Thursday 21st September 2023
ଜିଓ ଗ୍ରାହକ ସେବା ଅଧିକାରୀ ପାଇଁ ଭୁବନେଶ୍ୱରରେ ଚାକିରୀ ବାହାରିଛି ! ଶୀଘ୍ର ଆବେଦନ କରନ୍ତୁ !

ଜିଓ ଗ୍ରାହକ ସେବା ଅଧିକାରୀ ପାଇଁ ଭୁବନେଶ୍ୱରରେ ଚାକିରୀ ବାହାରିଛି ! ଶୀଘ୍ର ଆବେଦନ କରନ୍ତୁ !

ଭାରତରେ ଜିଓ ଏକ ଜଣାଶୁଣା ବଡ ବ୍ରାଣ୍ଡ । ରିଲାଏନ୍ସ କମ୍ପାନୀରେ ଅନେକ  ବ୍ରାଞ୍ଚ  ରହିଛି । ତେବେ ରିଲାଏନ୍ସ କମ୍ପାନୀ ତାର ଟେଲିକମ୍ ସର୍ଭିସ  ପାଇଁ ସବୁବେଳେ ଚର୍ଚ୍ଚାରେ ରୁହେ । ଏଇ କିଛି ବର୍ଷହେବ ରିଲାଏନ୍ସ ଜିଓ ଇଣ୍ଟରନେଟ୍ ସର୍ଭିସ ରେ ଅନେକ ପୁରୁଣା କମ୍ପାନୀକୁ ପଛରେ ପକାଇ ଗ୍ରାହକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ତେବେ ଗାଁ ହେଉ କିମ୍ବା ସହର, ସବୁଠାରେ ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ପହଞ୍ଚାଇ ପାରିଥିଲା । ଏବେ ଗ୍ରାହକ ମାନେ 5G ଅପେକ୍ଷାରେ । ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ଯୋଗାଇଦେବା ସହ ଟେଲିକମ୍ୟୁନିକେସନ୍ ଏବଂ ଟେଲିକମ୍ ସର୍ଭିସ୍ କ୍ଷେତ୍ରରେ ସୃଷ୍ଟି କରିଥିଲା ବିଭିନ୍ନ ପ୍ରକାରର ନିଯୁକ୍ତି । ଘରେ ବସିରହିଥିବା ଅନେକ ଯୁବକ ଯୁବତୀ ପାଇଥିଲେ ନିଯୁକ୍ତି । ଏବେ ପୁଣିଥରେ ରିଲାଏନ୍ସ ଜିଓ ବାହାର କରିଛି ନିଯୁକ୍ତି । ଏହି ନିଯୁକ୍ତିଟି ଭୁବନେଶ୍ୱର ପାଇଁ ବାହାରିଛି ।

 

ପଦବୀ ର ନାମ – 

  • ଜିଓ ଗ୍ରାହକ ସେବା ଅଧିକାରୀ 

 

ସ୍ଥାନ –  ( ଭୁବନେଶ୍ୱର )

 

 

ଏହି ଲିଙ୍କ୍ କୁ ଯାଇ ରିଲାଏନ୍ସ ଜିଓ ବିଷୟରେ ଅଧିକ ଜାଣିପାରିବେ –

https://www.jio.com/

JIO is looking for a customer service executive! Apply !

ଅଭିଜ୍ଞତା –

  • ୬ ମାସ ରୁ ୨ ବର୍ଷ ଥିଲେ ଭଲ ।
  • ବିପିଓ ଚାକିରୀରେ ସର୍ବନିମ୍ନ ୬ ମାସ ର ଅଭିଜ୍ଞତା ନିହାତି ଆବଶ୍ୟକ ଅଛି । 

ଶିକ୍ଷାଗତ ଯୋଗ୍ୟତା  – 

  • ଦଶମ ପାସ୍ କରିଥିଲେ ବି ଆବେଦନ କରିପାରିବେ ।
  • +୨ କିମ୍ବା +୩ ପାସ୍ କରିଥିଲେ ଭଲ ।

 

