ଡାଟା ଆସିଷ୍ଟାଣ୍ଡ୍ ଏକାଉଣ୍ଟାଣ୍ଟ୍ ପାଇଁ ରାଉରକେଲା ନ୍ୟାସନାଲ୍ ଅରବାନ୍ ହେଲତ୍ ମିଶନ୍ ରେ ବାହାରିଛି ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !
ରାଉରକେଲା ନ୍ୟାସନାଲ୍ ଅରବାନ୍ ହେଲତ୍ ମିଶନ୍ ରେ ବାହାରିଛି ଚାକିରୀ । କମର୍ସ ବା ବାଣିଜ୍ୟ ପାଠ ପଢିଥିଲେ କରିପାରିବେ ଆବେଦନ ।
ଆବେଦନ କରିବାର ଶେଷ ତାରିଖ – ୦୭ – ୦୬ -୨୦୨୩
ପଦବୀ – ଡାଟା ଆସିଷ୍ଟାଣ୍ଡ୍ ଏକାଉଣ୍ଟାଣ୍ଟ୍
ଦରମା –
- ମାସକୁ ୧୩,୩୭୦ ଟଙ୍କା
ଏହି ଲିଙ୍କ୍କୁ ଯାଇ ନ୍ୟାସନାଲ୍ ଅରବାନ୍ ହେଲତ୍ ମିଶନ୍ ବିଷୟରେ ଅଧିକ ଜାଣିପାରିବେ –
ଶିକ୍ଷାଗତ ଯୋଗ୍ୟତା –
୫୦% ପ୍ରତିଶତ ନମ୍ବର ରଖି କମର୍ସ ବେଗ୍ରାଉଣ୍ଡ୍ ରୁ ଗ୍ରାଜୁଏଟ୍ ହୋଇଥିବା ଦରକାର । ଅଧିକ ଜାଣିବା ପାଇଁ ନିମ୍ନରେ ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଦେଖନ୍ତୁ ।
ବୟସ ସୀମା –
୪୦ ବର୍ଷରୁ ଉର୍ଦ୍ଧ ହେଇନଥିବ ।
ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବାପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –
https://cdn.s3waas.gov.in/s3289dff07669d7a23de0ef88d2f7129e7/uploads/2023/05/2023051878.pdf
କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ ।
ତେବେ ଡେରି ନକରି ଓଡିଆ ଡେଲି ର WhatsApp group ରେ join କରିବା ପାଇଁ
ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –
https://chat.whatsapp.com/HIuTqpSgca9HKPCfCJGqO4
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।