
ଓଡିଶାରେ ଏୟାରଟେଲ୍ ରେ ବଡ ଧରଣ ର ବିଜ୍ଞପ୍ତି ! ଟିମ୍ ଲିଡର ପାଇଁ ବାହାରିଛି ଚାକିରୀ !
ଭାରତୀ ଏୟାରଟେଲ୍ ଲିମିଟେଡ୍ ଘରେ ଘରେ ଏୟାରଟେଲ୍ ନାଁ ରେ ପରିଚିତ । ଭାରତରେ ଟେଲିକମ୍ୟୁନିକେସନ୍ ଇଣ୍ଡଷ୍ଟ୍ରି ରେ ଏୟାରଟେଲ୍ ଏକ ବଢ କମ୍ପାନୀ । ଏହା ସାଉଥ୍ ଏସିଆ ଏବଂ ଆଫ୍ରିକା ର ୧୮ ଟି ଦେଶରେ ତାର ସେବା ଯୋଗାଉଛି । ଏୟାରଟେଲ୍ ବିଭିନ୍ନ ଛୋଟ ବଡ ଦ୍ୱୀପପୁଞ୍ଜରେ ମଧ୍ୟ କାର୍ଯ୍ୟ କରେ ଏବଂ ତାର ସେବା ଗ୍ରାହକ ମାନଙ୍କୁ ଉତ୍ତମ ରୁପରେ ପହଞ୍ଚାଇଥାଏ । ବର୍ତ୍ତମାନ ଏୟାରଟେଲ୍ ସମଗ୍ର ଭାରତରେ 4G ଏବଂ 4G+ ସେବା ପ୍ରଦାନ କରୁଛି ଏବଂ କିଛି ସହରରେ 5G ସେବା ଯୋଗାଇଦେବା ପାଇଁ ମନୋନୀତ ହୋଇଛି ।
ନୋଟିଫିକେସନ୍ ବାହାରିବା ର ଦିନ – ୨୧ / ୦୪ / ୨୦୨୩
ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ ।
ଭାରତୀ ଏୟାରଟେଲ୍ ଲିମିଟେଡ୍, ଭୁବନେଶ୍ୱର , ଓଡିଶା
ପୋଷ୍ଟ୍ ର ନାମ – ଟିମ୍ ଲିଡର
ଏହି ଲିଙ୍କରେ କ୍ଲିକ୍ କଲେ ଭାରତୀ ଏୟାରଟେଲ୍ ଲିମିଟେଡ୍ ବିଷୟରେ ଅନେକ ତଥ୍ୟ ପାଇପାରିବେ –
ଶିକ୍ଷାଗତ ଯୋଗ୍ୟତା –
୧) ଫୁଲ୍ ଟାଇମ୍ ଗ୍ରାଜୁଏଟ୍
ଅଭିଜ୍ଞତା –
୧) ୮ ରୁ ୧୦ ବର୍ଷ ର ଫାଇବରେସନ୍ ଏଫଟିଟିବି ଅଭିଜ୍ଞତା ଥିଲେ ଅଗ୍ରାଧିକାର ପାଇବେ ।
ଚାକିରୀରେ କଣ ରହିବ ଦାଇତ୍ୱ –
୧) ଟୋଟାଲ୍ ଫାଇବର ଡେଭଲପମେଣ୍ଟ୍
୨) ବିଜନେସ୍ ପ୍ରାୟୋରିଟି
୩) ଫାଇବରେସନ୍ ଅଫ୍ ଏଫଟିଟିବି ସାଇଟ୍ସ
୪) ମାସିକ କେପିଆଇ ମନିଟରିଂ
୫) କେପିଆଇ ରିପୋର୍ଟିଂ
୬) ପ୍ରୋଆକ୍ଟିଭ୍ ଇନପୁଟ୍ ଫୋର୍ ମେଟେରିଆଲ୍ ପ୍ଲାନିଂ
୭) ଭେଣ୍ଡର ବିଲିଂ ପ୍ରୋସେସ୍
ଏହି ଚାକିରୀ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନଲିଖିତ ଲିଙ୍କରେ କ୍ଲିକ୍ କରନ୍ତୁ –
ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –
କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ ।
ତେବେ ଡେରି ନକରି ଓଡିଆ ଡେଲି ର WhatsApp group ରେ join କରିବା ପାଇଁ
ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –
https://chat.whatsapp.com/HIuTqpSgca9HKPCfCJGqO4
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।