ଭୁବନେଶ୍ୱରରେ ଆକ୍ୱାଜିସନ୍ ମ୍ୟାନେଜର ପାଇଁ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ବାହାରକରିଛି ଚାକିରୀ !
କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ହେଉଛି ଏକ ଭାରତୀୟ ବ୍ୟାଙ୍କିଙ୍ଗ୍ ଏବଂ ଆର୍ଥିକ ସେବା କମ୍ପାନୀ । ଯାହାର ମୁଖ୍ୟକାର୍ଯ୍ୟାଳୟ ମୁମ୍ବାଇରେ ଅବସ୍ଥିତ । ଓଡିଶାରେ ଏହି ବ୍ୟାଙ୍କ ର ଶାଖା ପ୍ରାୟ ସବୁଆଡେ ଅଛି । କର୍ପୋରେଟ୍ ଫାଇନାନ୍ସ , ବିନିଯୋଗ ବ୍ୟାଙ୍କିଙ୍ଗ୍ , ଜୀବନ ବୀମା ଏବଂ ଧନ ପରିଚାଳନା କ୍ଷେତ୍ରରେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ବ୍ୟାଙ୍କିଙ୍ଗ ଉତ୍ପାଦ ଏବଂ ଆର୍ଥିକ ସେବା ପ୍ରଦାନ କରେ । ଭୁବନେଶ୍ୱରରେ ମଧ୍ୟ ଏହାର ଅନେକ ଗୁଡିଏ ବ୍ରାଞ୍ଚ ଅଛି । ଯେଉଁଥିରେ ଅନେକ ଗୁଡିଏ କର୍ମଚାରୀ ଅଛନ୍ତି । ଅନେକ ସମୟରେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ରେ ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ପାଇଁ ବାହାରେ ବିଜ୍ଞପ୍ତି ।
ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ ।
ବର୍ତ୍ତମାନ ଆକ୍ୱାଜିସନ୍ ମ୍ୟାନେଜର ପଦବୀ ପାଇଁ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ବାହାର କରିଛି ବିଜ୍ଞପ୍ତି । ଭୁବନେଶ୍ୱର ପାଇଁ ବାହାରିଛି ଏହି ବିଜ୍ଞପ୍ତି ।
ଆପ୍ଲାଇ କରିବାର ଶେଷ ତାରିଖ – ୧୮/୦୬/୨୦୨୩
ପଦବୀ ର ନାମ – ଆକ୍ୱାଜିସନ୍ ମ୍ୟାନେଜର
ଏହି ଲିଙ୍କ୍ ରେ କ୍ଲିକ୍ କଲେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ଉପରେ ଅନେକ ତଥ୍ୟ ଜାଣିପାରିବେ –
https://www.kotak.com/en/home.html
ଚାକିରୀ କରିବାର ସ୍ଥାନ – ଭୁବନେଶ୍ୱର କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍
ଶିକ୍ଷାଗତ ଯୋଗ୍ୟତା –
୧) ମାଷ୍ଟର ଅଫ୍ ବିଜନେସ୍ ଆଡମିନିଷ୍ଟ୍ରେସନ୍
କିମ୍ବା
୨) ଚାର୍ଟାଡ୍ ଆକାଉଣ୍ଟେନସି
କିମ୍ବା
୩) ସିଏଆଇବି
ଚାକିରୀ ର ବିଭାଗ – କେଏମବିଏଲ୍
ଅଭିଜ୍ଞତା –
ବ୍ୟାଙ୍କିଙ୍ଗ୍ ରେ ୬ ବର୍ଷର ଅଭିଜ୍ଞତା ଥିଲେ ଅଗ୍ରାଧିକାର ପାଇବେ ।
ଯେଉଁଥିରୁ ୩ ରୁ ୪ ବର୍ଷର ଅଭିଜ୍ଞତା ରିଟେଲ୍ ଲିଏଲାବିଲିଟି ଉପରେ ଥିବା ଦରକାର ।
ଏହି ଚାକିରୀ କରିବା ପାଇଁ କଣ ଦରକାର ?
୧) ଗୁଡ୍ ଲିଡର ସିପ୍ ସ୍କିଲ୍
୨) ଫାଇନାନ୍ସିଆଲ୍ ଇନଷ୍ଟ୍ରୁମେଣ୍ଟ , ମାର୍କେଟ୍ ଏବଂ ମେକ୍ରୋ ମାଇକ୍ରୋ ଇକୋନୋମିକ୍ସ ଉପରେ ଗଭୀର ଜ୍ଞାନ ।
୩) ଗ୍ରାହକ “ ଡିଲାଇଟ୍ ” ନିଶ୍ଚିତ କରିବାକୁ ଗ୍ରାହକ ସେବା ଚକ୍ରରେ ଜଡିତ ସମସ୍ତ ୟୁନିଟ୍ ସହିତ ବହନ କରିବାର କ୍ଷମତା ।
୪) ନୂତନ ଉତ୍ପାଦ ବିକାଶ, ସେବା ଉନ୍ନତି ଏବଂ ବିକ୍ରୟ ପଦକ୍ଷେପ ପାଇଁ ଉତ୍ପାଦ ପରିଚାଳନା କରିବା । ମାର୍କେଟିଂ ଦଳ , ଅନ୍ୟାନ୍ୟ କେନ୍ଦ୍ର ଏବଂ ଭୂଲମ୍ବ ସହିତ ଯୋଗାଯୋଗ କରିବା ।
ଚାକିରୀରେ କଣ ରହିବ ଦାୟିତ୍ୱ ? –
୧) ଗ୍ରାହକଙ୍କ ଠାରୁ ଜମା ପୁଲ୍ ରେ ଉନ୍ନତି ।
୨) ମାନକ ପ୍ରତିଷ୍ଠା ଏବଂ ସେବା ବିତରଣ ।
୩) ଜମା ନଥିବା ଦ୍ରବ୍ୟର ବିକ୍ରୟ କରିବା ।
୪) କ୍ରସ ବିକ୍ରୟ ଲକ୍ଷ୍ୟଗୁଡିକ ଧୀରେ ଧୀରେ ବଢେଇବା ।
୫) ଏମଏଫ୍ ଏବଂ ବୀମା ଉତ୍ପାଦ ବିକ୍ରୟ କରିବା ।
୬) ଦେୟ ଆୟ ।
୭) ଶାଖା ପ୍ରଶାସନ ।
୮) ନିୟାମକ ଅନୁପାଳନ ।
୯) ଶାଖା ଦଳର ସଦସ୍ୟମାନଙ୍କର ଉତ୍ପାଦକତା ଏବଂ ସାମଗ୍ରିକ ମନୋବଳ ପରିଚାଳନା କରିବା ।
ଅଧିକ ଜାଣିବା ପାଇଁ ଆପଣ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ର ଅଫିସିଆଲ୍ ଓ୍ୱେବସାଇଟ୍ କୁ ଭିଜିଟ୍ କରିପାରିବେ ।
ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –
କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ ।
ତେବେ ଡେରି ନକରି ଓଡିଆ ଡେଲି ର WhatsApp group ରେ join କରିବା ପାଇଁ
ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –
https://chat.whatsapp.com/HIuTqpSgca9HKPCfCJGqO4
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।