Tuesday 30th April 2024
ସ୍ୱସ୍ତି ଚିଲିକା ରିସର୍ଟ ରେ ଚାକିରୀ କରିବାର ସୁଯୋଗ ! କମର୍ସ ପାଠ ପଢିଥିଲେ ଆବେଦନ କରିପାରିବେ !

ସ୍ୱସ୍ତି ଚିଲିକା ରିସର୍ଟ ରେ ଚାକିରୀ କରିବାର ସୁଯୋଗ ! କମର୍ସ ପାଠ ପଢିଥିଲେ ଆବେଦନ କରିପାରିବେ !

ସ୍ୱସ୍ତି ଗ୍ରୁପ୍ ର ହୋଟେଲ୍ ଗୁଡିକ କମ୍ଫର୍ଟ , ବିଳାସପୂର୍ଣ୍ଣ ଏବଂ ବିଜନେସ୍ କ୍ଲାସ ଶ୍ରେଣୀ ର ହୋଟେଲ । ସ୍ୱସ୍ତି ପ୍ରିମିୟମ୍ ହେଉଛି ଏକ ଫାଇଭ୍ ଷ୍ଟାର ହୋଟେଲ୍ । ୧୯୮୧ ରେ ପ୍ରତିଷ୍ଠିତ ସ୍ୱସ୍ତି ପ୍ରିମିୟମ୍  ଆଜି କେବଳ ଭାରତରେ ନୁହେଁ ବରଂ ବିଶ୍ୱର ଅଧିକାଂଶ ଭାଗରେ ନିଜର ଅବସ୍ଥିତି ବନାଇପାରିଛି । ସ୍ୱସ୍ତି ପ୍ରିମିୟମ୍ ର  ଉଦ୍ଦେଶ୍ୟ ହେଉଛି ‘ ଥରେ ଯିଏ ଆମର ଅତିଥି, ସବୁଦିନ ପାଇଁ ସିଏ ଆମର ବନ୍ଧୁ ‘ । ସ୍ୱସ୍ତି ଗ୍ରୁପ୍ ର ଅନେକ ଗୁଡିଏ ହୋଟେଲ୍ ଏବଂ ରିସର୍ଟ ଅଛି ।  

ସେଗୁଡିକ ହେଉଛି – 

୧) ସ୍ୱସ୍ତି ପ୍ରିମିୟମ୍ , ଭୁବନେଶ୍ୱର 

୨) ସ୍ୱସ୍ତି ଗ୍ରାଣ୍ଡ , ଭୁବନେଶ୍ୱର

୩) ସ୍ୱସ୍ତି ଚିଲିକା ରିସର୍ଟ 

୪) ଗୋପାଳପୁର ପାଲମ୍ ରିସର୍ଟ 

ସ୍ୱସ୍ତି ଚିଲିକା ରିସର୍ଟ ଏକ ବିଳାସପୂର୍ଣ୍ଣ ବ୍ୟବସାୟ ଶ୍ରେଣୀ ରିସର୍ଟ । ଯେଉଁଥିରେ ଅନେକ ଗୁଡିଏ କର୍ମଚାରୀ ଅଛନ୍ତି । ଅନେକ ସମୟରେ ସ୍ୱସ୍ତି ଗ୍ରୁପରେ  ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ପାଇଁ ବାହାରେ ବିଜ୍ଞପ୍ତି । 

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

 

ଚାକିରୀ କରିବାର ସ୍ଥାନ – ସ୍ୱସ୍ତି ଚିଲିକା ରିସର୍ଟ

 

ପଦବୀ ର ନାମ –  ନାଇଟ୍ ଅଡିଟର 

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ସ୍ୱସ୍ତି ଗ୍ରୁପ ବିଷୟରେ ଅଧିକ ଜାଣିପାରିବେ  –

https://www.swostihotels.com/

ଶିକ୍ଷାଗତ ଯୋଗ୍ୟତା –

ବ୍ୟାଚଲର ଅଫ୍ କମର୍ସ ବା ବିକମ୍ କରିଥିବା ଆବଶ୍ୟକ ।

 

ଅଭିଜ୍ଞତା –

୧) ଆଇଡିଏସ୍ ଏବଂ ଟାଲି ଉପରେ ଜ୍ଞାନ ନିହାତି ଥିବା ଆବଶ୍ୟକ ।

୨) ହୋଟେଲ ଏବଂ ରିସର୍ଟ ରେ ଅଭିଜ୍ଞତା ଥିଲେ ଭଲ ।

୩) ସେହି ହୋଟେଲ୍ ଗୁଡିକ ଷ୍ଟାର ଶ୍ରେଣୀ ର ହୋଇଥିଲେ ଅଗ୍ରାଧିକାର ପାଇବେ ।

୪) ହୋଟେଲ୍ ମ୍ୟାନେଜମେଣ୍ଟରେ ଅଭିଜ୍ଞତା ଥିଲେ ଇଣ୍ଟରଭ୍ୟୁରେ ଅଗ୍ରାଧିକାର ପାଇବେ ।

 

ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://www.swostihotels.com/careers/careers-form.html

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/LcWKf8kn4Z9HH1v80hySeZ

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )