Wednesday 17th April 2024
+୩ ପାସ୍ କରିଥିଲେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କରେ ସର୍ଭିସ୍  ଅଫିସର ପଦବୀରେ କରିପାରିବେ ଚାକିରୀ ! ବାହାରିଛି ବିଜ୍ଞପ୍ତି !

+୩ ପାସ୍ କରିଥିଲେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କରେ ସର୍ଭିସ୍  ଅଫିସର ପଦବୀରେ କରିପାରିବେ ଚାକିରୀ ! ବାହାରିଛି ବିଜ୍ଞପ୍ତି !

କର୍ପୋରେଟ୍ ଫାଇନାନ୍ସ , ବିନିଯୋଗ ବ୍ୟାଙ୍କିଙ୍ଗ୍ , ଜୀବନ ବୀମା ଏବଂ ଧନ ପରିଚାଳନା କ୍ଷେତ୍ରରେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ବ୍ୟାଙ୍କିଙ୍ଗ ଉତ୍ପାଦ ଏବଂ ଆର୍ଥିକ ସେବା ପ୍ରଦାନ କରେ । କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ହେଉଛି ଏକ ଭାରତୀୟ ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ସେବା କମ୍ପାନୀ । ଯାହାର ମୁଖ୍ୟକାର୍ଯ୍ୟାଳୟ ମୁମ୍ବାଇରେ ଅବସ୍ଥିତ । ଓଡିଶାରେ ଏହି ବ୍ୟାଙ୍କ ର ଶାଖା ପ୍ରାୟ ସବୁଆଡେ ଅଛି । ଭୁବନେଶ୍ୱରରେ ମଧ୍ୟ ଏହାର ଅନେକ ଗୁଡିଏ ବ୍ରାଞ୍ଚ ଅଛି । ଯେଉଁଥିରେ ଅନେକ ଗୁଡିଏ କର୍ମଚାରୀ ଅଛନ୍ତି । ଅନେକ ସମୟରେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ରେ ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ପାଇଁ ବାହାରେ ବିଜ୍ଞପ୍ତି ।

ବର୍ତ୍ତମାନ ସର୍ଭିସ୍ ଅଫିସର  ପଦବୀ ପାଇଁ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ବାହାର କରିଛି ବିଜ୍ଞପ୍ତି । ଭୂବନେଶ୍ୱର ପାଇଁ ବାହାରିଛି ଏହି ବିଜ୍ଞପ୍ତି । 

 

ପଦବୀ ର ନାମ – ସର୍ଭିସ୍  ଅଫିସର 

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍  ଉପରେ ଅନେକ ତଥ୍ୟ ଜାଣିପାରିବେ –

https://www.kotak.com/en/home.html

Kotak Mahindra Bank Service Officer vacancy in Odisha

ଚାକିରୀ କରିବାର ସ୍ଥାନ –  ଭୁବନେଶ୍ୱର କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍

 

ଶିକ୍ଷାଗତ ଯୋଗ୍ୟତା –

ଯୁକ୍ତ ତିନି ବା ସ୍ନାତକ ପାସ୍ କରିଥିବା ଦରକାର 

ଚାକିରୀ ର ବିଭାଗ – କେଏମବିଏଲ୍

 

ଏହି ଚାକିରୀ କରିବା ପାଇଁ କଣ ଦରକାର ?

୧) ଗ୍ରାହକଙ୍କୁ ନଗଦ ଅର୍ଥ, ଡିଡି, ଚେକ୍ ଜମା, ସାଧାରଣ ସୂଚନା ସମ୍ବନ୍ଧୀୟ ଆବଶ୍ୟକତାକୁ ସମାଧାନ କରିବାକୁ ପଡିବ ।

୨) କାରବାରର ଗତି ଏବଂ ସଠିକତା ।

୩) ଅନ୍ୟାନ୍ୟ ବ୍ୟବସାୟିକ ସୁଯୋଗର ବିଷୟରେ ତଥ୍ୟ ସଂଗ୍ରହ ।

୪) ଅଭିଜ୍ଞତାର ଗୁଣବତ୍ତା ପ୍ରଦାନ ଯାହା ଧାରଣ ଏବଂ ସକରାତ୍ମକ ଶବ୍ଦ-ମୁଖକୁ ନିଶ୍ଚିତ କରିବ ।

 

 

ଚାକିରୀରେ କଣ ରହିବ ଦାୟିତ୍ୱ ? –

୧) ଏସଓ ପ୍ରୋଫାଇଲ୍ କୁ ହ୍ୟାଣ୍ଡେଲ୍ କରିବାକୁ ପଡିବ ।

 

ଅଧିକ ଜାଣିବା ପାଇଁ ଆପଣ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ର ଅଫିସିଆଲ୍ ଓ୍ୱେବସାଇଟ୍ କୁ ଭିଜିଟ୍ କରିପାରିବେ ।

https://hcbt.fa.em2.oraclecloud.com/hcmUI/CandidateExperience/en/sites/CX/job/80133/?utm_medium=jobshare

 

ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://hcbt.fa.em2.oraclecloud.com/hcmUI/CandidateExperience/en/sites/CX/requisitions/preview/80133/apply/email?utm_medium=jobshare

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (1)
Disqus (0 )