
ଜୁନିୟର ଏକ୍ସିକ୍ୟୁଟିଭ୍ ସେଫ୍ ପାଇଁ ହୋଟେଲ୍ ମେଫେୟାର ବାହାରକରିଛି ବିଜ୍ଞପ୍ତି ! ରାଉରକେଲା ଏବଂ ଭୁବନେଶ୍ୱରରେ ହେବ ଫୋଷ୍ଟିଂ !
ଷ୍ଟାର ହୋଟେଲ୍ ରେ ବାହାରିଛି ବଡଧରଣ ର ବିଜ୍ଞପ୍ତି । ନାମିଦାମି ହୋଟେଲ୍ ମେଫେୟାରରେ ବାହାରିଛି ଏହି ବିଜ୍ଞପ୍ତି । ମେଫେୟାର ରାଉରକେଲା ସହରର ମଧ୍ୟଭାଗରେ ଏକ ଆରାମଦାୟକ ହୋଟେଲ୍ ଏବଂ ରାଉରକେଲା ର ସର୍ବୋତ୍ତମ ବିଳାସପୂର୍ଣ୍ଣ ହୋଟେଲ ମଧ୍ୟରୁ ଏହା ଅନ୍ୟତମ । ରାଉରକେଲା ର ଏହି ବ୍ୟବସାୟ ହୋଟେଲ ବା ବିଜନେସ୍ କ୍ଲାସ୍ ହୋଟେଲ୍ ହେଉଛି ପ୍ରଥମ ହୋଟେଲ ଯାହା ମେଫେୟାର ଗ୍ରୁପ୍ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ଏହା ବିଳାସପୂର୍ଣ୍ଣ ଏବଂ ଉତ୍କୃଷ୍ଟ ଆତିଥ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହେ । ଏହା ବ୍ୟବସାୟ ମିଟିଂ ପାଇଁ ହେଉ କିମ୍ବା ଆନନ୍ଦ ପାଇଁ, ସବୁଥିରେ ମେଫେୟାର ରାଉରକେଲା ଏବଂ ଭୁବନେଶ୍ୱର ମେଫେୟାର ହୋଟେଲ୍ ଭଲ ସ୍ଥାନ । ଉଭୟ ପାରିବାରିକ ଛୁଟି ଏବଂ କର୍ପୋରେଟ୍ ଭ୍ରମଣ ପାଇଁ ମଧ୍ୟ ଉପଯୁକ୍ତ । ଯେହେତୁ ଏହା ଗୋଟିଏ ବଡ ହୋଟେଲ୍ , ଏଥିରେ ଅନେକ ଗୁଡିଏ କର୍ମଚାରୀ କାମ କରନ୍ତି । ହୋଟେଲ୍ ମେଫେୟାର ର ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ର କର୍ମଚାରୀ କାମ କରୁଛନ୍ତି । ତେଣୁ ହୋଟେଲ୍ ମେଫେୟାର ର ବିଭିନ୍ନ ବ୍ରାଞ୍ଚରେ ଅନେକ ଥର ବିଭିନ୍ନ ବର୍ଗର ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ବାହାରେ ।
ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ ।
ଚାକିରୀ କରିବାର ସ୍ଥାନ – ହୋଟେଲ୍ ମେଫେୟାର ରାଉରକେଲା ଏବଂ ଭୁବନେଶ୍ୱର
ପଦବୀ ର ନାମ – ଜୁନିୟର ଏକ୍ସିକ୍ୟୁଟିଭ୍ ସେଫ୍
ଏହି ଲିଙ୍କ୍ ରେ କ୍ଲିକ୍ କଲେ ମେଫେୟାର ଗ୍ରୁପ୍ ଅଫ୍ ହୋଟେଲ୍ ବିଷୟରେ ଅଧିକ ଜାଣିପାରିବେ –
https://www.mayfairhotels.com/
ଶିକ୍ଷାଗତ ଯୋଗ୍ୟତା –
୧) ଯେକୌଣସି ହୋଟେଲ୍ ମ୍ୟାନେଜମେଣ୍ଟ୍ କୋର୍ସ କରିଥିବା ଆବଶ୍ୟକ ।
ଅଭିଜ୍ଞତା –
୪ ବର୍ଷର ଅଭିଜ୍ଞତା ଥିଲେ ଭଲ ।
ଅଧିକ ଅଭିଜ୍ଞତା ଥିଲେ ଅଗ୍ରାଧିକାର ପାଇବେ ।
ଆବଶ୍ୟକ ଥିବା ଦକ୍ଷତା –
୧) ରେଷ୍ଟୁରାଣ୍ଟ୍ ଏରିଆରେ ପ୍ରତ୍ୟେକ ଦିନ୍ କାର୍ଯ୍ୟ କରିବା ।
୨) କିଚେନ୍ ମ୍ୟାନେଜମେଣ୍ଟ୍ ପରିଚାଳନା କରିବା ଏବଂ ପ୍ରେଜେଣ୍ଟେବଲ୍ ଖାଦ୍ୟ ବନାଇବା ।
୩) ଆଉଟଲେଟ୍ ମେନୁ ଆଇଟମ୍, ରେସ୍ତୋରାଁକୁ ପରିଷ୍କାର ରଖିବା , କର୍ମଚାରୀ ତାଲିମ ଏବଂ ଷ୍ଟେସନ୍ ପରିଚାଳନା କରିବା ।
୪) ରକ୍ଷଣାବେକ୍ଷଣ ଯୋଜନାଗୁଡ଼ିକର ବିକାଶରେ ମୁଖ୍ୟ ଯନ୍ତ୍ରୀଙ୍କୁ ସାହାଯ୍ୟ କରିବା ।
୫) ରୋଷେଇ ଘରର ଷ୍ଟକ୍ ଲେବେଲ୍ , ରୋଟେସନ୍ , ସଂରକ୍ଷଣ ଏବଂ ପରିଷ୍କାର ପରିଚ୍ଛନ୍ନତା ମେଣ୍ଟେନ୍ କରିବା ।
ଅଧିକ ଜାଣିବାପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –
https://www.mayfairhotels.com/job-details/JD-Jr-Executive-Chef.pdf
ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –
https://www.mayfairhotels.com/career.php
କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ ।
ତେବେ ଡେରି ନକରି ଓଡିଆ ଡେଲି ର WhatsApp group ରେ join କରିବା ପାଇଁ
ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –
https://chat.whatsapp.com/LcWKf8kn4Z9HH1v80hySeZ
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।