
ଭୂୂବନେଶ୍ୱର ର ଫାଇଭ୍ ଷ୍ଟାର ହୋଟେଲ୍ ସ୍ୱସ୍ତି ପ୍ରିମିୟମ୍ ରେ ବଡଧରଣ ର ବିଜ୍ଞପ୍ତି ! ହୋଟେଲ୍ ମ୍ୟାନେଜମେଣ୍ଟ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !
ଭୁବନେଶ୍ୱର ର ରେଲଓ୍ୱେ ଷ୍ଟେସନ ଏବଂ ବିମାନବନ୍ଦର ନିକଟରେ ଅବସ୍ଥିତ ଅଛି ସ୍ୱସ୍ତି ଗ୍ରୁପ୍ ର ଦୁଇଟି ବଡ ହୋଟେଲ୍ । ସେହି ହୋଟେଲ ଗୁଡିକ ହେଲା ସ୍ୱସ୍ତି ପ୍ରିମିୟମ ଏବଂ ସ୍ୱସ୍ତି ଗ୍ରାଣ୍ଡ ହୋଟେଲ୍ । ସ୍ୱସ୍ତି ଗ୍ରୁପ୍ ର ହୋଟେଲ୍ ଗୁଡିକ କମ୍ଫର୍ଟ , ବିଳାସପୂର୍ଣ୍ଣ ଏବଂ ବିଜନେସ୍ କ୍ଲାସ ଶ୍ରେଣୀ ର ହୋଟେଲ । ସ୍ୱସ୍ତି ପ୍ରିମିୟମ୍ ହେଉଛି ଏକ ଫାଇଭ୍ ଷ୍ଟାର ହୋଟେଲ୍ । ୧୯୮୧ ରେ ପ୍ରତିଷ୍ଠିତ ସ୍ୱସ୍ତି ପ୍ରିମିୟମ୍ ଆଜି କେବଳ ଭାରତରେ ନୁହେଁ ବରଂ ବିଶ୍ୱର ଅଧିକାଂଶ ଭାଗରେ ନିଜର ଅବସ୍ଥିତି ବନାଇପାରିଛି । ସ୍ୱସ୍ତି ପ୍ରିମିୟମ୍ ର ଉଦ୍ଦେଶ୍ୟ ହେଉଛି ‘ ଥରେ ଯିଏ ଆମର ଅତିଥି, ସବୁଦିନ ପାଇଁ ସିଏ ଆମର ବନ୍ଧୁ ‘ । ସ୍ୱସ୍ତି ପ୍ରିମିୟମ୍ ଭୁବନେଶ୍ୱର ର ଏକ ବିଳାସପୂର୍ଣ୍ଣ ବ୍ୟବସାୟ ଶ୍ରେଣୀ ହୋଟେଲ । ଯେଉଁଥିରେ ଅନେକ ଗୁଡିଏ କର୍ମଚାରୀ ଅଛନ୍ତି । ଅନେକ ସମୟରେ ସ୍ୱସ୍ତି ପ୍ରିମିୟମ୍ ବା ସ୍ୱସ୍ତି ପ୍ରିମିୟମ ଗ୍ରୁପରେ ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ପାଇଁ ବାହାରେ ବିଜ୍ଞପ୍ତି ।
ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ ।
ପଦବୀ ର ନାମ – ଏଫ୍ ଆଣ୍ଡ ବି ମ୍ୟାନେଜର
ଏହି ଲିଙ୍କ୍ ରେ କ୍ଲିକ୍ କଲେ ସ୍ୱସ୍ତି ଗ୍ରୁପ ବିଷୟରେ ଅଧିକ ଜାଣିପାରିବେ –
ଚାକିରୀ କରିବାର ସ୍ଥାନ – ଭୂବନେଶ୍ୱର ସ୍ୱସ୍ତି ପ୍ରିମିୟମ ହୋଟେଲ
ଶିକ୍ଷାଗତ ଯୋଗ୍ୟତା –
ଯେକୌଣସି ହୋଟେଲ୍ ମ୍ୟାନେଜମେଣ୍ଟ କୋର୍ସ କରିଥିଲେ ଆବେଦନ କରିପାରିବେ ।
ଅଭିଜ୍ଞତା –
ଯେକୌଣସି ହୋଟେଲ୍ ରେ ୧୪ ବର୍ଷ ଅଭିଜ୍ଞତା ର ଆବଶ୍ୟକତା ରହିଛି ।
ସେହି ହୋଟେଲ୍ ଗୁଡିକ ଷ୍ଟାର ଶ୍ରେଣୀ ର ହୋଇଥିବା ଆବଶ୍ୟକ ।
ହୋଟେଲ ଏବଂ ରିସର୍ଟ ରେ ଅଭିଜ୍ଞତା ନିହାତି ଆବଶ୍ୟକ ।
ଏହି ଚାକିରୀ କରିବା ପାଇଁ କଣ ଦରକାର ?
୧) ଫୁଡ୍ ଆଣ୍ଡ ବେଭେରେଜ ମ୍ୟାନେଜର ପଦବୀରେ କାର୍ଯ୍ୟ କରିବାକୁ ପଡିବ ।
୨) ହୋଟେଲ୍ ରେ ଉତ୍ତମ ଭାବରେ ଖାଦ୍ୟ ଏବଂ ପାନୀୟ ବ୍ୟବସ୍ଥା ପରିଚାଳନା କରିବାକୁ ପଡିବ ।
ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –
https://www.swostihotels.com/careers/careers-form.html
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।