Intelligence Bureau (IB) ରେ ଦୁଇଟି ପଦବୀ ପାଇଁ ବାହାରିଛି ବଡ ବିଜ୍ଞପ୍ତି ! ମାଟ୍ରିକ ପାସ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !
ଭାରତର ସୁରକ୍ଷା ପାଇଁ ଅନେକ ଗୁଇନ୍ଦା ସଂସ୍ଥା କାମ କରେ । Intelligence Bureau (IB) ହେଉଛି ସେଥିମଧ୍ୟରୁ ଗୋଟିଏ । Intelligence Bureau (IB) ଭାରତର Internal security ଏବଂ Counterintelligence ପାଇଁ କାମକରେ । Intelligence Bureau (IB) ଭାରତର Ministry of Home Affairs (India) ଅଧିନରେ କାମ କରେ । Intelligence Bureau (IB) ବାହାର କରିଛି ଦୁଇଗୋଟି ବଡ ନିଯୁକ୍ତି । ଦୁଇଟି ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି ।
ପ୍ରଥମ ପଦବୀ – Security Assistant / Executive
ଦ୍ୱିତୀୟ ପଦବୀ – Multi-Tasking Staff (MTS)
ତେବେ ପ୍ରଥମ ପଦବୀ Security Assistant / Executive ରେ ଫାଙ୍କା ଅଛି ପାଖାପାଖି ୧,୫୨୫ ଟି ପଦବୀ । ଦ୍ୱିତୀୟରେ Multi-Tasking Staff (MTS) ରେ ପାଖାପାଖି ୧୫୦ ଟି ପଦବୀ ।
ମୋଟ ପଦବୀ ସଂଖ୍ୟା –୧୬୭୫ ଟି ପଦବୀ
ପରୀକ୍ଷାର ଗୁରୁତ୍ୱପୂର୍ଣ୍ଣ ତାରିଖ – ୧୭-୦୨-୨୦୨୩ (ଶେଷ ତାରିଖ)
ପରୀକ୍ଷାକୁ ନେଇ ମନରେ ଥିବା କିଛିବି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଏହି Link ରେ click କରନ୍ତୁ –
https://cdn.digialm.com//per/g01/pub/726/EForms/image/ImageDocUpload/11/1114038876234568427000.pdf
IB Security Assistant & MTS Recruitment Notification –
Official Notification ଅନୁସାରେ କେବଳ ଓଡିଶାରେ ଥିବା
Vacancy –
ଏହି ଲିଙ୍କ୍କୁ ଯାଇ Intelligence Bureau (IB) ବିଷୟରେ ଅନେକ
ତଥ୍ୟ ପାଇପାରିବେ –
https://www.mha.gov.in/en/notifications/vacancies
କେଉଁ ସ୍ଥାନରେ ପରୀକ୍ଷା ଦେଇପାରିବେ ?
ପରୀକ୍ଷାର୍ଥି ଙ୍କ ପାଇଁ ୫ ଗୋଟି Options ରହିବ ।
ଓଡିଶାର କେଉଁ ସ୍ଥାନରେ ହେବ ପରୀକ୍ଷା କେନ୍ଦ୍ର ?
Eligibility criteria ବା ଯୋଗ୍ୟତା –
- Candidates should possess Matriculation.
Official Notification ଅନୁସାରେ ମାଟ୍ରିକ ପରୀକ୍ଷାରେ ବା Matriculation examination ପାସ୍ କରିଥିବା ଦରକାର । ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା Official Notification ଟିକୁ ଭଲଭାବେ ପଢନ୍ତୁ ।
କଣ ରହିବ ଦରମା ? ଏବଂ ପୋଷ୍ଟ ବିଷୟରେ ଅଧିକ ତଥ୍ୟ –
କିପରି ହେବ ପରୀକ୍ଷା –
ଏହି Link ରେ Click କଲେ ସିଧା ସଳଖ apply କରିପାରିବେ –
https://cdn.digialm.com//EForms/configuredHtml/1258/79819/Registration.html
ବୟସ ସୀମା – ୧୮ ରୁ ୨୫ ବର୍ଷ
Examination Fee –
- For Male Candidates of General/ EWS & OBC Candidates: Rs. 500/–
- For all Other Candidates: Rs. 450/-
- Payment Mode: Through Online Mode
Official Notification ଟିକୁ Download କରିବାପାଇଁ ନିମ୍ନଲିଖିତ Link ରେ Click କରନ୍ତୁ-
https://cdn.digialm.com//per/g01/pub/726/EForms/image/ImageDocUpload/11/1118639501130586603209.pdf
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।