେ ଅନେକ ତଥ୍ୟ ଜାଣିପାରିବେ –
https://www.kotak.com/en/home.html
ଚାକିରୀ କରିବାର ସ୍ଥାନ – ଭୂବନେଶ୍ୱର କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍
ଶିକ୍ଷାଗତ ଯୋଗ୍ୟତା –
ଯୁକ୍ତ ତିନି ବା ସ୍ନାତକ ପାସ୍ କରିଥିବା ଦରକାର
ଚାକିରୀ ର ବିଭାଗ – କେଏମବିଏଲ୍
ଅଭିଜ୍ଞତା –
ଫ୍ରେସର ହେଇଥିଲେ ମଧ୍ୟ ଆବେଦନ କରିପାରିବେ ।
ଏହି ଚାକିରୀ କରିବା ପାଇଁ କଣ ଦରକାର ?
୧) ଲୋକେସନ୍ ବା ସ୍ଥାନ ର ଉପଯୁକ୍ତ ଜ୍ଞାନ ଥିବା ଆବଶ୍ୟକ ।
୨) ହିନ୍ଦୀ ଏବଂ ଇଂରାଜୀ ସହ ସ୍ଥାନୀୟ ଭାଷା ବା ଲୋକାଲ୍ ଲାଙ୍ଗୁଏଜ୍ ଭଲ ଭାବରେ ବୁଝିପାରୁଥିବା ଦରକାର ।
୩) ଆର୍ଥିକ ଧାରାକୁ ଭଲ ଭାବରେ ବ୍ୟାଖ୍ୟା କରିପାରୁଥିବା ର ଜ୍ଞାନ ଥିବା ଦରକାର ।
ଚାକିରୀରେ କଣ ରହିବ ଦାୟିତ୍ୱ ? –
୧) ନିର୍ଦ୍ଦିଷ୍ଟ ଗ୍ରାହକଙ୍କ ପାଇଁ ଋଣ ଆବେଦନ କରୁଥିବା ବିଭିନ୍ନ ଗ୍ରାହକଙ୍କ କ୍ରେଡିଟ୍ ମୂଲ୍ୟବୋଧର ମୂଲ୍ୟାଙ୍କନ କରିବାକୁ ଏବଂ ନିର୍ଦ୍ଦିଷ୍ଟ ଗ୍ରାହକଙ୍କ ପାଇଁ ସଠିକ୍ ବିପଦ ମିଶ୍ରଣ ଉପରେ ନିଷ୍ପତ୍ତି ନେବାକୁ ପଡିବ ।
୨) ପୋର୍ଟଫୋଲିଓ ପରିଚାଳନାରେ ସକ୍ରିୟ ଭାବରେ ଜଡିତ ଯାହା ବଜାର ବୁଝିବା ଏବଂ ପୋର୍ଟଫୋଲିଓ ଉପରେ ନଜର ରଖିବା ଅନ୍ତର୍ଭୁକ୍ତ କରିଥାଏ ।
୩) ବଜାରର ବିଶେଷତ୍ୱ ଉପରେ ଆଧାର କରି ଉତ୍ପାଦର ଶୁଭାରମ୍ଭ ଯାହା ବ୍ୟବସାୟକୁ ସୁଗମ କରିବ ଏବଂ ବିପଦ ବିଷୟରେ ପର୍ଯ୍ୟାପ୍ତ କ୍ଷତିକାରକ ତଥ୍ୟ ବିଷୟରେ ଅବଗତ କରାଇବ ।
୪) ସଂଗ୍ରହ ଦଳ ସହିତ ନିରନ୍ତର ପାରସ୍ପରିକ କ୍ରିୟା ମାଧ୍ୟମରେ ଅପରାଧ ପାରାମିଟରଗୁଡିକ ଉପରେ ନଜର ରଖିବା, ଧାରା ବିଶ୍ଳେଷଣ କରିବା ଏବଂ ସମାନରୁ ଶିକ୍ଷଣ ପାଇଁ ପରାମର୍ଶ ଦେବା ।
ଅଧିକ ଜାଣିବା ପାଇଁ ଆପଣ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ର ଅଫିସିଆଲ୍ ଓ୍ୱେବସାଇଟ୍ କୁ ଭିଜିଟ୍ କରିପାରିବେ ।
ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –
କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ ।
ତେବେ ଡେରି ନକରି ଓଡିଆ ଡେଲି ର WhatsApp group ରେ join କରିବା ପାଇଁ
ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –
https://chat.whatsapp.com/HIuTqpSgca9HKPCfCJGqO4
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।
+3b com