ଷ୍ଟେସନ୍ କଣ୍ଟ୍ରୋଲର / ଟ୍ରେନ୍ ଅପରେଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ବେଙ୍ଗାଲୋର୍ ମେଟ୍ରୋ ରେଲ୍ କର୍ପୋରେସନ୍ ଲିମିଟେଡ୍ !
ବେଙ୍ଗାଲୋର୍ ମେଟ୍ରୋ ରେଲ୍ କର୍ପୋରେସନ୍ ଲିମିଟେଡ୍ (ବି.ଏମ୍.ଆର.ସି.ଏଲ୍) ରେ ବାହାରିଛି ଚାକିରୀ । ନାମମା ମେଟ୍ରୋ, ବେଙ୍ଗାଲୁରୁ ମେଟ୍ରୋ ଭାବରେ ମଧ୍ୟ ଜଣାଶୁଣା, ଭାରତର ବେଙ୍ଗାଲୁରୁ ସହରକୁ ସେବା କରୁଥିବା ଏକ ଦ୍ରୁତ ଗମନାଗମନ ବ୍ୟବସ୍ଥା । ଦିଲ୍ଲୀ ମେଟ୍ରୋ ପରେ ଏହା ଭାରତର ଦ୍ୱିତୀୟ ଦୀର୍ଘ କାର୍ଯ୍ୟକ୍ଷମ ମେଟ୍ରୋ ନେଟୱାର୍କ । ଏହାର ଉଦଘାଟନ ପରେ ଏହା ଦକ୍ଷିଣ ଭାରତର ପ୍ରଥମ ଭୂତଳ ମେଟ୍ରୋ ସିଷ୍ଟମ ହୋଇଗଲା । ବର୍ତ୍ତମାନ ଦଶମ ପାସ୍ ଏବଂ ଡିପ୍ଲୋମା ପିଲାଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ ।
ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ ।
ଆବେଦନ କରିବାର ଶେଷ ତାରିଖ – ୩୧-୦୫-୨୦୨୩
- ପଦବୀ – ଷ୍ଟେସନ୍ କଣ୍ଟ୍ରୋଲର / ଟ୍ରେନ୍ ଅପରେଟର
- ଦରମା – ମାସକୁ ୩୫,୦୦୦ ଟଙ୍କା ରୁ ୮୨,୬୬୦ ଟଙ୍କା
ଏହି ଲିଙ୍କ୍ ରେ କ୍ଲିକ୍ କଲେ ବେଙ୍ଗାଲୋର୍ ମେଟ୍ରୋ ରେଲ୍ କର୍ପୋରେସନ୍ ଲିମିଟେଡ୍ (ବି.ଏମ୍.ଆର.ସି.ଏଲ୍) ଉପରେ ଅନେକ ତଥ୍ୟ ଜାଣିପାରିବେ –
ଶିକ୍ଷାଗତ ଯୋଗ୍ୟତା –
୧) ଦଶମ ପାସ୍ ବା ଡିପ୍ଲୋମା
ଅଧିକ ଜାଣିବା ପାଇଁ ନିମ୍ନରେ ଦିଆଯାଇଥିବା ନୋଟିଫିକେସନ୍ ଟିକୁ ଦେଖନ୍ତୁ ।
- ବୟସ ସୀମା –
୪୫ ବର୍ଷରୁ ଅଧିକ ବୟସ ହେଇଥିଲେ ଆବେଦନ କରିପାରିବେ ନାହିଁ ।
- ଅଧିକ ଜାଣିବା ପାଇଁ ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରନ୍ତୁ –
- ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –
http://itax.bmrc.co.in:24/frmInstructions.aspx
କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ ।
ତେବେ ଡେରି ନକରି ଓଡିଆ ଡେଲି ର WhatsApp group ରେ join କରିବା ପାଇଁ
ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –
https://chat.whatsapp.com/HIuTqpSgca9HKPCfCJGqO4
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।
Please job
Iti
Diploma
Iam interested in this job