ଓଡିଶା ଲୋକସେବା ଆୟୋଗରେ ଆସିଷ୍ଟାଣ୍ଡ୍ ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର ପଦବୀ ପାଇଁ ବଡଧରଣର ବିଜ୍ଞପ୍ତି ! ଇଞ୍ଜିନିୟରିଂ ପାଠ ପଢିଥିଲେ ଶୀଘ୍ର ଆବେଦନ କରନ୍ତୁ !
ଇଞ୍ଜିନିୟରିଂ ବେଗ୍ରାଉଣ୍ଡ୍ ପିଲାଙ୍କ ପାଇଁ ଆସିଛି ଖୁସି ଖବର । ଓଡିଶା ସରକାରଙ୍କ ଅଧିନରେ ବାହାରିଛି ସରକାରୀ ଚାକିରୀ । ଓଡିଶା ଲୋକ ସେବା ଆୟୋଗ ବା ଓଡିଶା ପବ୍ଲିକ୍ ସର୍ଭିସ କମିସନ୍ ବିଭିନ୍ନ ବିଭାଗରେ ବିଭିନ୍ନ ଧରଣ ର ବିଜ୍ଞପ୍ତି ବାହାର କରେ । ବିଭିନ୍ନ ସ୍ତରର ଚାକିରୀ ପାଇଁ ମଧ୍ୟ ଓଡିଶା ଲୋକ ସେବା ଆୟୋଗ ବା ଓଡିଶା ପବ୍ଲିକ୍ ସର୍ଭିସ କମିସନ୍ ବିଜ୍ଞପ୍ତି ବାହାର କରେ । ଓଡିଶାରେ ବିଭିିନ୍ନ ଗ୍ରୁପ୍ ରେ ଅନେକ ସରକାରୀ କର୍ମଚାରୀ କାମ କରନ୍ତି । ସେଥିପାଇଁ ବିଭିନ୍ନ ବର୍ଗରେ ଓପିଏସି ବା ଓଡିଶା ଲୋକ ସେବା ଆୟୋଗ ଅନେକ ସମୟରେ ବିଜ୍ଞପ୍ତି ବାହାର କରେ । ବର୍ତ୍ତମାନ “ ଗ୍ରୁପ୍ ଏ ” ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି ଓଡିଶା ପବ୍ଲିକ୍ ସର୍ଭିସ କମିସନ୍ । ଆସିଷ୍ଟାଣ୍ଡ୍ ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର ପଦବୀ ପାଇଁ ଓଡିଶା ଲୋକ ସେବା ଆୟୋଗ ବା ଓଡିଶା ପବ୍ଲିକ୍ ସର୍ଭିସ କମିସନ୍ ବାହାରକରିଛି ବିଜ୍ଞପ୍ତି ।
ଆବେଦନ କରିବାର ଶେଷ ତାରିଖ – ୨୮- ୦୪ – ୨୦୨୩
ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ ।
ପଦବୀ –
୧) ଆସିଷ୍ଟାଣ୍ଡ୍ ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର ( ସିଭିଲ୍ )
୨) ଆସିଷ୍ଟାଣ୍ଡ୍ ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର ( ମେକାନିକାଲ୍ )
ଏହି ଲିଙ୍କ୍କୁ ଯାଇ ଓଡିଶା ଲୋକ ସେବା ଆୟୋଗ ବା ଓପିଏସି ବିଷୟରେ ଅନେକ ତଥ୍ୟ ପାଇପାରିବେ –
https://www.opsc.gov.in/Public/OPSC/Default.aspx
ମୋଟ୍ ପୋଷ୍ଟ୍ ସଂଖ୍ୟା – ୩୯୧ ଟି ପୋଷ୍ଟ୍
୧ ) ଆସିଷ୍ଟାଣ୍ଡ୍ ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର ( ସିଭିଲ୍ ) – ୩୬୨ ଟି ପୋଷ୍ଟ୍
୨ ) ଆସିଷ୍ଟାଣ୍ଡ୍ ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର ( ମେକାନିକାଲ୍ ) – ୨୯ ଟି ପୋଷ୍ଟ୍
ଶିକ୍ଷାଗତ ଯୋଗ୍ୟତା –
୧) ଏହି ପଦବୀରେ ଆବେଦନ କରିବା ପାଇଁ ସିଭିଲ୍ କିମ୍ବା ମେକାନିକାଲ୍ ବ୍ରାଞ୍ଚରେ ଇଞ୍ଜିନିୟରିଂ ପାସ୍ କରିଥିବା ବାଧ୍ୟତାମୂଳକ ଅଟେ ।
୨) ଯେକୌଣସି ସରକାରୀ ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟ ରୁ ସିଭିଲ୍ କିମ୍ବା ମେକାନିକାଲ୍ ବ୍ରାଞ୍ଚରେ ଇଞ୍ଜିନିୟରିଂ ଡିଗ୍ରୀ ଥିବା ଆବଶ୍ୟକ ।
(ଅଧିକ ଜାଣିବା ପାଇଁ ନିମ୍ନରେ ଦିଆଯାଇଥିବା ଲିଙ୍କ୍ ରେ କ୍ଲିକ୍ କରି ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନ୍ ଲୋଡ୍ କରିପାରିବେ )
ବୟସ ସୀମା –
ସର୍ବନିମ୍ନ ୨୧ ବର୍ଷ
ସର୍ବାଧିକ ୩୮ ବର୍ଷ
ପରୀକ୍ଷା ଦେୟ ବା ଆବେଦନ କଲାବେଳେ କେତେ ଟଙ୍କା ଦେବାକୁ ପଡିବ ?
ଜେନେରାଲ୍ କିମ୍ବା ଓବିସି ପ୍ରାର୍ଥି ପାଇଁ – କୌଣସି ଆବେଦନ ଶୁଳ୍କ ନାହିଁ
ଏସସି କିମ୍ୱା ଏସଟି କିମ୍ବା ପିଡବ୍ଲୁଡି କିମ୍ବା ଏକ୍ସ ସର୍ଭିସ୍ ମ୍ୟାନ୍ ପ୍ରାର୍ଥି ପାଇଁ – ମାଗଣାରେ ଆବେଦନ କରିପାରିବେ
ମହିଳାମାନଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ ।
ଅନଲାଇନ୍ ଆପ୍ଲିକେସନ୍ ଫର୍ମ ଫିଲଅପ୍ କଲାବେଳେ କୌଣସି ଅସୁବିଧା ର ସମ୍ମୁଖୀନ ହେଲେ କିମ୍ବା ଆପ୍ଲିକେସନ ଫର୍ମ ଫିଲଅପ୍ ସଂମ୍ପର୍କିତ କୌଣସି ପ୍ରକାର ର ମାର୍ଗଦର୍ଶନ / ସୂଚନା / ସ୍ପଷ୍ଟୀକରଣ ଦରକାର ପଡିଲେ ନିମ୍ନଲିଖିତ ନମ୍ୱରରେ ଯୋଗାଯୋଗ କରନ୍ତୁ ।
ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –
https://opscrecruitment.in/#/auth/home?flag=true
ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ କରିବାପାଇଁ ନିମ୍ନଲିଖିତ ଲିଙ୍କ ରେ କ୍ଲିକ୍ କରନ୍ତୁ –
କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ ।
ତେବେ ଡେରି ନକରି ଓଡିଆ ଡେଲି ର WhatsApp group ରେ join କରିବା ପାଇଁ
ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –
https://chat.whatsapp.com/LcWKf8kn4Z9HH1v80hySeZ
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।