
ପାର୍ଟଟାଇମ୍ ସ୍ପୋଟସ୍ ଇନଷ୍ଟ୍ରକଟର୍ ପାଇଁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି,ଗୁଆହାଟି ରେ ବାହାରିଛି ବିଜ୍ଞପ୍ତି !
ଗୁଆହାଟି ର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ହେଉଛି ଏକ ସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟ । ଯାହାକି ଭାରତ ସରକାରଙ୍କ ଦ୍ୱାରା ସ୍ଥାପିତ ହୋଇଛି । ଆସାମ ରାଜ୍ୟର ଉତ୍ତର ଗୁଆହାଟି ଗ୍ରାମ ଅଞ୍ଚଳର ଆମିଙ୍ଗାଓନ୍ ଅଞ୍ଚଳରେ ଅବସ୍ଥିତ। ଏହା ଭାରତରେ ପ୍ରତିଷ୍ଠିତ ଷଷ୍ଠ ଭାରତୀୟ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି । ଆଇ.ଆଇ.ଆଇଟି ର ଅନେକ ନାଁ ରହିଛି ଭାରତରେ ଏବଂ ଭାରତ ବାହାରେ । ବର୍ତ୍ତମାନ ଗୁଆହାଟି ର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ରେ ଚାକିରୀ ବାହାରିଛି । ପାର୍ଟଟାଇମ୍ ସ୍ପୋଟସ୍ ଇନଷ୍ଟ୍ରକଟର୍ ପାଇଁ ବର୍ତ୍ତମାନ ଚାକିରୀ ବାହାରିଛି । ବିଜ୍ଞପ୍ତି ଅନୁସାରେ କେବଳ ଇଣ୍ଟରଭ୍ୟୁ ଅଛି ।
ଆବେଦନ କରିବାର ଶେଷ ତାରିଖ – ୩୧ / ୦୫ / ୨୦୨୩
ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ ।
ଚାକିରୀ କରିବାର ସ୍ଥାନ – ଗୁଆହାଟି ର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି
ପଦବୀ ର ନାମ –
- ପାର୍ଟଟାଇମ୍ ସ୍ପୋଟସ୍ ଇନଷ୍ଟ୍ରକଟର୍
ଦରମା –
- ଟ୍ରେଣ୍ଡ୍ ଗ୍ରାଜୁଏଟ୍ ଶିକ୍ଷକ – ୨୫,୦୦୦ ଟଙ୍କା
ଗୁଆହାଟି ର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବିଷୟରେ ଅଧିକ ଜାଣିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –
ବୟସ ସୀମା –
- ୪୫ ବର୍ଷରୁ ଅଧିକ ହୋଇଥିଲେ ଆବେଦନ କରିପାରିବେ ନାହିଁ ।
ଶିକ୍ଷାଗତ ଯୋଗ୍ୟତା –
ଅଫିସିଆଲ୍ ନୋଟିଫିକେସନ୍ ଟିକୁ ପଢିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –
କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ ।
ତେବେ ଡେରି ନକରି ଓଡିଆ ଡେଲି ର WhatsApp group ରେ join କରିବା ପାଇଁ
ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –
https://chat.whatsapp.com/HIuTqpSgca9HKPCfCJGqO4
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।