Thursday 25th April 2024
ଗ୍ରାଫିକ୍ସ ଡିଜାଇନର ଏବଂ ଭିଡିଓ ଏଡିଟର ପଦବୀ ପାଇଁ ଡିଜିଟାଲ୍ ରଥ ବାହାରକରିଛି ବିଜ୍ଞପ୍ତି ! ଶୀଘ୍ର ଆବେଦନ କରନ୍ତୁ !

ଗ୍ରାଫିକ୍ସ ଡିଜାଇନର ଏବଂ ଭିଡିଓ ଏଡିଟର ପଦବୀ ପାଇଁ ଡିଜିଟାଲ୍ ରଥ ବାହାରକରିଛି ବିଜ୍ଞପ୍ତି ! ଶୀଘ୍ର ଆବେଦନ କରନ୍ତୁ !

ଭୁବନେଶ୍ୱରରେ ଅନେକ ଗୁଡିଏ ଡିଜିଟାଲ୍ ମାର୍କେଟିଂ ଏଜେନସି ଅଛି । ସେଥିମଧ୍ୟରୁ ଡିଜିଟାଲ୍ ରଥ ଏକ ଭଲ ମାର୍କେଟିଂ ଏଜେନ୍ସି । ଉତ୍ସାହୀ ଡିଜିଟାଲ ମାର୍କେଟର ମାନଙ୍କୁ ନେଇ ଡିଜିଟାଲ୍ ରଥ ପ୍ରତିଷ୍ଠା ହୋଇଥିଲା । ବ୍ୟବସାୟକୁ ଏକ ପ୍ରତିଷ୍ଠିତ ବ୍ରାଣ୍ଡ କରିବାରେ ସାହାଯ୍ୟ କରିଥାଏ ଡିଜିଟାଲ୍ ରଥ । ସେଥିପାଇଁ ଡିଜିଟାଲ୍ ରଥ ସହ ଅନେକ ଗୁଡିଏ ବ୍ରାଣ୍ଡ ଯୋଡିହୋଇଛନ୍ତି । ଡିଜିଟାଲ୍ ରଥରେ ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ର କର୍ମଚାରୀ କାମ କରୁଛନ୍ତି । ତେଣୁ ଡିଜିଟାଲ୍ ରଥରେ ଅନେକ ଥର ବିଭିନ୍ନ ବର୍ଗର ବିଭିନ୍ନ ପଦବୀ ପାଇଁ  ନିଯୁକ୍ତି ବିଜ୍ଞପ୍ତି ବାହାରେ ।

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

 

ଚାକିରୀ କରିବାର ସ୍ଥାନ –  ଡିଜିଟାଲ୍ ରଥ ( ଭୁବନେଶ୍ୱର ) 

 

ପଦବୀ ର ନାମ –  ଗ୍ରାଫିକ୍ସ ଡିଜାଇନର ଏବଂ ଭିଡିଓ ଏଡିଟର   

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ଡିଜିଟାଲ୍ ରଥ ବିଷୟରେ ଅଧିକ ଜାଣିପାରିବେ  –

https://digitalratha.com/

ଗ୍ରାଫିକ୍ସ ଡିଜାଇନର ପଦବୀ ପାଇଁ କଣ ରହିବ ଦାଇତ୍ୱ ? –

୧) ବିଭିନ୍ନ ସୋସିଆଲ୍ ମିଡିଆ କ୍ରିଏଟିଭ୍ ପୋଷ୍ଟର ଡିଜାଇନ୍ କରିବାକୁ ପଡିବ ।

୨) ଏକ ପ୍ରତିଷ୍ଠିତ ବ୍ରାଣ୍ଡ ପରିଚୟ କ୍ରିଏଟ୍ କରିବା ପାଇଁ  ଉଚ୍ଚ-ଗୁଣାତ୍ମକ ଡିଜାଇନ୍ କରିବାକୁ ପଡିବ ।

୩) ଭଲ ଫଣ୍ଟ ବା ଗୁଡ୍ ଫଣ୍ଟ  ଏବଂ କଲର  ସେନ୍ସ ଥିବା ଆବଶ୍ୟକ ।

୪) କ୍ରିଏଟିଭ୍ ପୋଷ୍ଟ ସୃଷ୍ଟି କରିବା ସହ ଦଳ ସହିତ ସମନ୍ୱୟ ରକ୍ଷା କରିବାକୁ ପଡିବ ।

୫) ଟ୍ରେଣ୍ଡିଂ ପ୍ରସଙ୍ଗ ସହିତ ଅପ୍ ଟୁ ଡେଟ୍ ରହିବା ଦରକାର ।

 

ଗ୍ରାଫିକ୍ସ ଡିଜାଇନର ପଦବୀ ପାଇଁ କଣ ଦକ୍ଷତା ବା ସ୍କିଲ୍ ର ଆବଶ୍ୟକତା ରହିଛି ? –

୧) ଫୋଟୋସପ୍

୨) ଇଲୁଷ୍ଟ୍ରେଟର

୩) କାନଭା

 

ଭିଡିଓ ଏଡିଟର ପଦବୀ ପାଇଁ କଣ ରହିବ ଦାଇତ୍ୱ ? –

୧) ପ୍ରିମିୟର୍ ପ୍ରୋ ଏବଂ ଆପଟର ଇଫେକ୍ଟ ପରେ ବିଭିନ୍ନ ସୋସିଆଲ୍ ମିଡିଆ ଆଡ୍ ଭିଡିଓ ପ୍ରସ୍ତୁତ କରିବାକୁ ପଡିବ ।

୨) ଉତ୍ତମ ଭିଜୁଆଲାଇଜେସନ୍ ଧାରଣା ଥିବା ଆବଶ୍ୟକ ।

୩) କ୍ରିଏଟିଭ୍ ପୋଷ୍ଟ ତିଆରି କରିବା ପାଇଁ ଦଳ ସହିତ ସମନ୍ୱୟ ରକ୍ଷା କରିବାକୁ ପଡିବ ।

୪) କିପରି ସୋସିଆଲ ମିଡିଆ  ଆଡ ପ୍ରସ୍ତୁତ ହେବ ସେବିଷୟରେ ଧାରଣା ରହିବା ଦରକାର ।

 

ଭିଡିଓ ଏଡିଟର୍ ପଦବୀ ପାଇଁ କଣ ଦକ୍ଷତା ବା ସ୍କିଲ୍ ର ଆବଶ୍ୟକତା ରହିଛି ? –

୧) ପ୍ରିମିୟର୍ ପ୍ରୋ

୨) ଇଲୁଷ୍ଟ୍ରେଟର

୩) କାନଭା

 

ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://digitalratha.com/career/

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/LcWKf8kn4Z9HH1v80hySeZ

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )