Friday 22nd November 2024
ଆୟୁର୍ବେଦିକ୍ ମେଡିକାଲ୍ ଅଫିସର ପାଇଁ ଓଡିଶା ଲୋକ ସେବା ଆୟୋଗ ବାହାରକରିଛି ବିଜ୍ଞପ୍ତି ! ଶୀଘ୍ର ଆବେଦନ କରନ୍ତୁ !

ଆୟୁର୍ବେଦିକ୍ ମେଡିକାଲ୍ ଅଫିସର ପାଇଁ ଓଡିଶା ଲୋକ ସେବା ଆୟୋଗ ବାହାରକରିଛି ବିଜ୍ଞପ୍ତି ! ଶୀଘ୍ର ଆବେଦନ କରନ୍ତୁ !

ମେଡିକାଲ୍ ଅଫିସର ହେବା ପାଇଁ ଆସିଛି ଖୁସି ଖବର । ଓଡିଶା ସରକାରଙ୍କ ଅଧିନରେ ବାହାରିଛି ସରକାରୀ ଚାକିରୀ । ଓଡିଶା ଲୋକ ସେବା ଆୟୋଗ ବା ଓଡିଶା ପବ୍ଲିକ୍ ସର୍ଭିସ କମିସନ୍ ବିଭିନ୍ନ ବିଭାଗରେ ବିଭିନ୍ନ ଧରଣ ର ବିଜ୍ଞପ୍ତି ବାହାର କରେ । ବିଭିନ୍ନ ସ୍ତରର ଚାକିରୀ ପାଇଁ ମଧ୍ୟ ଓଡିଶା ଲୋକ ସେବା ଆୟୋଗ ବା ଓଡିଶା ପବ୍ଲିକ୍ ସର୍ଭିସ କମିସନ୍ ବିଜ୍ଞପ୍ତି ବାହାର କରେ । ଓଡିଶାରେ ବିଭିିନ୍ନ ଗ୍ରୁପ୍ ରେ ଅନେକ ସରକାରୀ କର୍ମଚାରୀ କାମ କରନ୍ତି । ସେଥିପାଇଁ ବିଭିନ୍ନ ବର୍ଗରେ ଓପିଏସି ବା ଓଡିଶା ଲୋକ ସେବା ଆୟୋଗ ଅନେକ ସମୟରେ ବିଜ୍ଞପ୍ତି ବାହାର କରେ । ୧୧୬ ଟି ଡେଣ୍ଟାଲ୍ ସର୍ଜନ୍ ପଦବୀ ପାଇଁ ଓଡିଶା ଲୋକ ସେବା ଆୟୋଗ ବାହରକରିଛି ବିଜ୍ଞପ୍ତି ।” ଗ୍ରୁପ୍ ବି ” ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି ଓଡିଶା ପବ୍ଲିକ୍ ସର୍ଭିସ କମିସନ୍ ।

 

ଆବେଦନ କରିବାର ଶେଷ ତାରିଖ – ୦୮- ୦୬ – ୨୦୨୩

OPSC vacancy notification for Ayurvedic Medical Officer !

 

 

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

 

  • ପଦବୀ –

ଆୟୁର୍ବେଦିକ୍ ମେଡିକାଲ୍ ଅଫିସର

  • ଦରମା – ୪୪,୯୦୦ ଟଙ୍କା

 

ମୋଟ୍ ପଦବୀ ସଂଖ୍ୟା – ୧୧୬  ଟି ପୋଷ୍ଟ୍

OPSC vacancy notification for Ayurvedic Medical Officer !

 

 

ଏହି ଲିଙ୍କ୍‌କୁ ଯାଇ ଓଡିଶା ଲୋକ ସେବା ଆୟୋଗ ବା ଓପିଏସି ବିଷୟରେ ଅନେକ ତଥ୍ୟ ପାଇପାରିବେ  – 
https://www.opsc.gov.in/Public/OPSC/Default.aspx

OPSC vacancy notification for Ayurvedic Medical Officer !

ପଦବୀ ଅନୁସାରେ ଶିକ୍ଷାଗତ ଯୋଗ୍ୟତା –

OPSC vacancy notification for Ayurvedic Medical Officer !

 

 

 

(ଅଧିକ ଜାଣିବା ପାଇଁ ନିମ୍ନରେ ଦିଆଯାଇଥିବା ଲିଙ୍କ୍ ରେ କ୍ଲିକ୍ କରି ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନ୍ ଲୋଡ୍ କରିପାରିବେ )

 

ବୟସ ସୀମା –

  • ସର୍ବନିମ୍ନ ୨୧ ବର୍ଷ
  • ସର୍ବାଧିକ ୩୮ ବର୍ଷ

OPSC vacancy notification for Ayurvedic Medical Officer !

 

 

ଅନଲାଇନ୍ ଆପ୍ଲିକେସନ୍ ଫର୍ମ ଫିଲଅପ୍ କଲାବେଳେ କୌଣସି ଅସୁବିଧା ର ସମ୍ମୁଖୀନ ହେଲେ କିମ୍ବା ଆପ୍ଲିକେସନ ଫର୍ମ ଫିଲଅପ୍ ସଂମ୍ପର୍କିତ କୌଣସି ପ୍ରକାର ର ମାର୍ଗଦର୍ଶନ / ସୂଚନା / ସ୍ପଷ୍ଟୀକରଣ  ଦରକାର ପଡିଲେ ନିମ୍ନଲିଖିତ ନମ୍ୱରରେ ଯୋଗାଯୋଗ କରନ୍ତୁ ।

OPSC vacancy notification for Ayurvedic Medical Officer !

 

OPSC vacancy notification for Ayurvedic Medical Officer !

ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ – 

https://opscrecruitment.in/#/auth/home?flag=true

 

ଅଫିସିଆଲ୍ ନୋଟିଫିକେସନ୍  ଟିକୁ  ଡାଉନଲୋଡ କରିବାପାଇଁ  ନିମ୍ନଲିଖିତ ଲିଙ୍କ ରେ କ୍ଲିକ୍ କରନ୍ତୁ –

Notification  Downlode

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (1)
  • comment-avatar
    Nirma padhan 2 years

    At meghand po nakidin ps Ulunda dist sonepur

  • Disqus (0 )