ଓଡିଶାରେ ଲିଗାଲ୍ ଅଫିସର ପାଇଁ ବାହାରିଛି ବଡଧରଣ ର ବିଜ୍ଞପ୍ତି ! ଆଦିତ୍ୟ ବିର୍ଲା ଗ୍ରୁପ୍ ତରଫରୁ ଏହି ନିଯୁକ୍ତି ପ୍ରକାଶ ପାଇଛି !
ଆଦିତ୍ୟ ବିର୍ଲା ଗ୍ରୁପ୍ ହେଉଛି ଏକ ଭାରତୀୟ ବହୁରାଷ୍ଟ୍ରୀୟ ମିଶ୍ରିତ କମ୍ପାନୀ । ଯାହାର ମୁଖ୍ୟ କାର୍ଯ୍ୟାଳୟ ମୁମ୍ବାଇରେ ଅବସ୍ଥିତ । ଆଦିତ୍ୟ ବିର୍ଲା ଗ୍ରୁପ୍ ୧୦୦ ଟି ଦେଶରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ୧,୪୦,୦୦୦ ରୁ ଅଧିକ କର୍ମଚାରୀଙ୍କ ସହିତ କାର୍ଯ୍ୟ କରୁଛି । ୧୮୫୭ ମସିହାରେ ସେଠ୍ ଶିବ ନାରାୟଣ ବିର୍ଲାଙ୍କ ଦ୍ୱାରା ଏହି ଗୋଷ୍ଠୀ ପ୍ରତିଷ୍ଠା କରାଯାଇଥିଲା । ଆଦିତ୍ୟ ବିର୍ଲା ଗ୍ରୁପ୍ ରେ ଓଡିଶାରେ ଅନେକ ଗୁଡିଏ କର୍ମଚାରୀ କାମ କରୁଛନ୍ତି । ଆଦିତ୍ୟ ବିର୍ଲା ଗ୍ରୁପ୍ ର ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ପାଇଁ ଅନେକଥର ବିଜ୍ଞପ୍ତି ବାହାରେ । ବର୍ତ୍ତମାନ ଓଡିଶାରେ ଆଦିତ୍ୟ ବିର୍ଲା ଗ୍ରୁପ୍ ଲିଗାଲ୍ ଅଫିସର ପାଇଁ ବିଜ୍ଞପ୍ତି ବାହାର କରିଛି ।
ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ ।
ପଦବୀ ର ନାମ – ଲିଗାଲ୍ ଅଫିସର
ସ୍ଥାନ – ଭଦ୍ରକ (ଓଡିଶା)
ଏହି ଲିଙ୍କ୍ କୁ ଯାଇ ଆଦିତ୍ୟ ବିର୍ଲା ଗ୍ରୁପ୍ ବିଷୟରେ ଅଧିକ ଜାଣିପାରିବେ –
ଶିକ୍ଷାଗତ ଯୋଗ୍ୟତା –
୧) ଓକିଲାତି ରେ ବ୍ୟାଚଲର ଡିଗ୍ରୀ ଥିବା ଆବଶ୍ୟକ ( ଏଲଏଲବି )
୨) ଓକିଲାତି ରେ ମାଷ୍ଟର ଡିଗ୍ରୀ ଥିଲେ ଅଗ୍ରାଧିକାର ପାଇବେ ।
୩) ଲାଟିନ୍ ଲେଗମ୍ ମ୍ୟାଜିଷ୍ଟର୍
ଅଭିଜ୍ଞତା –
ଲିଗାଲ୍ ଫଙ୍କ୍ ସନ୍ ଅଫ୍ ବ୍ୟାଙ୍କ୍ ବା (ଏନବିଏଫସି) ରେ ୨ ବର୍ଷ ରୁ ୫ ବର୍ଷ ଥିଲେ ଭଲ ।
ଏହି ଚାକିରୀ କରିବା ପାଇଁ କେଉଁ ଦକ୍ଷତା ଆବଶ୍ୟକ ? –
୧) ବ୍ୟବସାୟକୁ ପରାମର୍ଶଦାତା ସେବା ଯୋଗାଇବା ।
୨) ସମ୍ଭାବ୍ୟ ଆଇନଗତ ବିପଦର ମୂଲ୍ୟାଙ୍କନ କରିବା ।
୩) ବ୍ୟବସାୟ ତଥା ଅନ୍ୟାନ୍ୟ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିବା ।
ଅଧିକ ଜାଣିବା ପାଇଁ ଆଦିତ୍ୟ ବିର୍ଲା ଗ୍ରୁପ୍ ର ଓ୍ୱେବସାଇଟ୍ କୁ ଭିଜିଟ୍ କରନ୍ତୁ –
https://abgcareers.peoplestrong.com/job/detail/ABG28210
ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –
https://abgcareers.peoplestrong.com/register
କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ ।
ତେବେ ଡେରି ନକରି ଓଡିଆ ଡେଲି ର WhatsApp group ରେ join କରିବା ପାଇଁ
ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –
https://chat.whatsapp.com/HUmpBPQODkSJsHI1kC06MO
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।