
ପର୍ସନାଲ୍ ଲୋନ୍ ସେଲ୍ସ ମ୍ୟାନେଜର ପାଇଁ ଆକ୍ସିସ୍ ବ୍ୟାଙ୍କ ବାହାରକରିଛି ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !
ଆକ୍ସିସ୍ ବ୍ୟାଙ୍କ ହେଉଛି ଏକ ଭାରତୀୟ ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ସେବା କମ୍ପାନୀ । ଅନେକ ସମୟରେ ଆକ୍ସିସ୍ ବ୍ୟାଙ୍କ ରେ ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ପାଇଁ ବାହାରେ ବିଜ୍ଞପ୍ତି । ବର୍ତ୍ତମାନ ସେଲ୍ସ ମ୍ୟାନେଜର ପଦବୀ ପାଇଁ ଆକ୍ସିସ୍ ବ୍ୟାଙ୍କ ବାହାର କରିଛି ବିଜ୍ଞପ୍ତି । ଭୁବନେଶ୍ୱର ପାଇଁ ବାହାରିଛି ବିଜ୍ଞପ୍ତି ।
ପଦବୀ ର ନାମ –
- ସେଲ୍ସ ମ୍ୟାନେଜର
ଏହି ଲିଙ୍କ୍ ରେ କ୍ଲିକ୍ କଲେ ଆକ୍ସିସ୍ ବ୍ୟାଙ୍କ ଉପରେ ଅନେକ ତଥ୍ୟ ଜାଣିପାରିବେ –
ଚାକିରୀ କରିବାର ସ୍ଥାନ – ଭୁବନେଶ୍ୱର
ଶିକ୍ଷାଗତ ଯୋଗ୍ୟତା –
- ଯୁକ୍ତ ତିନି ବା ସ୍ନାତକ ପାସ୍ କରିଥିବା ଦରକାର
- ପୋଷ୍ଟ ଗ୍ରାଜୁଏସନ୍
ଅଧିକ ଜାଣିବା ପାଇଁ ଆପଣ ଆକ୍ସିସ୍ ବ୍ୟାଙ୍କ ଲିମିଟେଡ୍ ର ଅଫିସିଆଲ୍ ଓ୍ୱେବସାଇଟ୍ କୁ ଭିଜିଟ୍ କରିପାରିବେ ।
Consumer:Sales Manager – Personal Loan
ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।
CATEGORIES ଶିକ୍ଷା ଓ ନିଯୁକ୍ତି