Thursday 28th March 2024
Data Entryରେ ଚାକିରୀ କରିବା ପୂର୍ବରୁ ଜାଣନ୍ତୁ ଏହିସବୁ କଥା

Data Entryରେ ଚାକିରୀ କରିବା ପୂର୍ବରୁ ଜାଣନ୍ତୁ ଏହିସବୁ କଥା

+୨ କିମ୍ବା ଗ୍ରାଜୁଏସନ ପରେ ଯେଉଁ ପିଲା ବି ଚାକିରୀ କରିବାକୁ ଚାହେଁ ପ୍ରଥମେ ତା ମନରେ ଗୋଟିଏ ଚାକିରୀ କଥା ଆସେ ତାହା ହେଉଛି “Data Entry” । ହେଲେ ଆପଣ ଜାଣିଛନ୍ତି କି ଏହି “Data Entry” କଣ? ଓ ଏହା କେତେ ପ୍ରକାରର ଏହି ପ୍ରଶ୍ନର ଉତ୍ତର ଆଜି ଆପଣ ଏହି ଖବରରେ ମାଧ୍ୟମରେ ଜାଣି ପାରିବେ । ଆଜିକା ଯୁଗ ଡିଜିଟାଲ ଯୁଗ ପାଲଟିଗଲାଣି ଏହି ସବୁ ମଧ୍ୟରେ କମ୍ପ୍ୟୁଟର ବ୍ୟତୀତ ଅନେକ ପିଲା ମୋବାଇଲରେ ମଧ୍ୟ “Data Entry”କରିପାରୁଛନ୍ତି । ତେବେ ଚାଲନ୍ତୁ Data Entry ସମ୍ବନ୍ଧିତ ଅନେକ ତଥ୍ୟ ।5 Skills to Learn to Enhance Your Career as a Data Entry Operator - PlacementIndia.com Blogs

Data Entry କଣ?:

“Data Entry” ଗୋଟିଏ Person-Based Process ହୋଇଥାଏ । ଯେତେବେଳେ କୌଣସି ଡାଟା କୁ କମ୍ପ୍ୟୁଟର ରେ ସେଭ୍ କରିବାକୁ ହେବ ସେତେବେଳେ କମ୍ପ୍ୟୁଟର ଅଟୋମ୍ୟାଟିକ୍ ସେଭ୍ କରିପାରିନଥାଏ । କିନ୍ତୁ Data Entry ରେ ଗୋଟିଏ ହାର୍ଡ କପିକୁ ସଫ୍ଟ କପିରେ ପରିବର୍ତ୍ତନ କରାଯାଏ, କିମ୍ବା କୌଣସି ବିି ର ଡାଟାକୁ କମ୍ପ୍ୟୁଟରରେ ସେଭ୍ କରିବାକୁ Data Entry କୁହାଯାଏ । Data Entry ଅନେକ ପ୍ରକାରର ହୋଇଥାଏ, ଯାହା କି Person Data Entry ର କାମ କରିଥାଏ, ଯାହାକୁ Computer ଅପରେଟର କୁହାଯାଏ । Data Entry ଅନ୍ତର୍ଗତ ଗୋଟିଏ Computer Operator କୁ ଗୋଟିଏ software ସାହାର୍ଯ୍ୟରେ Computer ରେ ସେଭ୍ କରାଯାଏ । ଏଥିରେ ବିଭିନ୍ନ ପ୍ରକାରର software ର ବ୍ୟବହାର କରାଯାଇପାରେ । ଯେଉଁଥିରେ MS Office, Word Pad, Excel ଭଳି ଅନେକ software ମଧ୍ୟ ଅଛି । ଯେତେବେଳେ ଆମେ ଆମ କିବୋର୍ଡ ଦ୍ୱାରା Computer ରେ ଯାହା ବି ଲେଖିଥାଉ ତାହା ବି Data Entry ହୋଇଥାଏ ।Top 10 data entry software for automation in 2022 | TechRepublic

Data Entry କେତେ ପ୍ରକାରର?

ଯେମିତି ଆଜିକା ସମୟରେ ଅଲଗା ଅଲଗା ପ୍ରକାରର କମ୍ପାନୀ ଆସୁଛି, ସେହିଭଳି Data Entry ଚାକିରୀ ମଧ୍ୟ ବଢ଼ିବାରେ ଲାଗିଛି । ଆଜି ବି Data Entryର ଅନେକ ଚାକିରୀ ଖାଲି ଥାଏ ଏବଂ ପ୍ରତ୍ୟେକ ବର୍ଷ ଅନେକ ଲୋକ Data Entry ର ଚାକିରୀ କରନ୍ତି । Data Entry ମଧ୍ୟ ଅନେକ ପ୍ରକାରର ଅଛି ଯଥା:

• Audio to Text
• Captcha Entry Job
• Captioning
• Catalog Data Entry Operator
• Content Writing
• Copy and Paste Job
• Email Processing
• Entering Data in Web Based
• Formatting and Editing Jobs
• Image to Text Data Entry
• Medical Transcriptionist
• Online Data Capturing Job
• Online Form Filling
• Online Survey Job
• Payroll Data Entry Operator
• Updating Database

CATEGORIES
TAGS
Share This

COMMENTS

Wordpress (0)
Disqus (0 )