Saturday 27th July 2024
ରିଲାଏନ୍ସ ଟ୍ରେଣ୍ଡସ୍ ରେ ବାହାରିଛି ଚାକିରୀ ! +୩ ପାସ୍ କରିଥିଲେ ଷ୍ଟୋର ମ୍ୟାନେଜର ହେଇପାରିବେ !

ରିଲାଏନ୍ସ ଟ୍ରେଣ୍ଡସ୍ ରେ ବାହାରିଛି ଚାକିରୀ ! +୩ ପାସ୍ କରିଥିଲେ ଷ୍ଟୋର ମ୍ୟାନେଜର ହେଇପାରିବେ !

ଟ୍ରେଣ୍ଡସ୍ ହେଉଛି ସମଗ୍ର ଭାରତରେ ସବୁଠାରୁ ବଡ ଫ୍ୟାଶନ୍ ରିଟେଲ ଚେନ୍ । ଟ୍ରେଣ୍ଡସ୍ ଗୁଡିକ ନିଜସ୍ୱ ବ୍ରାଣ୍ଡ , ଜାତୀୟ ଏବଂ ଆନ୍ତର୍ଜାତୀୟ ବ୍ରାଣ୍ଡ ର  ଏକ ବିବିଧ ପୋର୍ଟଫୋଲିଓ ମାଧ୍ୟମରେ କାମ କରନ୍ତି । ପ୍ରତ୍ୟେକଟି ଟ୍ରେଣ୍ଡ ଷ୍ଟୋର୍‌ ୮,୦୦୦ ବର୍ଗଫୁଟ – ୨୪,୦୦୦ ବର୍ଗଫୁଟ ପର୍ଯ୍ୟନ୍ତ ବ୍ୟାପ୍ତ ହୋଇଥାଏ । ଯାହା ଗ୍ରାହକ ମାନଙ୍କୁ ଏକ ବଡ ସପିଂ ପ୍ଲେସ୍ ଅଫର କରିଥାଏ ।  ୱିମେନସ୍ ୱେୟାର ବା ମହିଳା ମାନଙ୍କ ପୋଷାକ  , ମେନ୍ସ  ୱେୟାର ବା ପୁରୁଷ ପୋଷାକ , କିଡ୍ସୱେୟାର ବା ଛୋଟ ଛୁଆ ମାନଙ୍କ ପୋଷାକ  ଏବଂ ଫ୍ୟାଶନ୍ ଆସେସୋରିଜ୍ ମଧ୍ୟରେ ଷ୍ଟାଇଲିସ୍  ଉଚ୍ଚ-ଗୁଣାତ୍ମକ ପ୍ରଡକ୍ଟ ପ୍ରଦାନ କରେ ରିଲାଏନ୍ସ ଟ୍ରେଣ୍ଡ । ରିଲାଏନ୍ସ ଟ୍ରେଣ୍ଡସ୍ ର ସ୍ୱତନ୍ତ୍ରତା ହେଉଛି ଯେ , ଏହା ଠିକ୍ ମୂଲ୍ୟରେ ବିଭିନ୍ନ ପ୍ରକାର ର ଫ୍ୟାଶନେବଲ୍ ପୋଷାକ ଗ୍ରାହକ ମାନଙ୍କ ପାଖରେ ଉପଲବ୍ଧ କରାଇଥାଏ । ବର୍ଷ ବର୍ଷ ଧରି, ଟ୍ରେଣ୍ଡସ୍ ଷ୍ଟୋର ଗୁଡିକ ନିଜସ୍ୱ ବ୍ରାଣ୍ଡର ଏକ ଶକ୍ତିଶାଳୀ ପୋର୍ଟଫୋଲିଓ ବିକଶିତ ବା ଡେଭେଲପ କରିଛନ୍ତି । ଯାହାକି ଗ୍ରାହକଙ୍କ ବିଭିନ୍ନ ସ୍ୱାଦ ଏବଂ ପସନ୍ଦକୁ ପୂରଣ କରିପାରୁଛି । ତେବେ ଭାରତରେ ଅନେକ ଗୁଡିଏ ରିଲାଏନ୍ସ ଷ୍ଟୋର ଅଛି । ଓଡିଶାରେ ପାଖାପାଖି ୫୦ ଟି ରିଲାଏନ୍ସ ଟ୍ରେଣ୍ଡସ୍ ର ବଡ ଷ୍ଟୋର ଅଛି । ରିଲାଏନ୍ସ ଟ୍ରେଣ୍ଡସ୍ ର ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ର କର୍ମଚାରୀ କାମ କରୁଛନ୍ତି । ତେଣୁ ରିଲାଏନ୍ସ ଟ୍ରେଣ୍ଡସ୍ ର ବିଭିନ୍ନ ବ୍ରାଞ୍ଚରେ ଅନେକ ଥର ବିଭିନ୍ନ ବର୍ଗର ବିଭିନ୍ନ ପଦବୀ ପାଇଁ  ନିଯୁକ୍ତି ବିଜ୍ଞପ୍ତି ବାହାରେ । ଏବେ ରିଲାଏନ୍ସ ଟ୍ରେଣ୍ଡସ୍ ରେ ଆସିଛି ବିଜ୍ଞପ୍ତି । କାମାକ୍ଷା ନଗରରେ ଷ୍ଟୋର ମ୍ୟାନେଜର ପାଇଁ ରିଲାଏନ୍ସ ଟ୍ରେଣ୍ଡସ୍ ବାହାରକରିଛି ନିଯୁକ୍ତି ।

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

 

ପଦବୀ –  ଷ୍ଟୋର  ମ୍ୟାନେଜର

 

ଚାକିରୀ କରିବାର ସ୍ଥାନ –  ରିଲାଏନ୍ସ  ଟ୍ରେଣ୍ଡସ୍ ( ପିପିଲି ) 

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ରିଲାଏନ୍ସ ଟ୍ରେଣ୍ଡସ୍  ଉପରେ ଅନେକ ତଥ୍ୟ ଜାଣିପାରିବେ –

https://relianceretail.com/reliance-trends.html

Reliance Trends has a job vacancy for store manager

ଶିକ୍ଷାଗତ ଯୋଗ୍ୟତା –

୧) ଗ୍ରାଜୁଏଟ୍ ହୋଇଥିବା ଦରକାର ବା ସ୍ନାତକ ପାସ୍ କରିଥିବା ଦରକାର ।

କିମ୍ବା

୨) ପୋଷ୍ଟ୍ ଗ୍ରାଜୁଏସନ୍ ବା ସ୍ନାତକୋତ୍ତର କରିଥିଲେ ଅଗ୍ରାଧିକାର ପାଇବେ ।

 

ଅଭିଜ୍ଞତା – 

୪ ରୁ ୧୦ ବର୍ଷର ଅଭିଜ୍ଞତା ଥିଲେ ଅଗ୍ରାଧିକାର ପାଇବେ ।

 

ଆବଶ୍ୟକ ଥିବା ଦକ୍ଷତା – 

୧) କଷ୍ଟମର ଫୋକସ୍ 

୨) ଫଳାଫଳ ଆଭିମୁଖ୍ୟ ବା ରେଜଲ୍ଟ ଓରିଏଣ୍ଟେସନ୍

୩) ଦଳ ଗଠନ ବା ଟିମ୍ ବିଲଡିଂ

୪) ରୁଟିନ୍ ପରିଚାଳନା ବା ରୁଟିନ୍ ମ୍ୟାନେଜମେଣ୍ଟ୍

୫) ଆନାଲିଟିକାଲ୍ ସ୍କିଲ୍

୬) ବିଜନେସ୍ ଆକ୍ୟୁମେନ୍

୭) ଟିମ୍ ଓ୍ୱାର୍କ 

୮) ଇଣ୍ଟରପର୍ସନାଲ୍ ସ୍କିଲ୍

୯) ଓନରସିପ୍ ବା ମାଲିକାନା

୧୦) ଆଟେନସନ୍ ଟୁ ଡିଟେଲ୍ 

୧୧) ଅପରେସନାଲ୍ ଏସଓପି

୧୨) କଷ୍ଟମର ସର୍ଭିସ୍ ବା ଗ୍ରାହକ ସେବା

୧୩) ଚାପରେ କାମ କରିବାର କ୍ଷମତା

୧୪) କମ୍ୟୁନିକେସନ୍ ସ୍କିଲ୍

୧୫) କମିଟମେଣ୍ଟ୍ ଟୁ ଏକ୍ସଲେନ୍ସ

୧୬) ଆନାଲିଟିକାଲ୍ ଥିଙ୍କିଙ୍ଗ୍

୧୭) ଓନରସିଫ୍ ମାଇଣ୍ଡସେଟ୍

୧୮) ରେଜଲ୍ଟ ଓରିଏଣ୍ଟେସନ୍

ଚାକିରୀରେ କଣ ରହିବ ଦାଇତ୍ୱ –

୧) ରେଭିନ୍ୟୁ ଜେନେରେସନ୍ ଏବଂ ଗ୍ରୋସ୍ ମାର୍ଜିନ୍ ଟାର୍ଗେଟ୍ ଉପରେ ଧ୍ୟାନ ଦେବାକୁ ପଡିବ ।

୨) ଷ୍ଟୋର ଥିବା ଷ୍ଟକ୍ ଏବଂ ବ୍ୟାକ୍-ଷ୍ଟୋର ଇନଭେଣ୍ଟୋରୀକୁ ଅପ୍ଟିମାଇଜ୍ କରିବାକୁ ପଡିବ ।

୩) ପ୍ରଡକ୍ଟ ଲେବଲ୍ , ସଠିକ୍ ଏବଂ ଅପଡେଟ୍ ମୂଲ୍ୟ , ସ୍ପେସିଆଲ୍ ପ୍ରମୋସନାଲ୍ ଅଫର୍, ପଏଣ୍ଟ୍ ଅଫ୍ ପରଚେଜ୍ ପ୍ରୋମୋସନାଲ୍ ମେଟେରିଆଲ୍ସ  , ବିକ୍ରୟ ଯୋଜନା ସହିତ ପ୍ରଭାବଶାଳୀ ଷ୍ଟକ୍ ଏବଂ ଭିଜୁଆଲ୍ ମାର୍ଚେଣ୍ଡାଇଜିଂ ନିଶ୍ଚିତ କରିବାକୁ ପଡିବ ।

୪) ରୁଟିନ୍ ପରିଚାଳନା ବା ରୁଟିନ୍ ମ୍ଯାନେଜମେଣ୍ଟ୍

୫) ଷ୍ଟୋରରେ ୧୦୦% ପୂରଣ ହାର ନିଶ୍ଚିତ କରିବାକୁ ବାଇିଂ ଟିମ୍ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ପଡିବ ।

 

 

ଅଧିକ ଜାଣିବା ପାଇଁ ରିଲାଏନ୍ସ ଟ୍ରେଣ୍ଡସ୍ ର ଓ୍ୱେବସାଇଟ୍ କୁ ଭିଜିଟ୍ କରନ୍ତୁ –

https://rb.gy/ifyyl

 

ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://rb.gy/y68mj

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (1)
Disqus ( )