Tuesday 30th April 2024
ନୌସେନାରେ ଦଶମ, ଦ୍ୱାଦଶ ପଢ଼ିଥିବା ପ୍ରାର୍ଥୀଙ୍କ ପାଇଁ ଚାକିରୀ ସୁଯୋଗ

ନୌସେନାରେ ଦଶମ, ଦ୍ୱାଦଶ ପଢ଼ିଥିବା ପ୍ରାର୍ଥୀଙ୍କ ପାଇଁ ଚାକିରୀ ସୁଯୋଗ

ବାହାରିଛି SSR, MR ପୋଷ୍ଟ

ନୌସେନାରେ ଚାକିରୀ କରିବାକୁ ଚୁାହୁଁଥିବା ପିଲାଙ୍କ ପାଇଁଁ ଖୁସି ଖବର । ଦଶମ ଓ ଦ୍ୱାଦଶ ପାସ୍ କରିଥିବା ପ୍ରାର୍ଥୀ ମାନେ ଆବେଦନ କରିପାରିବେ । ଭାରତୀୟ ନୌସେନା ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ସିନିୟର ସେକେଣ୍ଡାରୀ ରିକ୍ୟୁଟର୍ (MR), ଏମ୍‌ଆର୍ ପଦବୀ ପୂରଣ ହେବ । ଏହି ନିଯୁକ୍ତି ଅଗ୍ନିବୀର ଅଧୀନରେ କରାଯାଉଛି । ଆବେଦନ କରିବାକୁ ଚାହୁଁଥିବା ପ୍ରର୍ଥୀ ମାନେ https://www.joinindiannavy.gov.in/  ଏହି ଲିଙ୍କ ସାହାର୍ଯ୍ୟରେ ଆବେଦନ କରିପାରିବେ ।Indian Navy: When is Indian Navy Day, Navy Day Latest News, Photos, Videos | Business Standardଗୁରୁତ୍ୱପୂର୍ଣ୍ଣ ତାରିଖ:
• ଅନ୍‌ଲାଇନ୍ ଆବେଦନର ଆରମ୍ଭ ତାରିଖ- ଡିସେମ୍ବର ୮
• ଅନ୍‌ଲାଇନ୍ ଆବେଦନର ଶେଷ ତାରିଖ- ଡିସେମ୍ବର ୧୭

ଯୋଗ୍ୟତା:
• ଦଶମ୍ ପାଶ୍ କରିଥିବା ପ୍ରାର୍ଥୀ MR ପୋଷ୍ଟ ପାଇଁ ଆବେଦନ କରିପାରିବେ । ଆବେଦନକାରୀଙ୍କ ବୟସ ସୀମା ମଧ୍ୟ ସାଢ଼େ ୧୭ ରୁ ୨୩ ବର୍ଷ ମଧ୍ୟରେ   ହୋଇଥିବା ଦରକାର।
• SSR ପୋଷ୍ଟ ଗୁଡ଼ିକ ପାଇଁ ଗଣିତ ଏବଂ ପଦାର୍ଥ ବିଜ୍ଞାନରେ ଦ୍ୱାଦଶ ପାଶ୍ ଆବଶ୍ୟକ । ଆବେଦନକାରୀଙ୍କ ବୟସ ୧୭ରୁ ୨୩ ବର୍ଷ ମଧ୍ୟରେ ହେବା ଉଚିତ୍ ।

ପୋଷ୍ଟ:
• ସିନିୟର ସେକେଣ୍ଡାରୀ ରିକ୍ୟୁଟର (SSR)
• ଏସ୍‌ଆର୍‌ଏସ୍ ଏବଂ ମାଟ୍ରିକ ରିକ୍ୟୁଟର୍ (MR)
• ଏମ୍‌ଆର୍
• ୧୪୦୦ ଟି SSRପୋଷ୍ଟ
• ୧୦୦ଟି MR ପୋଷ୍ଟ

ଗୁରୁତ୍ୱପୂର୍ଣ୍ଣ ସୂଚନା:
• ନୌସେନା ଅଗ୍ନିବୀର SSR ନିଯୁକ୍ତି ପାଇଁ http://davp.nic.in/WriteReadData/ADS/Eng_10701_15_2223b.pdf  ଏହି ଲିଙ୍କ୍‌କୁ ଯାଆନ୍ତୁ।
• ସେହିପରି ନୌସେନା MR ନିଯୁକ୍ତି ପାଇଁ http://davp.nic.in/WriteReadData/ADS/Eng_10701_16_2223b.pdf  ଏହି ଲିଙ୍କ୍‌କୁ ଯାଆନ୍ତୁ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )