Tuesday 16th April 2024
+୨ କିମ୍ବା +୩ ପାସ୍ ପିଲାଙ୍କ ପାଇଁ ଚାକିରୀର ସୁଯୋଗ ନେଇଆସିଛି ଜିଓ ! କଷ୍ଟମର ସର୍ଭିସ୍ ରେ ବାହାରିଛି ବିଜ୍ଞପ୍ତି !

+୨ କିମ୍ବା +୩ ପାସ୍ ପିଲାଙ୍କ ପାଇଁ ଚାକିରୀର ସୁଯୋଗ ନେଇଆସିଛି ଜିଓ ! କଷ୍ଟମର ସର୍ଭିସ୍ ରେ ବାହାରିଛି ବିଜ୍ଞପ୍ତି !

ଭାରତରେ ଜିଓ ଏକ ଜଣାଶୁଣା ବଡ ବ୍ରାଣ୍ଡ । ରିଲାଏନ୍ସ କମ୍ପାନୀରେ ଅନେକ  ବ୍ରାଞ୍ଚ  ରହିଛି । ତେବେ ରିଲାଏନ୍ସ କମ୍ପାନୀ ତାର ଟେଲିକମ୍ ସର୍ଭିସ  ପାଇଁ ସବୁବେଳେ ଚର୍ଚ୍ଚାରେ ରୁହେ । ଏଇ କିଛି ବର୍ଷହେବ ରିଲାଏନ୍ସ ଜିଓ ଇଣ୍ଟରନେଟ୍ ସର୍ଭିସ ରେ ଅନେକ ପୁରୁଣା କମ୍ପାନୀକୁ ପଛରେ ପକାଇ ଗ୍ରାହକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ତେବେ ଗାଁ ହେଉ କିମ୍ବା ସହର, ସବୁଠାରେ ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ପହଞ୍ଚାଇ ପାରିଥିଲା । ଏବେ ଗ୍ରାହକ ମାନେ 5G ଅପେକ୍ଷାରେ । ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ଯୋଗାଇଦେବା ସହ ଟେଲିକମ୍ୟୁନିକେସନ୍ ଏବଂ ଟେଲିକମ୍ ସର୍ଭିସ୍ କ୍ଷେତ୍ରରେ ସୃଷ୍ଟି କରିଥିଲା ବିଭିନ୍ନ ପ୍ରକାରର ନିଯୁକ୍ତି । ଘରେ ବସିରହିଥିବା ଅନେକ ଯୁବକ ଯୁବତୀ ପାଇଥିଲେ ନିଯୁକ୍ତି । ଏବେ ପୁଣିଥରେ ରିଲାଏନ୍ସ ଜିଓ ବାହାର କରିଛି ନିଯୁକ୍ତି । ଏହି ନିଯୁକ୍ତିଟି ଭୁବନେଶ୍ୱର ପାଇଁ ବାହାରିଛି ।

 

ପଦବୀ ର ନାମ – କଷ୍ଟମର ସର୍ଭିସ୍ ବା ଗ୍ରାହକ ସେବା ଅଧିକାରୀ

 

ଏହି ଲିଙ୍କ୍ କୁ ଯାଇ ରିଲାଏନ୍ସ ଜିଓ ବିଷୟରେ ଅଧିକ ଜାଣିପାରିବେ –

https://www.jio.com/

JIO is looking for a customer service executive

ଶିକ୍ଷାଗତ ଯୋଗ୍ୟତା  – 

ଦଶମ ପାସ୍ କରିଥିଲେ ବି ଆବେଦନ କରିପାରିବେ ।

+୨ କିମ୍ବା +୩ ପାସ୍ କରିଥିଲେ ଭଲ ।

ସ୍ଥାନ –  ( ଭୁବନେଶ୍ୱର )

 

ଅଭିଜ୍ଞତା –
୬ ମାସ ରୁ ୨ ବର୍ଷ ଥିଲେ ଭଲ ।

ବିପିଓ ଚାକିରୀରେ ସର୍ବନିମ୍ନ ୬ ମାସ ର ଅଭିଜ୍ଞତା ନିହାତି ଆବଶ୍ୟକ ଅଛି । 

 

ଏହି ଚାକିରୀ କରିବା ପାଇଁ କଣ ଦରକାର ? –

୧) ଓଡିଆରେ ଭଲ ଭାବରେ ବୁଝି ପାରୁଥିବା ଦରକାର ।

୨) ଓଡିଆରେ ଭାଷାରେ ଲେଖି ପଢି ପାରୁଥିବା ଦରକାର ।

୩) ଆଞ୍ଚଳିକ ଲୋକଙ୍କ ସହ ଭଲ ଭାବରେ ମିଶିପାରୁଥିବା ଦରକାର ।

୪) କମ୍ପୁଟରରେ ପ୍ରାଥମିକ ସ୍ଥର ର ଜ୍ଞାନ ଥିବା ଆବଶ୍ୟକ ।

୫) ସମସ୍ୟା ର ସମାଧାନ କରିବାର ଦକ୍ଷତା ଥିବା ଆବଶ୍ୟକ ।

୬) ଗ୍ରାହକ ମାନଙ୍କର ମନ ଖୁସି କଲାପରି ବାର୍ତ୍ତାଳାପ କରିପାରୁଥିବା ଦରକାର ।

୭) ଚାକିରୀ ପାଇଁ ଟାର୍ଗେଟ୍ ମନବୃତ୍ତି ଥିବା ଆବଶ୍ୟକ । 

 

ଚାକିରୀରେ କଣ ରହିବ ଦାୟିତ୍ୱ ? –

୧)  ସମସ୍ତ ଗ୍ରାହକଙ୍କ ପାରସ୍ପରିକ କାର୍ଯ୍ୟକଳାପକୁ ଭଲଭାବରେ ପରିଚାଳନା କରିବାର ଆବଶ୍ୟକତା ଅଛି ।

୨)ଗ୍ରାହକଙ୍କ ସହିତ ଯୋଗାଯୋଗ କରିବା ସମୟରେ ଫୋନରେ କମ୍ପାନୀର ପ୍ରତିନିଧି ହୋଇ ସୁବିଧା ଅସୁବିଧା  ସଂମ୍ପର୍କିତ ତଥ୍ୟ ପ୍ରଦର୍ଶନ କରିବାକୁ ପଡିବ ।

୩) ସମସ୍ତ ଗ୍ରାହକଙ୍କୁ ଉପଯୁକ୍ତ ସ୍ୱର ଏବଂ ଭାଷାରେ ପ୍ରତିକ୍ରିୟା ରଖିବାକୁ ପଡିବ ।

୪) ସମସ୍ତ ଗ୍ରାହକଙ୍କ ସମସ୍ୟାର ପାରସ୍ପରିକ ପ୍ରତିକ୍ରିୟା ପାଇଁ ଏକ ସମାଧାନ ଆଧାରିତ ଆଭିମୁଖ୍ୟ ପ୍ରଦାନ କରିବାକୁ ପଡିବ ।

୫) ପ୍ରତ୍ୟେକ ସମ୍ଭାବ୍ୟ ସୁଯୋଗରେ ଗ୍ରାହକଙ୍କୁ କମ୍ପାନୀ ସଂମ୍ପର୍କିତ ଶିକ୍ଷା ବା ଜ୍ଞାନ ଦେବାକୁ ପଡିବ । 

୬) ଉତ୍ପାଦ, ସିଷ୍ଟମ୍ , ପ୍ରକ୍ରିୟା ଏବଂ କମ୍ପାନୀର ନୀତି ଜ୍ଞାନ ବା ପଲିସି ବିଷୟରେ ସଚେତନ କରିବାକୁ ପଡିବ ।

୭)ଫୋନ୍ କଲ୍ କିମ୍ବା ସେବା ସହିତ ଜଡିତ ଗ୍ରାହକଙ୍କ ବିବରଣୀକୁ ସଂଗ୍ରହ କରିବାକୁ ପଡିବ ।

୮)  ସମୟସୀମା ମଧ୍ୟରେ ଗ୍ରାହକଙ୍କ ପ୍ରଶ୍ନଗୁଡିକ ସମାଧାନ କରିବାକୁ ପଡିବ ।

୯) ବ୍ୟବସାୟୀକ ଆବଶ୍ୟକତା ଅନୁଯାୟୀ ବାହାରେ ବା ବଜାରରେ ଅଭିଯାନ ପରିଚାଳନା କରିବାକୁ ପଡିବ ।

୧୦) ସମ୍ପର୍କ ନିର୍ମାଣ ଏବଂ ସେବା ମାଧ୍ୟମରେ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ଏବଂ ବିକାଶ କରିବାକୁ ପଡିବ ।

 

 

ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://rb.gy/tb9vs

 

 

ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://careers.jio.com/frmRegister.aspx

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )