ଜିଓରେ ବାହାରିଛି ଚାକିରୀ ! ଓଡିଶାରେ ଷ୍ଟେଟ୍ ଟର୍ମ ସେଲ୍ କୋଡିନେସନ୍ ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି !
ଜିଓ ଏକ ଜଣା ଶୁଣା ଟେଲିକମ୍ ବ୍ରାଣ୍ଡ । ଜିଓ ଆକର୍ଷଣୀୟ ଅଫର ସହିତ ଦେଇଥାଏ ହାଇସ୍ପିଡ୍ ଇଣ୍ଟରନେଟ୍ କନେକ୍ଟିଭିଟି । ଜିଓ କମ୍ପାନୀରେ ଅନେକ ବ୍ରାଞ୍ଚ ରହିଛି । ଭାରତରେ ଜିଓ ଏକ ଜଣାଶୁଣା ବଡ ବ୍ରାଣ୍ଡ । ତେବେ ଜିଓ କମ୍ପାନୀ ତାର ଟେଲିକମ୍ ସର୍ଭିସ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହେ । ଗାଁ ହେଉ କିମ୍ବା ସହର, ସବୁଠାରେ ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ପହଞ୍ଚାଇ ପାରିଥିଲା । ଏବେ ଗ୍ରାହକ ମାନେ 5G ଅପେକ୍ଷାରେ । ଏଇ କିଛି ବର୍ଷହେବ ରିଲାଏନ୍ସ ଜିଓ ଇଣ୍ଟରନେଟ୍ ସର୍ଭିସ ରେ ଅନେକ ପୁରୁଣା କମ୍ପାନୀକୁ ପଛରେ ପକାଇ ଗ୍ରାହକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ଯୋଗାଇଦେବା ସହ ଟେଲିକମ୍ୟୁନିକେସନ୍ ଏବଂ ଟେଲିକମ୍ ସର୍ଭିସ୍ କ୍ଷେତ୍ରରେ ସୃଷ୍ଟି କରିଥିଲା ବିଭିନ୍ନ ପ୍ରକାରର ନିଯୁକ୍ତି । ଘରେ ବସିରହିଥିବା ଅନେକ ଯୁବକ ଯୁବତୀ ପାଇଥିଲେ ନିଯୁକ୍ତି । ଏବେ ପୁଣିଥରେ ଜିଓ ବାହାର କରିଛି ନିଯୁକ୍ତି । ଏହି ନିଯୁକ୍ତିଟି ଭୂବନେଶ୍ୱର ପାଇଁ ବାହାରିଛି ।
ଚାକିରୀ ନୋଟିଫିକେସନ୍ ବାହାରିବା ର ଦିନ – ୧୫ ମାର୍ଚ୍ଚ ୨୦୨୩
ପଦବୀ ର ନାମ – ଷ୍ଟେଟ୍ ଟର୍ମ ସେଲ୍ କୋଡିନେସନ୍
ଏହି ଲିଙ୍କ୍ କୁ ଯାଇ ଜିଓ ବିଷୟରେ ଅଧିକ ଜାଣିପାରିବେ –
ସ୍ଥାନ – ସିଏସଡି , ଭୂବନେଶ୍ୱର
ଶିକ୍ଷାଗତ ଯୋଗ୍ୟତା –
ସ୍ନାତକ ବା ଗ୍ରାଜୁଏସନ୍ କରିଥିଲେ ଆବେଦନ କରିପାରିବେ ।
ଅଭିଜ୍ଞତା –
ସର୍ବନିମ୍ନ ୩ ବର୍ଷ
ସର୍ବାଧିକ ୭ ବର୍ଷ
ଏହି ଚାକିରୀ କରିବା ପାଇଁ କେଉଁ ଦକ୍ଷତା ଆବଶ୍ୟକ ? –
୧) ପ୍ରକ୍ରିୟା ନିଷ୍ପାଦନ ପରିଚାଳନା ବା ପ୍ରସେସ୍ ଏକଜିକ୍ୟୁସନ୍ ମ୍ୟାନେଜମେଣ୍ଟ୍
୨) ଇଣ୍ଟରପର୍ସନାଲ୍ ସ୍କିଲ୍ ବା ରିଲେସନସିପ୍ ସ୍କିଲ୍
୩) ଆନାଲିଟିକ୍ସ ଏବଂ ରେଜଲ୍ଟ ଓରିଏଣ୍ଟେଡ୍
ଚାକିରୀରେ କଣ ରହିବ ଦାୟିତ୍ୱ ? –
୧) ସମସ୍ତ କୋଡିନେସନ୍ ବା ସମନ୍ୱୟ ଏବଂ କାର୍ଯ୍ୟକଳାପ ବା ଆକ୍ଟିଭିଟିକୁ କୁ ନିଶ୍ଚିତ କରିବାକୁ ପଡିବ ।
୨) ଟର୍ମ ମ୍ୟାନେଜମେଣ୍ଟ୍ ବା ପରିଚାଳନା ଏବଂ ଟର୍ମ ପ୍ରକ୍ରିୟା ବା ପ୍ରୋସେସ୍ ସହିତ ଜଡିତ ରହିବାକୁ ପଡିବ ।
ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –
https://careers.jio.com/frmRegister.aspx
କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ ।
ତେବେ ଡେରି ନକରି ଓଡିଆ ଡେଲି ର WhatsApp group ରେ join କରିବା ପାଇଁ
ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –
https://chat.whatsapp.com/LcWKf8kn4Z9HH1v80hySeZ
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।
Yes
dharmndrakashi@gmail.com
Please help me