ଚାକିରୀରେ କଣ ରହିବ ଦାୟିତ୍ୱ ? –

  •  ସମସ୍ତ ଗ୍ରାହକଙ୍କ ପାରସ୍ପରିକ କାର୍ଯ୍ୟକଳାପକୁ ଭଲଭାବରେ ପରିଚାଳନା କରିବାର ଆବଶ୍ୟକତା ଅଛି ।
  • ଗ୍ରାହକଙ୍କ ସହିତ ଯୋଗାଯୋଗ କରିବା ସମୟରେ ଫୋନରେ କମ୍ପାନୀର ପ୍ରତିନିଧି ହୋଇ ସୁବିଧା ଅସୁବିଧା  ସଂମ୍ପର୍କିତ ତଥ୍ୟ ପ୍ରଦର୍ଶନ କରିବାକୁ ପଡିବ ।
  • ସମସ୍ତ ଗ୍ରାହକଙ୍କୁ ଉପଯୁକ୍ତ ସ୍ୱର ଏବଂ ଭାଷାରେ ପ୍ରତିକ୍ରିୟା ରଖିବାକୁ ପଡିବ ।
  • ସମସ୍ତ ଗ୍ରାହକଙ୍କ ସମସ୍ୟାର ପାରସ୍ପରିକ ପ୍ରତିକ୍ରିୟା ପାଇଁ ଏକ ସମାଧାନ ଆଧାରିତ ଆଭିମୁଖ୍ୟ ପ୍ରଦାନ କରିବାକୁ ପଡିବ ।
  •  ପ୍ରତ୍ୟେକ ସମ୍ଭାବ୍ୟ ସୁଯୋଗରେ ଗ୍ରାହକଙ୍କୁ କମ୍ପାନୀ ସଂମ୍ପର୍କିତ ଶିକ୍ଷା ବା ଜ୍ଞାନ ଦେବାକୁ ପଡିବ । 
  • ଉତ୍ପାଦ, ସିଷ୍ଟମ୍ , ପ୍ରକ୍ରିୟା ଏବଂ କମ୍ପାନୀର ନୀତି ଜ୍ଞାନ ବା ପଲିସି ବିଷୟରେ ସଚେତନ କରିବାକୁ ପଡିବ ।
  • ଫୋନ୍ କଲ୍ କିମ୍ବା ସେବା ସହିତ ଜଡିତ ଗ୍ରାହକଙ୍କ ବିବରଣୀକୁ ସଂଗ୍ରହ କରିବାକୁ ପଡିବ ।
  • ସମୟସୀମା ମଧ୍ୟରେ ଗ୍ରାହକଙ୍କ ପ୍ରଶ୍ନଗୁଡିକ ସମାଧାନ କରିବାକୁ ପଡିବ ।
  •  ବ୍ୟବସାୟୀକ ଆବଶ୍ୟକତା ଅନୁଯାୟୀ ବାହାରେ ବା ବଜାରରେ ଅଭିଯାନ ପରିଚାଳନା କରିବାକୁ ପଡିବ ।
  • ସମ୍ପର୍କ ନିର୍ମାଣ ଏବଂ ସେବା ମାଧ୍ୟମରେ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ଏବଂ ବିକାଶ କରିବାକୁ ପଡିବ ।

 

ଏହି ଚାକିରୀ କରିବା ପାଇଁ କଣ ଦରକାର ? –

  • ଓଡିଆରେ ଭଲ ଭାବରେ ବୁଝି ପାରୁଥିବା ଦରକାର ।
  •  ଓଡିଆରେ ଭାଷାରେ ଲେଖି ପଢି ପାରୁଥିବା ଦରକାର ।
  •  ଆଞ୍ଚଳିକ ଲୋକଙ୍କ ସହ ଭଲ ଭାବରେ ମିଶିପାରୁଥିବା ଦରକାର ।
  • କମ୍ପୁଟରରେ ପ୍ରାଥମିକ ସ୍ଥର ର ଜ୍ଞାନ ଥିବା ଆବଶ୍ୟକ ।
  •  ସମସ୍ୟା ର ସମାଧାନ କରିବାର ଦକ୍ଷତା ଥିବା ଆବଶ୍ୟକ ।
  •  ଗ୍ରାହକ ମାନଙ୍କର ମନ ଖୁସି କଲାପରି ବାର୍ତ୍ତାଳାପ କରିପାରୁଥିବା ଦରକାର ।
  •  ଚାକିରୀ ପାଇଁ ଟାର୍ଗେଟ୍ ମନବୃତ୍ତି ଥିବା ଆବଶ୍ୟକ । 

 

 

ଆବେଦନ କରିବା ପାଇଁ ଏବଂ ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

Apply (Click Here )

 

 

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )