Thursday 25th April 2024
ସେଣ୍ଟର ଫୋର ଡେଭେଲପମେଣ୍ଟ୍ ଅଫ୍ ଟେଲିମାଟିକ୍ସର ରେ ବିଭିନ୍ନ ବର୍ଗ ପାଇଁ ବାହାରିଛି ବିଜ୍ଞପ୍ତି ! ପ୍ରୋଜେକ୍ଟ ମ୍ୟାନେଜର ପଦବୀ ପାଇଁ ବାହାରିଛି ନିଯୁକ୍ତି !

ସେଣ୍ଟର ଫୋର ଡେଭେଲପମେଣ୍ଟ୍ ଅଫ୍ ଟେଲିମାଟିକ୍ସର ରେ ବିଭିନ୍ନ ବର୍ଗ ପାଇଁ ବାହାରିଛି ବିଜ୍ଞପ୍ତି ! ପ୍ରୋଜେକ୍ଟ ମ୍ୟାନେଜର ପଦବୀ ପାଇଁ ବାହାରିଛି ନିଯୁକ୍ତି !

ସେଣ୍ଟର ଫୋର ଡେଭେଲପମେଣ୍ଟ୍ ଅଫ୍ ଟେଲିମାଟିକ୍ସ ହେଉଛି ଏକ ଭାରତ ସରକାରଙ୍କ ମାଲିକାନା ଥିବା ଟେଲିକମ୍ ଟେକ୍ନୋଲୋଜି ର ବିକାଶ କେନ୍ଦ୍ର । ଡିଜିଟାଲ୍ ଏକ୍ସଚେଞ୍ଜର ଡିଜାଇନ୍ ଏବଂ ବିକାଶର ପ୍ରାରମ୍ଭିକ ଆଦେଶ ସହିତ ଏହା ୧୯୮୪ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ବିକାଶ ପାଇଁ ସି-ଡଟ୍ ର ବିସ୍ତାର କରାଯାଇଛି । ବର୍ତ୍ତମାନ ବିଭିନ୍ନ ବର୍ଗ ପାଇଁ ବଡଧରଣର ବିଜ୍ଞପ୍ତି ।

ଆବେଦନ କରିବାର ଶେଷ ତାରିଖ – ୨୯ – ୧୧ – ୨୦୨୩

 

ପଦବୀ –  ପ୍ରୋଜେକ୍ଟ ଇଞ୍ଜିନିୟର

 

ଦରମା – ୧,୦୦,୦୦୦ ଟଙ୍କା

C-DOT Project Engineer Recruitment 2023 ! Apply 156 Posts !

ଏହି ଲିଙ୍କ୍‌କୁ ଯାଇ ସେଣ୍ଟର ଫୋର ଡେଭେଲପମେଣ୍ଟ୍ ଅଫ୍ ଟେଲିମାଟିକ୍ସ ବିଷୟରେ ଅଧିକ ଜାଣିପାରିବେ   –

https://www.cdot.in/cdotweb/web/home.php?lang=en

C-DOT Project Engineer Recruitment 2023 ! Apply 156 Posts !

ଶିକ୍ଷାଗତ ଯୋଗ୍ୟତା – 

  • ଦଶମ
  • ଦ୍ୱାଦଶ
  • ବିଟେକ୍
  • ବିଡେସ୍

ବିଭିନ୍ନ ବର୍ଗର ପଦବୀ ର ଶିକ୍ଷାଗତ ଯୋଗ୍ୟତା ଜାଣିବା ପାଇଁ ଏହି ନୋଟିଫିକେସନ୍ ଟିକୁ ଡାଇନଲୋଡ୍ କରନ୍ତୁ ।

https://www.cdot.in/cdotweb/assets/docs/curr_openings/adv/JobDescCCRP-4G5G.pdf

 

 

ବୟସ ସୀମା –

  • ୩୦ ବର୍ଷରୁ ଅଧିକ ହୋଇଥିଲେ ଆବେଦନ କରିପାରିବେ ନାହିଁ ।

 

 

ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବାପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://www.cdot.in/cdotweb/assets/docs/curr_openings/adv/Advertisement-ProjEngg22-23.pdf

 

ଆବେଦନ କରିବାପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://cdotrecruitment.cdot.in/

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )