Monday 29th April 2024
ମହିଳା ଆଟେଣ୍ଡାଣ୍ଟ୍ ପାଇଁ ଭଦ୍ରକ ଜିଲ୍ଲାରେ ବାହାରିଛି ଚାକିରୀ ! ଅଷ୍ଟମ ଶ୍ରେଣୀ ପାସ୍ କରିଥିଲେ ଆବେଦନ କରିପାରିବେ !

ମହିଳା ଆଟେଣ୍ଡାଣ୍ଟ୍ ପାଇଁ ଭଦ୍ରକ ଜିଲ୍ଲାରେ ବାହାରିଛି ଚାକିରୀ ! ଅଷ୍ଟମ ଶ୍ରେଣୀ ପାସ୍ କରିଥିଲେ ଆବେଦନ କରିପାରିବେ !

ଭଦ୍ରକ ଜିଲ୍ଲାରେ ଅଷ୍ଟମ ଶ୍ରେଣୀ ପାସ୍ ଙ୍କ ପାଇଁ ଆସିଛି ସରକାରୀ ଚାକିରୀ ର ସୁଯୋଗ । ଭଦ୍ରକ ଜିଲ୍ଲାରେ ମହିଳା ଆଟେଣ୍ଡାଣ୍ଟ୍ ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି । 

ଆବେଦନ କରିବାର ଶେଷ ତାରିଖ – ୩୧ / ୦୫ / ୨୦୨୩

Bhadrak Attendant(Female) 2023 Offline Form ! 8th Class  !

ପଦବୀ – ମହିଳା ଆଟେଣ୍ଡେଣ୍ଟ୍ 

  • କେବଳ  ମହିଳା ଆବେଦନ କରିପାରିବେ

 

ଦରମା – 

  • ୧୪,୬୮୦ ଟଙ୍କା ମାସକୁ

 

ଏହି ଲିଙ୍କ୍‌କୁ ଯାଇ ମହିଳା ଆଟେଣ୍ଡେଣ୍ଟ୍ ଭଦ୍ରକ ଜିଲ୍ଲା ବିଷୟରେ ଅନେକ ତଥ୍ୟ ପାଇପାରିବେ –

https://bhadrak.nic.in/

Bhadrak Attendant(Female) 2023 Offline Form ! 8th Class  !

ଶିକ୍ଷାଗତ ଯୋଗ୍ୟତା – 

  • ସରକାରୀ ମାନ୍ୟତା ପ୍ରାପ୍ତ ଅନୁଷ୍ଠାନରୁ ଅଷ୍ଟମ ଶ୍ରେଣୀ  ପାସ୍ କରିଥିବା ଦରକାର ।

 

ବୟସ ସୀମା – 

  • ୨୧ ବର୍ଷରୁ ୩୮ ବର୍ଷ ପର୍ଯ୍ୟନ୍ତ ।

 

ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବାପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

Click Here

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )