Thursday 28th March 2024
ଭୂବନେଶ୍ୱର ଏସପ୍ଲାନେଡ୍ ମଲ୍ ରେ ଷ୍ଟୋର ମ୍ୟାନେଜର ପାଇଁ ବାହାରିଛି ବିଜ୍ଞପ୍ତି ! +3 କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଭୂବନେଶ୍ୱର ଏସପ୍ଲାନେଡ୍ ମଲ୍ ରେ ଷ୍ଟୋର ମ୍ୟାନେଜର ପାଇଁ ବାହାରିଛି ବିଜ୍ଞପ୍ତି ! +3 କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଭୂବନେଶ୍ୱରରେ ଅନେକ ଗୁଡିଏ ମଲ୍ ଅଛି । କିନ୍ତୁ ବଡ ମଲ୍ କହିଲେ ଏସପ୍ଲାନେଡ୍ କୁ ଅନେକ ଲୋକ ଜାଣନ୍ତି । ଏସପ୍ଲାନେଡ୍ ମଲ୍ ରେ ବିଭିନ୍ନ ପ୍ରକାରର ଷ୍ଟଲ୍ ଅଛି । ଫିଲ୍ମ ଦେଖିବା ପାଇଁ ସିନେମା ହଲ୍ ଅଛି ଏବଂ ଖାଇବା ପାଇଁ ଫୁଡ୍ କୋର୍ଟ ଅଛି । ଯେଉଁଠି ଅନେକ ଲୋକ ଖାଇବା ପାଇଁ ଅନେକ ପ୍ରକାରର ଷ୍ଟଲ୍ ଅଛି । ସଫିଂ କରିବା ପାଇଁ ତ ଦୋକାନ ର ଅଭାବ ନାହିଁ । ଥରେ ବୁଲି ସାରିବାକୁ ୧ ରୁ ୨ ଘଣ୍ଟା ସମୟବି କମ୍ ପଡିଯାଏ । ତେବେ ଏତେ ସବୁ ସର୍ଭିସ ଦେବାପାଇଁ ବିଭିନ୍ନ ବର୍ଗର ଅନେକ କର୍ମଚାରୀ ସବୁଦିନ କାର୍ଯ୍ୟ କରିଥାନ୍ତି । ବିଭିନ୍ନ ବର୍ଗରେ ବିଭିନ୍ନ କର୍ମଚାରୀ ର ଆବଶ୍ୟକତା ପଡିଥାଏ । ତେବେ ଏତେ ସବୁ ଦୋକାନ ଏବଂ ଷ୍ଟଲ୍ ର ଆବଶ୍ୟକତା କୁ ଚଳାଇବାପାଇଁ ଅନେକ ସମୟରେ ଚାକିରୀ ପାଇଁ ବାହାରେ ବିଜ୍ଞପ୍ତି । ଭୂବନେଶ୍ୱରରେ ପାର୍ଟ ଟାଇମ୍ କିମ୍ବା ଫୁଲ୍ ଟାଇମ୍ ଚାକିରୀ ଟିଏ ଖୋଜିପାଇବା ଭାରିକଷ୍ଟ । ଭଲ କମ୍ପାନୀ ରେ ଚାକିରୀ ର ସୁଯୋଗ ପାଇଲେ କିଏ ବା ଛାଡିବ । ରିଲାଏନ୍ସ ର ସନ୍ ଗ୍ଲାସ୍ ହଟ୍ ହଟ୍ ପାଇଁ ବାହାରିଛି ବିଜ୍ଞପ୍ତି । ରସୁଲଗଡ ଛକରେ ଥିବା ଏସପ୍ଲାନେଡ୍ ମଲ୍ ପାଇଁ ବିଜ୍ଞପ୍ତି ବାହାରକରିଛି ରିଲାଏନ୍ସ । ତେଣୁ ଶୀଘ୍ର ଆବେଦନ କରନ୍ତୁ ।

ପଦବୀ ର ନାମ – ଷ୍ଟୋର ମ୍ୟାନେଜର

ସ୍ଥାନ – ରସୁଲଗଡ ଛକରେ ଥିବା ଏସପ୍ଲାନେଡ୍ ମଲ୍ (ଭୂବନେଶ୍ୱର ) 

 

ଅଭିଜ୍ଞତା – ୩ ରୁ ବର୍ଷ ଥିଲେ ଭଲ  

 

ଯୋଗ୍ୟତା  – 

ଯୁକ୍ତ ତିନି ବା ସ୍ନାତକ ପାସ୍ କରିଥିବା ଦରକାର 

 

ଏହି ଚାକିରୀ କରିବା ପାଇଁ କଣ ଦରକାର ? –

୧) ଡୋମେନ୍ ଉପରେ ଜ୍ଞାନ ଥିବା ଦରକାର ।

୨) ପ୍ରଡକ୍ଟ ବା ଜିନିଷ ଉପରେ ଦୃଢ ଜ୍ଞାନ ଥିବା ଆବଶ୍ୟକ ।

୩) ସେଲ୍ସ ଆନାଲିଟିକ୍ସ ଉପରେ ଦକ୍ଷତା ଥିବା ଆବଶ୍ୟକ ।

୪) ଇଣ୍ଟରପର୍ସନାଲ୍ ସ୍କିଲ୍ ବା ଲୋକ ସଂମ୍ପର୍କ ଦକ୍ଷତା ଥିବା ଆବଶ୍ୟକ ।

୫) ବେସିକ୍ ଫାଇନାନ୍ସ ଜ୍ଞାନ ବା ମୌଳିକ ଆର୍ଥିକ ଜ୍ଞାନ ଥିବା ଆବଶ୍ୟକ ।

୬) ମାର୍କେଟ ସହ ସଂମ୍ପର୍କ ଥିବା ଆବଶ୍ୟକ ।

୭) ଯୋଗାଯୋଗ ଦକ୍ଷତା ନିହାତି ଦରକାର ।

୮) ଲୋକ ପରିଚାଳନା ଦକ୍ଷତା ସହ ସମସ୍ୟାର ସମାଧାନ କରିପାରୁଥିବା ଦରକାର । 

 

ଚାକିରୀରେ କଣ ରହିବ ଦାୟିତ୍ୱ ? –

୧) ଷ୍ଟୋର ମ୍ୟାନେଜର୍ ହେଉଛି ସମ୍ପୃକ୍ତ ଷ୍ଟୋର ର ମୁଖ୍ୟ ଏବଂ ଷ୍ଟୋର ମ୍ୟାନେଜରଙ୍କର ମୁଖ୍ୟ ଦାୟିତ୍ୱ ଲାଭ କିପରି ହେବ ।

୨) ବିକ୍ରୟ ଏବଂ ବ୍ୟବସାୟ ପାଇଁ ଯୋଜନା ପ୍ରସ୍ତୁତ କରିବା ।

୩) ଷ୍ଟୋର ଦଳ ର ମୁଖ୍ୟ ହିସାବରେ ଷ୍ଟୋର ର ବିକ୍ରୟ ରେ ଉନ୍ନତି ଆଣିବା ।

୪) କର୍ମଚାରୀଙ୍କୁ ତାଲିମ ପ୍ରଦାନ କରିବା ।

୫) ଷ୍ଟୋର କାର୍ଯ୍ୟ ଏବଂ ମୂଲ୍ୟ ପରିଚାଳନା କରିବା ।

୬) ଷ୍ଟୋର ର ଲାଭଦାୟକତା ନିଶ୍ଚିତ କରିବା ।

ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://rb.gy/fecj1a

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )