Monday 29th April 2024
ନ୍ୟାସନାଲ ହାଇ ସ୍ପିଡ୍ ରେଳ କର୍ପୋରେସନ୍ ଲିମିଟେଡ୍ ରେ ବଡଧରଣର ବିଜ୍ଞପ୍ତି ! ଶୀଘ୍ର ଆବେଦନ କରନ୍ତୁ !

ନ୍ୟାସନାଲ ହାଇ ସ୍ପିଡ୍ ରେଳ କର୍ପୋରେସନ୍ ଲିମିଟେଡ୍ ରେ ବଡଧରଣର ବିଜ୍ଞପ୍ତି ! ଶୀଘ୍ର ଆବେଦନ କରନ୍ତୁ !

ନ୍ୟାସନାଲ ହାଇ ସ୍ପିଡ୍ ରେଳ କର୍ପୋରେସନ୍ ଲିମିଟେଡ୍ (ଏନ୍.ଏଚ୍.ଏସ୍.ଆର.ସି.ଏଲ୍) ରେ ବାହାରିଛି ଚାକିରୀ । ରେଳ ମନ୍ତ୍ରଣାଳୟ ଏବଂ ଦୁଇଟି ରାଜ୍ୟ ସରକାରଙ୍କ ଦ୍ୱାରା ଏହା କେନ୍ଦ୍ର ସରକାରଙ୍କ ଇକ୍ୱିଟି ଅଂଶଗ୍ରହଣ ସହିତ ମିଳିତ କ୍ଷେତ୍ରରେ କମ୍ପାନୀକୁ ‘ସ୍ୱତନ୍ତ୍ର ଉଦ୍ଦେଶ୍ୟ ଯାନ’ ଭାବରେ ମଡେଲ କରାଯାଇଛି ହାଇ ସ୍ପିଡ୍ ରେଳ (ଏଚ୍.ଏସ୍.ଆର) ପ୍ରକଳ୍ପ ରେ ଯାତ୍ରା ସମୟରେ ସଞ୍ଚୟ, ଯାନବାହନ ଚଳାଚଳ ମୂଲ୍ୟ, ପ୍ରଦୂଷଣ ହ୍ରାସ, ନିଯୁକ୍ତି ସୃଷ୍ଟି, ଦୁର୍ଘଟଣା ହ୍ରାସ ,ବର୍ଦ୍ଧିତ ନିରାପତ୍ତା, ଆମଦାନୀ ହୋଇଥିବା ଇନ୍ଧନ ପ୍ରତିସ୍ଥାପନ ଏବଂ ଅନେକ ପରିମାଣର ଲାଭ ପ୍ରଦାନ କରିବା ପାଇଁ ନ୍ୟାସନାଲ ହାଇ ସ୍ପିଡ୍ ରେଳ କର୍ପୋରେସନ୍ ଲିମିଟେଡ୍ (ଏନ୍.ଏଚ୍.ଏସ୍.ଆର.ସି.ଏଲ୍) କାମ କରିଥାଏ । ବର୍ତ୍ତମାନ ଆଇ.ଟି.ଆଇ ପିଲାଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । 

 

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

 

ପଦବୀ –  ଟେକ୍ନିସିଆନ୍

NHSRCL Recruitment of Technician Vacancy 2023 ! ITI Apply !

ଦରମା –  ମାସକୁ ୩୫,୦୦୦ ଟଙ୍କା  ରୁ  ୧,୧୦,୦୦୦ ଟଙ୍କା

NHSRCL Recruitment of Technician Vacancy 2023 ! ITI Apply !

ଏହି ଲିଙ୍କ୍ ରେ କ୍ଲିକ୍ କଲେ ନ୍ୟାସନାଲ ହାଇ ସ୍ପିଡ୍ ରେଳ କର୍ପୋରେସନ୍ ଲିମିଟେଡ୍ (ଏନ୍.ଏଚ୍.ଏସ୍.ଆର.ସି.ଏଲ୍)  ଉପରେ ଅନେକ ତଥ୍ୟ ଜାଣିପାରିବେ –

https://www.irctc.com/index.html

NHSRCL Recruitment of Technician Vacancy 2023 ! ITI Apply !

ଶିକ୍ଷାଗତ ଯୋଗ୍ୟତା –

୧) ଆଇ.ଟି.ଆଇ

ଅଧିକ ଜାଣିବା ପାଇଁ ନିମ୍ନରେ ଦିଆଯାଇଥିବା ନୋଟିଫିକେସନ୍ ଟିକୁ ଦେଖନ୍ତୁ ।

NHSRCL Recruitment of Technician Vacancy 2023 ! ITI Apply !

ବୟସ ସୀମା –

ସର୍ବନିମ୍ନ ବୟସ ସୀମା – ୨୦ ବର୍ଷ

୪୦ ବର୍ଷରୁ ଅଧିକ ବୟସ ହେଇଥିଲେ ଆବେଦନ କରିପାରିବେ ନାହିଁ ।

NHSRCL Recruitment of Technician Vacancy 2023 ! ITI Apply !

 

ଅଧିକ ଜାଣିବା ପାଇଁ ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରନ୍ତୁ –

https://nhsrcl.in/sites/default/files/notice/2023 05/Vacancy%20Notice%20No%2004-2023_5.pdf

 

 ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://cdn.digialm.com//EForms/configuredHtml/1258/82927/Index.html

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

 

 

 

 

 

CATEGORIES
TAGS
Share This

COMMENTS

Wordpress (2)
Disqus ( )