
ଷ୍ଟାପ୍ ସିଲେକସନ୍ କମିସନ୍ ରେ ବାହାରିଛି ବଡ ଧରଣର ବିଜ୍ଞପ୍ତି ! +୩ ପାସ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !
ଏସଏସସି ହେଉଛି ଷ୍ଟାପ୍ ସିଲେକସନ୍ କମିସନ୍ । ଷ୍ଟାପ୍ ସିଲେକସନ୍ କମିସନ୍ (ଏସଏସସି) ରେ ଅନେକ ଥର ଅନେକ ଚାକିରୀ ପାଇଁ ବାହାରିଛି ବିଜ୍ଞପ୍ତି । ପ୍ରତିବର୍ଷ ଷ୍ଟାପ୍ ସିଲେକସନ୍ କମିସନ୍ (ଏସଏସସି) ରେ ବିଭିନ୍ନ ପଦବୀ ପାଇଁ ଚାକିରୀ ବାହାରେ । କେବେ କେଉଁ ପରୀକ୍ଷା କେବେ ହେବ ତାହା ଷ୍ଟାପ୍ ସିଲେକସନ୍ କମିସନ୍ (ଏସଏସସି) ତା କ୍ୟାଲେଣ୍ଡର ରେ ଦେଇଥାଏ । ପରିସ୍ଥିତିକୁ ନେଇ ପରୀକ୍ଷାର ସମୟ ସୀମାରେ ଆଗ ପଛ ହେଇପାରେ । ତେବେ ଭାରତ ସରକାରଙ୍କ ଅଧିନରେ ଥିବା ଷ୍ଟାପ୍ ସିଲେକସନ୍ କମିସନ୍ (ଏସଏସସି) ଏବେ ଦୁଇଟି ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି ।
ଆବେଦନ କରିବାର ଶେଷ ତାରିଖ – ୦୩ – ୦୫ – ୨୦୨୩
ଏହି ପଦବୀ ର କିଛି ଗୁରୁତ୍ୱପୂର୍ଣ୍ଣ ତାରିଖ –
୧) ପ୍ରଥମ ପଦବୀ – ଆସିଷ୍ଟାଣ୍ଡ୍ ଅଡିଟ୍ ଅଫିସର
୨) ଦ୍ୱିତୀୟ ପଦବୀ – ଆସିଷ୍ଟାଣ୍ଡ୍ ଆକାଉଣ୍ଟସ୍ ଅଫିସର
ଦରମା – ୪୭,୬୦୦ ଟଙ୍କା ରୁ ୧,୫୧,୧୦୦ ଟଙ୍କା ପର୍ଯ୍ୟନ୍ତ ରହିବ ।
ତେବେ ଷ୍ଟାପ୍ ସିଲେକସନ୍ କମିସନ୍ (ଏସଏସସି) ରେ ପାଖାପାଖି ୭,୫୦୦ ଟି ପୋଷ୍ଟ୍ ପାଇଁ ବାହାରିଛି ବିଜ୍ଞପ୍ତି ।
ଏହି ଲିଙ୍କ୍କୁ ଯାଇ ଷ୍ଟାପ୍ ସିଲେକସନ୍ କମିସନ୍ (ଏସଏସସି) ବିଷୟରେ ଅନେକ ତଥ୍ୟ ପାଇପାରିବେ –
ଶିକ୍ଷାଗତ ଯୋଗ୍ୟତା –
୧) ଯେକୌଣସି ସରକାରୀ ମାନ୍ୟତା ପ୍ରାପ୍ତ ଅନୁଷ୍ଠାନ ରୁ ସ୍ନାତକ ବା +୩ ପାସ୍ କରିଥିବା ଦରକାର ।
ବୟସ ସୀମା –
ସର୍ବନିମ୍ନ – ୧୮ ବର୍ଷ
ସର୍ବାଧିକ – ୩୦ ବର୍ଷ
କେଉଁ ବିଭାଗରେ ହେବ ପୋଷ୍ଟିଂ –
ଇଣ୍ଡିଆନ୍ ଅଡିଟ୍ ଆଣ୍ଡ ଆକାଉଣ୍ଟସ୍ ଡିପାର୍ଟମେଣ୍ଟ୍
ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –
https://ssc.nic.in/SSCFileServer/PortalManagement/UploadedFiles/notice_CGLE_03042023.pdf
ଏହି ଲିଙ୍କ୍କୁ ଯାଇ ଆବେଦନ କରିପାରିବେ –
https://ssc.nic.in/Registration/Home
କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ ।
ତେବେ ଡେରି ନକରି ଓଡିଆ ଡେଲି ର WhatsApp group ରେ join କରିବା ପାଇଁ
ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –
https://chat.whatsapp.com/LcWKf8kn4Z9HH1v80hySeZ
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।