
Bhubaneswar ରେ ଚାକିରୀ କରିବାର ସୁଯୋଗ ! Vi ରେ TS Manager ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି !
Vodafone ଏବଂ Idea , ଏଇ ଦୁଇଟି ନାଁ କାହାକୁ ବି ଅଜଣା ନୁହଁ । ପ୍ରଥମେ ଯେତେବେଳେ ସମସ୍ତେ ନୁଆଁ ନୁଆଁ ମୋବାଇଲ୍ ଫୋନ୍ ଧରୁଥିଲେ ,ସେତେବେଳେ ଏଇ ଦୁଇଟି company ର SIM କିଏ ନା କିଏ ନିହାତି ବ୍ୟବହାର କରୁଥିଲେ । Vodafone ଏବଂ Idea company ତାଙ୍କର unlimited internet plans ବା unlimited data plans ପାଇଁ ଚର୍ଚ୍ଚାରେ ରହୁଥିଲେ । କିନ୍ତୁ ପରେ ଏଇ ଦୁଇଟି company ମିଶିଯାଇ Vi ହୋଇ ମାର୍କେଟକୁ ଆସିଥିଲେ । Aditya Birla Group ଏବଂ Vodafone Group ର partnership ରେ ତିଆରି ହୋଇଥିଲା Vodafone Idea Limited(Vi) । ସାରା ଭାରତରେ Vi ଗ୍ରାହକ ମାନଙ୍କୁ 2G , 3G ଏବଂ 4G ସେବା ଯୋଗାଇ ଆସୁଛି ।
Vodafone Idea Limited(Vi) ରେ Bhubaneswar ପାଇଁ ବାହାରିଛି ବିଜ୍ଞପ୍ତି । Sales / Mass Distribution Department ରେ ଚାକିରୀ କରିବା ପାଇଁ ସୁଯୋଗ ଦେଉଛି Vodafone Idea Limited(Vi) ।
ଏହି Link କୁ ଯାଇ company ବିଷୟରେ ଅଧିକ ଜାଣିପାରିବେ –
ପଦବୀ ର ନାମ – Territory Sales Manager
Notification ବାହାରିବା ର ଦିନ – ୦୯- ୦୨-୨୦୨୩
Knowledge OR Experience –
- Acquire quality customers
- Achieving revenue target by driving Primary and secondary through retail distribution
- Retailer expansion for both transacting outlets and activation outlets
- Digitization of sales operation
- Channel management & productivity
- Policies and process compliance & implementation
- Management of market parameters and market share
Experience – ଅତିକମରେ ୨ ରୁ ୫ ବର୍ଷ ପର୍ଯ୍ୟନ୍ତ ଦରକାର
Professional qualifications –
MBA with Sales / marketing
Job Purpose –
Deliver on assigned sales targets, ensure proper availability of VIL’s stock keeping units, effective communication of scheme to trade, training of Feet on street .
ଆବେଦନ କରିବା ପାଇଁ ଏହି Link ରେ Click କରନ୍ତୁ –
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।
Any job requirement
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।