ଆସିଷ୍ଟାଣ୍ଡ୍ ବେନକ୍ୱେତ୍ ମ୍ୟାନେଜର ପଦବୀ ପାଇଁ ସ୍ୱସ୍ତି ପ୍ରିମିୟମ୍ ବାହାର କରିଛି ବିଜ୍ଞପ୍ତି ! ଭୁବନେଶ୍ୱରରେ ପୋଷ୍ଟିଂ !
୧୯୮୧ ରେ ପ୍ରତିଷ୍ଠିତ ସ୍ୱସ୍ତି ପ୍ରିମିୟମ୍ ଆଜି କେବଳ ଭାରତରେ ନୁହେଁ ବରଂ ବିଶ୍ୱର ଅଧିକାଂଶ ଭାଗରେ ନିଜର ଅବସ୍ଥିତି ବନାଇପାରିଛି । ଭୁବନେଶ୍ୱର ର ରେଲଓ୍ୱେ ଷ୍ଟେସନ ଏବଂ ବିମାନବନ୍ଦର ନିକଟରେ ଅବସ୍ଥିତ ଅଛି ସ୍ୱସ୍ତି ଗ୍ରୁପ୍ ର ଦୁଇଟି ବଡ ହୋଟେଲ୍ । ସେହି ହୋଟେଲ ଗୁଡିକ ହେଲା ସ୍ୱସ୍ତି ପ୍ରିମିୟମ ଏବଂ ସ୍ୱସ୍ତି ଗ୍ରାଣ୍ଡ ହୋଟେଲ୍ । ସ୍ୱସ୍ତି ଗ୍ରୁପ୍ ର ହୋଟେଲ୍ ଗୁଡିକ କମ୍ଫର୍ଟ , ବିଳାସପୂର୍ଣ୍ଣ ଏବଂ ବିଜନେସ୍ କ୍ଲାସ ଶ୍ରେଣୀ ର ହୋଟେଲ । ସ୍ୱସ୍ତି ପ୍ରିମିୟମ୍ ହେଉଛି ଏକ ଫାଇଭ୍ ଷ୍ଟାର ହୋଟେଲ୍ । ସ୍ୱସ୍ତି ପ୍ରିମିୟମ୍ ର ଉଦ୍ଦେଶ୍ୟ ହେଉଛି ‘ ଥରେ ଯିଏ ଆମର ଅତିଥି, ସବୁଦିନ ପାଇଁ ସିଏ ଆମର ବନ୍ଧୁ ‘ । ସ୍ୱସ୍ତି ପ୍ରିମିୟମ୍ ଭୁବନେଶ୍ୱର ର ଏକ ବିଳାସପୂର୍ଣ୍ଣ ବ୍ୟବସାୟ ଶ୍ରେଣୀ ହୋଟେଲ । ଯେଉଁଥିରେ ଅନେକ ଗୁଡିଏ କର୍ମଚାରୀ ଅଛନ୍ତି । ଅନେକ ସମୟରେ ସ୍ୱସ୍ତି ପ୍ରିମିୟମ୍ ବା ସ୍ୱସ୍ତି ପ୍ରିମିୟମ ଗ୍ରୁପରେ ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ପାଇଁ ବାହାରେ ବିଜ୍ଞପ୍ତି ।
ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ ।
ପଦବୀ ର ନାମ –
ଆସିଷ୍ଟାଣ୍ଡ୍ ବେନକ୍ୱେତ୍ ମ୍ୟାନେଜର (ପୁରୁଷ)
ଚାକିରୀ କରିବାର ସ୍ଥାନ – ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମ୍ ହୋଟେଲ
ଏହି ଲିଙ୍କ୍ ରେ କ୍ଲିକ୍ କଲେ ସ୍ୱସ୍ତି ଗ୍ରୁପ ବିଷୟରେ ଅଧିକ ଜାଣିପାରିବେ –
ଶିକ୍ଷାଗତ ଯୋଗ୍ୟତା –
୧) ଯେକୌଣସି ହୋଟେଲ୍ ମ୍ୟାନେଜମେଣ୍ଟ କୋର୍ସ କରିଥିଲେ ଆବେଦନ କରିପାରିବେ ।
୨) ହୋଟେଲ୍ ମ୍ୟାନେଜମେଣ୍ଟ କୋର୍ସ ସହ ଏମବିଏ କରିଥିଲେ ଅଗ୍ରାଧିକାର ପାଇପାରନ୍ତି ।
ଅଭିଜ୍ଞତା –
୧) ଯେକୌଣସି ହୋଟେଲ୍ ରେ ସର୍ବନିମ୍ନ ୭ ବର୍ଷ ର ଅଭିଜ୍ଞତା ର ଆବଶ୍ୟକତା ରହିଛି ।
୨) ସେହି ହୋଟେଲ୍ ଗୁଡିକ ଷ୍ଟାର ଶ୍ରେଣୀ ର ହୋଇଥିବା ଆବଶ୍ୟକ ।
୩) ହୋଟେଲ ଏବଂ ରିସର୍ଟ ରେ ଅଭିଜ୍ଞତା ନିହାତି ଆବଶ୍ୟକ । ସର୍ବାଧିକ ୧୦ ବର୍ଷ ଅଭିଜ୍ଞତା ଥିଲେ ନିହାତି ଅଗ୍ରାଧିକାର ପାଇବେ ।
ଏହି ଚାକିରୀ କରିବା ପାଇଁ କଣ ଦରକାର ?
୧) କୌଣସି କାର୍ଯ୍ୟକ୍ରମ ପ୍ରସ୍ତୁତି ସଂପର୍କରେ ଭୋଜିଭାତ ଦାଇତ୍ୱରେ ଥିବା କର୍ମଚାରୀଙ୍କ ସହିତ ପୂର୍ବରୁ ସଭା ବା ମିଟିଂ କରିବାକୁ ପଡିବ ।
୨) କର୍ମଚାରୀଙ୍କ ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ଡ୍ରେସିଂ ଧାରଣ ର ମାନ ନିଶ୍ଚିତ କରିବାକୁ ପଡିବ । ଭୋଜି ଦାଇତ୍ୱରେ ଥିବା କର୍ମଚାରୀଙ୍କ ମଧ୍ୟରେ କାର୍ଯ୍ୟ ବଣ୍ଟନ କରିବାକୁ ପଡିବ ।
୩) ଭୋଜି ବା ବେନକ୍ୱେତ୍ ହୋଷ୍ଟ , ରୋଷେୟା ଏବଂ ଅନ୍ୟାନ୍ୟ ଭୋଜି କର୍ମଚାରୀଙ୍କ ସହିତ ଭୋଜି ଇଭେଣ୍ଟ୍ ର ଅର୍ଡର ସମୀକ୍ଷା କରିବାକୁ ପଡିବ ।
ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –
https://www.swostihotels.com/careers/careers-form.html
କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ ।
ତେବେ ଡେରି ନକରି ଓଡିଆ ଡେଲି ର WhatsApp group ରେ join କରିବା ପାଇଁ
ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –
https://chat.whatsapp.com/LcWKf8kn4Z9HH1v80hySeZ
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।
Name.satrughna sahoo
Ima studant 12pas
Yes