ପ୍ରଡକ୍ଟ ଆଡଭାଇଜର ପାଇଁ ଆପୋଲୋ ଫାର୍ମାସି ବାହାର କରିଛି ବିଜ୍ଞପ୍ତି ! ଦଶମ କିମ୍ବା +୨ ପଢିଥିଲେ କରିପାରିବେ ଆବେଦନ !
ଏହା ଏକ ଘରୋଇ ହସ୍ପିଟାଲ୍ । ଯେଉଁଥିରେ ଆପୋଲୋ ଫାର୍ମାସି , ଆପୋଲୋ ପ୍ରାଥମିକ ଚିକିତ୍ସା ଡାଇଗ୍ନୋଷ୍ଟିକ୍ ସେଣ୍ଟର , ଆପୋଲୋ ଟେଲିହେଲଥ୍ କ୍ଲିନିକ୍ ଏବଂ ଆପୋଲୋ ଡିଜିଟାଲ୍ ସ୍ୱାସ୍ଥ୍ୟ ସେବା ମଧ୍ୟ ରହିଛି ।ହସ୍ପିଟାଲ୍ ଏଣ୍ଟରପ୍ରାଇସ୍ ଲିମିଟେଡ୍ ହେଉଛି ଚେନ୍ନାଇରେ ଅବସ୍ଥିତ ଏକ ଭାରତୀୟ ବହୁରାଷ୍ଟ୍ରୀୟ ସ୍ୱାସ୍ଥ୍ୟସେବା ଗୋଷ୍ଠୀ । ଯାହାର ଅନେକ ବ୍ରାଞ୍ଚ ଅଛି । ଆପୋଲୋ ହସ୍ପିଟାଲ୍ ଏଣ୍ଟରପ୍ରାଇସ୍ ଲିମିଟେଡ୍ କମ୍ପାନୀ ବିଭିନ୍ନ ପ୍ରକାର ର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥାଏ । ଆପୋଲୋ ଆପୋଲୋ ହସ୍ପିଟାଲ୍ ଏକ ଜଣାଶୁଣା ହସ୍ପିଟାଲ୍ ଏବଂ ଯାହାର ଚେନ୍ ସିରିଜ୍ ରେ ବିଭିନ୍ନ ପ୍ରକାର ର ସ୍ୱାସ୍ଥ୍ୟ ସେବା ଉପଲବ୍ଧ । ଆପୋଲ ହସ୍ପିଟାଲ୍ ର ଏକ ବ୍ରାଞ୍ଚ ଭୂବନେଶ୍ୱରରେ ମଧ୍ୟ ରହିଛି । ଏହି ହସ୍ପିଟାଲ୍ ର ଫାର୍ମାସି ଗୁଡିକ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଛି । ଆପୋଲୋ ଫାର୍ମାସି ର ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ର କର୍ମଚାରୀ କାମ କରୁଛନ୍ତି । ତେଣୁ ଆପୋଲୋ ଫାର୍ମାସି ର ବିଭିନ୍ନ ବ୍ରାଞ୍ଚରେ ଅନେକ ଥର ବିଭିନ୍ନ ବର୍ଗର ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ବାହାରେ ।
ବର୍ତ୍ତମାନ ପ୍ରଡକ୍ଟ ଆଡଭାଇଜର ପଦବୀ ପାଇଁ ଆପୋଲୋ ଫାର୍ମାସି ପୁରୀ ଜିଲ୍ଲାରେ ବିଜ୍ଞପ୍ତି ବାହାରକରିଛି ।
ପଦବୀ – ପ୍ରଡକ୍ଟ ଆଡଭାଇଜର
ଚାକିରୀ କରିବାର ସ୍ଥାନ – ପୁରୀ ଜିଲ୍ଲା (ଓଡିଶା)
ଏହି ଲିଙ୍କ୍ ରେ କ୍ଲିକ୍ କଲେ ଆପୋଲୋ ହସ୍ପିଟାଲ୍ ଏଣ୍ଟରପ୍ରାଇସ୍ ଲିମିଟେଡ୍ ଉପରେ ଅନେକ ତଥ୍ୟ ଜାଣିପାରିବେ –
https://www.apollohospitals.com/
ଅଭିଜ୍ଞତା –
ଫ୍ରେସର ହେଇଥିଲେ ବି ଆବେଦନ କରିପାରିବେ ।
୧) ନ୍ଯୁଟ୍ରିସନ୍ ସପ୍ଲିମେଣ୍ଟ୍
୨) ଫାର୍ମାସି
୩) ରିଟେଲ୍ ସେଲ୍ସ
ଉପରୋକ୍ତ ବିଭାଗରେ ୦ ରୁ ୩ ବର୍ଷର ଅଭିଜ୍ଞତା ଥିଲେ ଅଗ୍ରାଧିକାର ପାଇବେ ।
ଶିକ୍ଷାଗତ ଯୋଗ୍ୟତା –
୧) ଦଶମ ପାସ୍ କରିଥିବା ଆବଶ୍ୟକ ।
କିମ୍ବା
୨) +୨ ପାସ୍ କରିଥିବା ଆବଶ୍ୟକ ।
କିମ୍ବା
୩) ସ୍ନାତକ ବା +୩ ଡିଗ୍ରୀ ଥିଲେ ଅଗ୍ରାଧିକାର ପାଇବେ ।
ପ୍ରାର୍ଥି ର ସାଇନ୍ସ ବା ବିଜ୍ଞାନରେ ଡିଗ୍ରୀ ଥିଲେ ଅଗ୍ରାଧିକାର ପାଇବେ ।
ଆବଶ୍ୟକଥିବା ଦକ୍ଷତା –
୧) ଗୁଡ୍ କମ୍ୟୁନିକେସନ୍ ସ୍କିଲ୍ ବା ଭଲ ଯୋଗାଯୋଗ ଦକ୍ଷତା
୨) ପ୍ରେଜେନଟେବଲ୍ ବା ଉପସ୍ଥାପନ କରିବାର କୌଶଳ
୩) ଇଣ୍ଟରପର୍ସନାଲ ସ୍କିଲ୍ ଏବଂ ଗ୍ରାହକ ମାନଙ୍କ ସହ ଉତ୍ତମ ସଂମ୍ପର୍କ ସ୍ଥାପନ ।
୪ ) ବିକ୍ରୟ ଏବଂ ଗ୍ରାହକ ସେବା ପାଇଁ ଆତ୍ମବିଶ୍ୱାସୀ ହେବା ଦରକାର ।
ଚାକିରୀରେ କଣ ରହିବ ଦାଇତ୍ୱ –
୧) ନ୍ୟୁଟ୍ରିସନ୍ ଏବଂ ହେଲତ୍ ସପ୍ଲିମେଣ୍ଟ୍ ପ୍ରଡକ୍ଟର ର ପ୍ରୋମୋସନ୍ ।
୨) ଗ୍ରାହକମାନଙ୍କୁ ସ୍ୱାଗତ କରିବା । ସକାରାତ୍ମକ ସାମଗ୍ରିକ ସପିଂ ଅଭିଜ୍ଞତାରେ ଯୋଗଦାନ କରିବା ପାଇଁ ଦୋକାନକୁ ପ୍ରବେଶ ନିମନ୍ତେ ଗ୍ରାହକମାନଙ୍କୁ ଏକ ବନ୍ଧୁତ୍ୱପୂର୍ଣ୍ଣ ଏବଂ ସୌଜନ୍ୟମୂଳକ ନମସ୍କାର କରିବା ।
୩) ଗ୍ରାହକ ସେବାର ସର୍ବୋଚ୍ଚ ମାନର ସଫଳତାକୁ ସମର୍ଥନ କରିବା ପାଇଁ ସବୁବେଳେ ଗ୍ରାହକଙ୍କ ପ୍ରତି ଭଦ୍ର ଏବଂ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରିବା ।
୪) ସୁନିଶ୍ଚିତ କରନ୍ତୁ ଯେ ଦୋକାନ ଚଟାଣ ଓ ସେଲଫ ସବୁବେଳେ ସଫା ଏବଂ ପରିଷ୍କାର ରହିବ ।
୫) ସେଲସ୍ ର ପ୍ରୋମୋସନ୍ କରିବା ପାଇଁ ପ୍ରୋଡକ୍ଟ ଗୁଡିକୁ ସଜାଇବାକୁ ପଡିବ ଏବଂ ପ୍ରଦର୍ଶନ କରିବାକୁ ପଡିବ ।
୬) ଆବଶ୍ୟକତା ଅନୁଯାୟୀ , କ୍ୟାସ ରେଜିଷ୍ଟର ଖୋଲା ଏବଂ ବନ୍ଦ କରିବାକୁ ପଡିବ । ଟଙ୍କା ଗଣନା କରିବା , ଅଦର ଚାର୍ଜ ସ୍ଲିପ୍ , କୁପନ ,ଭାଉଚର ଏବଂ ବାଲାନ୍ସ କୁ ପରିଚାଳନା କରିବା ।
ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –
https://careers.apollopharmacy.app/job-description/MjAxMDQ%3D/MzE2
ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –
https://careers.apollopharmacy.app/job-career/MjAxMDQ%3D/MzE2
କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ ।
ତେବେ ଡେରି ନକରି ଓଡିଆ ଡେଲି ର WhatsApp group ରେ join କରିବା ପାଇଁ
ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –
https://chat.whatsapp.com/HUmpBPQODkSJsHI1kC06MO
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।
Yes