ନୌସେନାରେ ଦଶମ, ଦ୍ୱାଦଶ ପଢ଼ିଥିବା ପ୍ରାର୍ଥୀଙ୍କ ପାଇଁ ଚାକିରୀ ସୁଯୋଗ
ବାହାରିଛି SSR, MR ପୋଷ୍ଟ
ନୌସେନାରେ ଚାକିରୀ କରିବାକୁ ଚୁାହୁଁଥିବା ପିଲାଙ୍କ ପାଇଁଁ ଖୁସି ଖବର । ଦଶମ ଓ ଦ୍ୱାଦଶ ପାସ୍ କରିଥିବା ପ୍ରାର୍ଥୀ ମାନେ ଆବେଦନ କରିପାରିବେ । ଭାରତୀୟ ନୌସେନା ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ସିନିୟର ସେକେଣ୍ଡାରୀ ରିକ୍ୟୁଟର୍ (MR), ଏମ୍ଆର୍ ପଦବୀ ପୂରଣ ହେବ । ଏହି ନିଯୁକ୍ତି ଅଗ୍ନିବୀର ଅଧୀନରେ କରାଯାଉଛି । ଆବେଦନ କରିବାକୁ ଚାହୁଁଥିବା ପ୍ରର୍ଥୀ ମାନେ https://www.joinindiannavy.gov.in/ ଏହି ଲିଙ୍କ ସାହାର୍ଯ୍ୟରେ ଆବେଦନ କରିପାରିବେ ।ଗୁରୁତ୍ୱପୂର୍ଣ୍ଣ ତାରିଖ:
• ଅନ୍ଲାଇନ୍ ଆବେଦନର ଆରମ୍ଭ ତାରିଖ- ଡିସେମ୍ବର ୮
• ଅନ୍ଲାଇନ୍ ଆବେଦନର ଶେଷ ତାରିଖ- ଡିସେମ୍ବର ୧୭
ଯୋଗ୍ୟତା:
• ଦଶମ୍ ପାଶ୍ କରିଥିବା ପ୍ରାର୍ଥୀ MR ପୋଷ୍ଟ ପାଇଁ ଆବେଦନ କରିପାରିବେ । ଆବେଦନକାରୀଙ୍କ ବୟସ ସୀମା ମଧ୍ୟ ସାଢ଼େ ୧୭ ରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ଦରକାର।
• SSR ପୋଷ୍ଟ ଗୁଡ଼ିକ ପାଇଁ ଗଣିତ ଏବଂ ପଦାର୍ଥ ବିଜ୍ଞାନରେ ଦ୍ୱାଦଶ ପାଶ୍ ଆବଶ୍ୟକ । ଆବେଦନକାରୀଙ୍କ ବୟସ ୧୭ରୁ ୨୩ ବର୍ଷ ମଧ୍ୟରେ ହେବା ଉଚିତ୍ ।
ପୋଷ୍ଟ:
• ସିନିୟର ସେକେଣ୍ଡାରୀ ରିକ୍ୟୁଟର (SSR)
• ଏସ୍ଆର୍ଏସ୍ ଏବଂ ମାଟ୍ରିକ ରିକ୍ୟୁଟର୍ (MR)
• ଏମ୍ଆର୍
• ୧୪୦୦ ଟି SSRପୋଷ୍ଟ
• ୧୦୦ଟି MR ପୋଷ୍ଟ
ଗୁରୁତ୍ୱପୂର୍ଣ୍ଣ ସୂଚନା:
• ନୌସେନା ଅଗ୍ନିବୀର SSR ନିଯୁକ୍ତି ପାଇଁ http://davp.nic.in/WriteReadData/ADS/Eng_10701_15_2223b.pdf ଏହି ଲିଙ୍କ୍କୁ ଯାଆନ୍ତୁ।
• ସେହିପରି ନୌସେନା MR ନିଯୁକ୍ତି ପାଇଁ http://davp.nic.in/WriteReadData/ADS/Eng_10701_16_2223b.pdf ଏହି ଲିଙ୍କ୍କୁ ଯାଆନ୍ତୁ।