CCLରେ ମିଳିବ ଚାକିରୀ କରିବାର ସୁଯୋଗ
ଡାଟାଏଣ୍ଟ୍ରି ଅପରେଟର ଚାକିରୀ କରିବାକୁ ଚାହୁଁଥିବା ପିଲାଙ୍କ ପାଇଁ ଆସିଛି ଖୁସି ଖବର । (CCL) ସେଣ୍ଟ୍ରାଲ କୋଇଲଫିଲ୍ଡସ୍ ଲିମିଟେଡ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶୟୀ ପ୍ରର୍ଥୀ ମାନେ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ centralcoalfields.in କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ, ଯାହାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
• ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ: ୧୬ ନଭେମ୍ବର ୨୦୨୨
• ଅନଲାଇନ୍ ଆବେଦନର ଶେଷ ତାରିଖ: ୦୬ ଡିସେମ୍ବର ୨୦୨୨
ଚୟନ ପ୍ରକ୍ରିୟା:
• ଲିଖିତ ପରୀକ୍ଷା
• ଏହି ପରୀକ୍ଷା ଦୁଇଟି ଭାଗରେ କରାଯିବ
• ପ୍ରଥମ ଭାଗ ଲିଖିତ ପରୀକ୍ଷା – ୭୦ ମାର୍କ
• ଦ୍ୱିତୀୟ ଭାଗ ଲିଖିତ ପରୀକ୍ଷା – ୩୦ ମାର୍କ
• କମ୍ପ୍ୟୁଟର ଆପ୍ଲିକେସନର ଦକ୍ଷତା ପରୀକ୍ଷା
• ଟାଇପିଙ୍ଗ ସ୍ପିଡ୍ (ପ୍ରତି ମିନିଟ୍ରେ ୩୦ ଶବ୍ଦ)
କେଉଁ ବର୍ଗ ପାଇଁ କେତେ ପୋଷ୍ଟ୍:
• ମୋଟ ପୋଷ୍ଟ୍ – ୧୩୯
• ସାଧାରଣ ବର୍ଗ – ୯୯
• ଅନୁସୂଚିତ ଜାତି – ୩୩
• ଅନୁସୂଚିତ ଜନଜାତି – ୭
ଯୋଗ୍ୟତା:
• ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟ ଶିକ୍ଷା ବୋର୍ଡରୁ ଦଶମ ପାଶ୍
• ତିନି ବର୍ଷର ସ୍ଥାୟୀ ଚାକିରି
ଚୟନ ପ୍ରକ୍ରିୟା:
• ଲିଖିତ ପରୀକ୍ଷା
• ଏହି ପରୀକ୍ଷା ଦୁଇଟି ଭାଗରେ କରାଯିବ
• ପ୍ରଥମ ଭାଗ ଲିଖିତ ପରୀକ୍ଷା – ୭୦ ମାର୍କ
• ଦ୍ୱିତୀୟ ଭାଗ ଲିଖିତ ପରୀକ୍ଷା – ୩୦ ମାର୍କ
• କମ୍ପ୍ୟୁଟର ଆପ୍ଲିକେସନର ଦକ୍ଷତା ପରୀକ୍ଷା
• ଟାଇପିଙ୍ଗ ସ୍ପିଡ୍ (ପ୍ରତି ମିନିଟ୍ରେ ୩୦ ଶବ୍ଦ)