Friday 19th April 2024
ଓଡିଶା ହାଇକୋର୍ଟରେ ୪୪ ଟି ପଦବୀ ଫାଙ୍କା ! ଅଷ୍ଟମ ଶ୍ରେଣୀ ପାସ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଓଡିଶା ହାଇକୋର୍ଟରେ ୪୪ ଟି ପଦବୀ ଫାଙ୍କା ! ଅଷ୍ଟମ ଶ୍ରେଣୀ ପାସ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଅଧିକାଂଶ ସମୟରେ କେନ୍ଦ୍ର ସରକାର ଚାକିରୀ ବା ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟ୍ ଚାକିରୀ ଅଧିକ ବାହାରେ । ତେଣୁ ରାଜ୍ୟ ମଧ୍ୟରେ ବା ଓଡିଶାରେ ରହି ଚାକିରୀ ଖୋଜୁଥିବା ଅଧିକାଂଶ ଲୋକ ଏହି ଚାକିରୀ ଗୁଡିକରେ ଆପ୍ଲାଇ କରନ୍ତି ନାହିଁ । ବର୍ତ୍ତମାନ ଓଡିଶାରେ ଚାକିରୀ କରିବାର ସୁଯୋଗ ନେଇ ଆସିଛି ଓଡିଶା ହାଇକୋର୍ଟ । ବିଭିନ୍ନ ପ୍ରକାରର ର ପଦବୀ ପାଇଁ ଓଡିଶା ହାଇକୋର୍ଟ ବାହାର କରିଛି ବଡ ଧରଣ ର ବିଜ୍ଞପ୍ତି । ଓଡିଶା ହାଇକୋର୍ଟ ତରଫରୁ ଏହି ନିଯୁକ୍ତି ବିଜ୍ଞପ୍ତି ଟି ପ୍ରକାଶ ପାଇଛି । ଅଷ୍ଟମ ଶ୍ରେଣୀ ପାସ୍ କରିଥିଲେ ଆବେଦନ କରିପାରିବେ ।

 

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

 

ଆବେଦନ କରିବାର ଶେଷ ତାରିଖ – ୦୧ – ୦୫ – ୨୦୨୩

High Court of Odisha Class IV Recruitment

 

ପଦବୀ –  କ୍ଲାସ୍  ଆଇଭି  

 

ପଦବୀ ସଂଖ୍ୟା – ୪୪

High Court of Odisha Class IV Recruitment

 

ଏହି ଲିଙ୍କ୍‌କୁ ଯାଇ ଓଡିଶା ହାଇକୋର୍ଟ ବିଷୟରେ ଅନେକ ତଥ୍ୟ ଜାଣିପାରିବେ  –

https://www.orissahighcourt.nic.in/

High Court of Odisha Class IV Recruitment

ଦରମା – ୧୪,୦୦୦ ଟଙ୍କା

High Court of Odisha Class IV Recruitment

ବୟସ ସୀମା – 

ସର୍ବନିମ୍ନ ୨୧ ବର୍ଷ

ସର୍ବାଧିକ ୩୫ ବର୍ଷ

High Court of Odisha Class IV Recruitment

ଶିକ୍ଷାଗତ ଯୋଗ୍ୟତା –

୧) ଯେକୌଣସି ସରକାରୀ ବିଦ୍ୟାଳୟ ବା ସରକାରୀ ମାନ୍ୟତା ପ୍ରାପ୍ତ ବିଦ୍ୟାଳୟ ରୁ ଅଷ୍ଟମ ଶ୍ରେଣୀ ପାସ୍ କରିଥିବା ଦରକାର । 

High Court of Odisha Class IV Recruitment

 

କେଉଁ ସ୍ଥାନରେ ପରୀକ୍ଷା ହେବ  –

ଓଡିଶାରେ ସର୍ବମୋଟ ୩୦ ଟି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ହେବ । 

High Court of Odisha Class IV Recruitment

ପରୀକ୍ଷା ଦେୟ ବା ଆବେଦନ କଲାବେଳେ କେତେ ଟଙ୍କା ଦେବାକୁ ପଡିବ ?

ଜେନେରାଲ୍ କିମ୍ବା ଓବିସି  ପ୍ରାର୍ଥି ପାଇଁ – ୩୦୦ ଟଙ୍କା

ଏସସି କିମ୍ୱା ଏସଟି କିମ୍ବା ପିଡବ୍ଲୁଡି ପ୍ରାର୍ଥି ପାଇଁ – ମାଗଣାରେ ଆବେଦନ କରିପାରିବେ

High Court of Odisha Class IV Recruitment

 

ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://ohcrecruitment.in/groupd_registration.php

 

ଅଫିସିଆଲ୍ ନୋଟିଫିକେସନ୍  ଟିକୁ  ଡାଉନଲୋଡ କରିବାପାଇଁ  ନିମ୍ନଲିଖିତ ଲିଙ୍କ ରେ କ୍ଲିକ୍ କରନ୍ତୁ-

https://www.orissahighcourt.nic.in/recruitment-corner-pdf-view/143/

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି  ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (1)
Disqus (0 )