ଓଡିଶାରେ ଏୟାରଟେଲ୍ କମ୍ପାନୀରେ ମ୍ୟାନେଜର ପଦବୀରେ ଚାକିରୀ କରିବାର ସୁଯୋଗ ! MBA କରିଥିଲେ ଶୀଘ୍ର ଆବେଦନ କରନ୍ତୁ !
ଭାରତୀ ଏୟାରଟେଲ୍ ଲିମିଟେଡ୍ ଘରେ ଘରେ ଏୟାରଟେଲ୍ ନାଁ ରେ ପରିଚିତ । ଭାରତରେ ଟେଲିକମ୍ୟୁନିକେସନ୍ ଇଣ୍ଡଷ୍ଟ୍ରି ରେ ଏୟାରଟେଲ୍ ଏକ ବଢ କମ୍ପାନୀ । ଏହା ସାଉଥ୍ ଏସିଆ ଏବଂ ଆଫ୍ରିକା ର ୧୮ ଟି ଦେଶରେ ତାର ସେବା ଯୋଗାଉଛି । ଏୟାରଟେଲ୍ ବିଭିନ୍ନ ଛୋଟ ବଡ ଦ୍ୱୀପପୁଞ୍ଜରେ ମଧ୍ୟ କାର୍ଯ୍ୟ କରେ ଏବଂ ତାର ସେବା ଗ୍ରାହକ ମାନଙ୍କୁ ଉତ୍ତମ ରୁପରେ ପହଞ୍ଚାଇଥାଏ । ବର୍ତ୍ତମାନ ଏୟାରଟେଲ୍ ସମଗ୍ର ଭାରତରେ 4G ଏବଂ 4G+ ସେବା ପ୍ରଦାନ କରୁଛି ଏବଂ କିଛି ସହରରେ 5G ସେବା ଯୋଗାଇଦେବା ପାଇଁ ମନୋନୀତ ହୋଇଛି ।
ନୋଟିଫିକେସନ୍ ବାହାରିବା ର ଦିନ – ୨୧ / ୦୩ / ୨୦୨୩
ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ ।
ଭାରତୀ ଏୟାରଟେଲ୍ ଲିମିଟେଡ୍, ଭୁବନେଶ୍ୱର , ଓଡିଶା
ପୋଷ୍ଟ୍ ର ନାମ – ଟେରିଟୋରି ମ୍ୟାନେଜର (ଟିଏମ୍)
ଏହି ଲିଙ୍କରେ କ୍ଲିକ୍ କଲେ ଭାରତୀ ଏୟାରଟେଲ୍ ଲିମିଟେଡ୍ ବିଷୟରେ ଅନେକ ତଥ୍ୟ ପାଇପାରିବେ –
ଶିକ୍ଷାଗତ ଯୋଗ୍ୟତା –
୧) ଫୁଲ୍ ଟାଇମ୍ ଗ୍ରାଜୁଏଟ୍
୨) ଏମବିଏ ବା ମାଷ୍ଟର ଇନ୍ ବିଜନେସ ଆଡମିନିଷ୍ଟ୍ରେସନ୍
କିମ୍ବା
୩) ପିଜିଡିଏମ୍ ବା ପୋଷ୍ଟ୍ ଗ୍ରାଜୁଏଟ୍ ଡିପ୍ଲୋମା ଇନ୍ ମ୍ୟାନେଜମେଣ୍ଟ୍
ଅଭିଜ୍ଞତା –
୧) ୨ ରୁ ୬ ବର୍ଷ ର ସେଲ୍ସ ଏକ୍ସପେରିଏନ୍ସ
୨) ଏଫଏମସିଜି ଏବଂ ଟେଲିକମ୍ ରେ ଅଭିଜ୍ଞତା ଥିଲେ ଅଗ୍ରାଧିକାର ପାଇବେ
ଚାକିରୀରେ କଣ ରହିବ ଦାଇତ୍ୱ –
୧) ନିର୍ଦ୍ଦିଷ୍ଟ ଅଞ୍ଚଳରେ ଡିଟିଏଚ୍ ବିକ୍ରୟ ଆଉଟଲେଟ୍ ବୃଦ୍ଧି କରିବା । ବଣ୍ଟନ ଏବଂ ବିକ୍ରୟ କରି ନେଟୱାର୍କକୁ ମଜବୁତ କରିବା ।
୨) ରିଚାର୍ଜର ଉପଲବ୍ଧତା ନିଶ୍ଚିତ କରିବାକୁ ପଡିବ । ଯାହା ଦ୍ୱାରା ଗ୍ରାହକମାନେ ଯଥେଷ୍ଟ ସେବା ପାଇପାରିବେ ।
୩) ମାର୍କେଟ ର ଡେମୋଗ୍ରାଫିକ୍ ଏବଂ ଡ୍ରାଇଭ ସେଲ୍ସ ଷ୍ଟ୍ରାଟେଜି ବୁଝିବାକୁ ପଡିବ ।
୪) ବେସିକ୍ ଡିଷ୍ଟ୍ରିବୁସନ୍ କୁ ଡ୍ରାଇଭ୍ କରିବା ଏବଂ ସ୍ୱଚ୍ଛତା ପାରାମିଟରଗୁଡିକୁ ମେଣ୍ଟେନ୍ କରିବା । ଯେପରିକି ଡିଟିଏଚ୍ ଆକ୍ଟିଭ୍ ଆଉଟଲେଟ୍, ପ୍ରଭାବଶାଳୀ କଭରେଜ୍ ଏବଂ କାରବାର ଆଉଟଲେଟ୍ କଥା ପରିଚାଳନା କରିବା ।
୫) ସଂଗଠିତ ବାଣିଜ୍ୟ କାର୍ଯ୍ୟକଳାପ ମାଧ୍ୟମରେ ବ୍ରାଣ୍ଡ୍ ଭିଜିବିଲିଟି ନିଶ୍ଚିତ କରିବାକୁ ପଡିବ ।
୬) ପ୍ରକ୍ରିୟାଗୁଡ଼ିକର ଅନୁପାଳନ ନିଶ୍ଚିତ କରିବା ଏବଂ ଗ୍ରାହକଙ୍କ ଏସଏଲଏ ପୂରଣ ହୋଇଛି କି ନାହିଁ ନିଶ୍ଚିତ କରିବାକୁ ପଡିବ ।
୭) ସଂରଚନା ଏବଂ ପ୍ରମୁଖ ଉପାଦାନଗୁଡ଼ିକର ସଂସ୍ଥାପନ କରିବା । ସେହି ଉପାଦାନଗୁଡିକର ସେବା ଏବଂ ମରାମତି ପାଇଁ ଦଳକୁ ପରିଚାଳନା କରିବା । ସଠିକ୍ ସ୍ଥାପନ ପ୍ରକ୍ରିୟା ଉପରେ ସେମାନଙ୍କୁ ନିର୍ଦ୍ଦେଶ ଦେବା ।
କେଉଁ ଦକ୍ଷତାର ଆବଶ୍ୟକତା ରହିଛି –
୧) ଆନାଲିଟିକାଲ୍ ସ୍କିଲ୍
୨) ପରାମର୍ଶ, ସୁବିଧା , ବୁଝାମଣା ଏବଂ ବିକ୍ରୟ କୌଶଳ
୩) ଉଦ୍ୟୋଗ ଏବଂ ଉଦ୍ୟୋଗୀ ଦକ୍ଷତା
୪) ନେତୃତ୍ୱ ଏବଂ ଲୋକ ପରିଚାଳନା ର ଦକ୍ଷତା
୫) ବେସିକ୍ କମ୍ପ୍ୟୁଟର ଲିଟିରେସି – ଏମଏସ୍ ଅଫିସ୍ , ଏକ୍ସଏଲ୍ ଏବଂ ଆଉଟ୍ ଲୁକ୍
୬) ଅଭିବୃଦ୍ଧିର ଉପଯୁକ୍ତ ପରିଚାଳନା କରିବା
୭) ସମସ୍ୟାର ଠିକ ସମୟରେ ସମାଧାନ କରିବା
୮) ସହଭାଗୀ ପରିଚାଳନା ଦକ୍ଷତା
୯) ବିକ୍ରୟ କୌଶଳ
ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –
କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ ।
ତେବେ ଡେରି ନକରି ଓଡିଆ ଡେଲି ର WhatsApp group ରେ join କରିବା ପାଇଁ
ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –
https://chat.whatsapp.com/LcWKf8kn4Z9HH1v80hySeZ
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।
Hii