
IDBI ବ୍ୟାଙ୍କରେ ସ୍ପେସିଆଲିଷ୍ଟ୍ କ୍ୟାଡର ଅଫିସର ୧୧୪ଟି ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି !
ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ ବ୍ୟାଙ୍କ୍ ଅଫ ଇଣ୍ଡିଆ ରେ ବାହାରିଛି ସ୍ପେସିଆଲିଷ୍ଟ କ୍ୟାଡର ଅଫିସର ପଦବୀ ପାଇଁ ନିଯୁକ୍ତି । ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ ବ୍ୟାଙ୍କ୍ ଅଫ ଇଣ୍ଡିଆ IDBI ବ୍ୟାଙ୍କ୍ ନାମରେ ପରିଚିଚ । ତେବେ ଏହି ବ୍ୟାଙ୍କ୍ ର ଶାଖା ପ୍ରାୟ ସବୁ ଆଡେ ଅଛି । ବର୍ତ୍ତମାନ ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ ବ୍ୟାଙ୍କ୍ ଅଫ ଇଣ୍ଡିଆ ବା IDBI ବ୍ୟାଙ୍କ୍ ରେ ଆରମ୍ଭ ହେବାକୁ ଯାଉଛି ନିଯୁକ୍ତି ପ୍ରକ୍ରିୟା । ବିଜ୍ଞପ୍ତି ଅନୁସାରେ ସ୍ପେସିଆଲିଷ୍ଟ କ୍ୟାଡର ଅଫିସର ପଦବୀ ପାଇଁ ବାହାରିଛି ନିଯୁକ୍ତି ।
ଏହି ଲିଙ୍କ୍ କୁ ଯାଇ IDBI ବ୍ୟାଙ୍କ୍ ବିଷୟରେ ଅନେକ ତଥ୍ୟ ପାଇପାରିବେ –
https://www.idbibank.in/index.aspx
ଆପ୍ଲାଇ କରିବାର ଆରମ୍ଭ ଏବଂ ଶେଷ ତାରିଖ –
ଆରମ୍ଭ ହେବାର ତାରିଖ – ୨୧ ଫେବୃୟାରୀ ୨୦୨୩
ଶେଷ ତାରିଖ – ୩ ମାର୍ଚ୍ଚ ୨୦୨୩
ପଦବୀ ସଂଖ୍ୟା –
ମ୍ୟାନେଜର ଗ୍ରେଡ୍ ବି ପଦବୀ – ୭୫ ଟି
ଆସିଷ୍ଟାଣ୍ଡ୍ ଜେନେରାଲ୍ ମ୍ୟାନେଜର ଗ୍ରେଡ୍ ସି ପଦବୀ – ୨୯ ଟି
ଡେପ୍ୟୁଟି ଜେନେରାଲ୍ ମ୍ୟାନେଜର ଗ୍ରେଡ୍ ଡି – ୧୦ ଟି
ପଦବୀ ଅନୁସାରେ ଦରମା –
୧ ) ମ୍ୟାନେଜର ଗ୍ରେଡ୍ ବି ପଦବୀ –
- ୪୮,୧୭୦ – ୧,୭୪୦ (୧ ବର୍ଷ ଯାଏ ବଢିବ )
- ୪୯,୯୧୦ – ୧,୯୯୦ (୧୦ ବର୍ଷ ଯାଏ ବଢିବ )
- ୬୯,୮୧୦ – (୧୨ବର୍ଷ ବେଳକୁ ଏତିକି ପାଇବେ )
୨ ) ଆସିଷ୍ଟାଣ୍ଡ୍ ଜେନେରାଲ୍ ମ୍ୟାନେଜର ଗ୍ରେଡ୍ ସି ପଦବୀ –
- ୬୩,୮୪୦ ଟଙ୍କା – ୧,୯୯୦ଟଙ୍କା (୫ ବର୍ଷ ଯାଏ ବଢିବ )
- ୭୩,୭୯୦ ଟଙ୍କା – ୨,୨୨୦ଟଙ୍କା (୨ ବର୍ଷ ଯାଏ ବଢିବ )
- ୭୮,୨୩୦ ଟଙ୍କା – (୮ ବର୍ଷ ବେଳକୁ ଏତିକି ପାଇବେ )
୩ ) ଡେପ୍ୟୁଟି ଜେନେରାଲ୍ ମ୍ୟାନେଜର ଗ୍ରେଡ୍ ଡି ପଦବୀ –
- ୭୬,୦୧୦- ୨,୨୨୦(୪ ବର୍ଷ ଯାଏ ବଢିବ)
- ୮୪,୮୯୦- ୨,୫୦୦ (୨ ବର୍ଷ ଯାଏ ବଢିବ )
- ୮୯,୮୯୦ – (୭ ବର୍ଷ ବେଳକୁ ଏତିକି ପାଇବେ )
ପଦବୀ ଅନୁସାରେ ବୟସ ସୀମା –
୧ ) ମ୍ୟାନେଜର ଗ୍ରେଡ୍ ବି ପଦବୀ – ସର୍ବନିମ୍ନ ୨୫ ବର୍ଷ ଏବଂ ସର୍ବାଧିକ ୩୫ ବର୍ଷ
୨ ) ଆସିଷ୍ଟାଣ୍ଡ୍ ଜେନେରାଲ୍ ମ୍ୟାନେଜର ଗ୍ରେଡ୍ ସି ପଦବୀ – ସର୍ବନିମ୍ନ ୨୮ ବର୍ଷ ଏବଂ ସର୍ବାଧିକ ୪୦ ବର୍ଷ
୩ ) ଡେପ୍ୟୁଟି ଜେନେରାଲ୍ ମ୍ୟାନେଜର ଗ୍ରେଡ୍ ଡି ପଦବୀ – ସର୍ବନିମ୍ନ ୩୫ ବର୍ଷ ଏବଂ ସର୍ବାଧିକ ୪୫ ବର୍ଷ
ପଦବୀ ଅନୁସାରେ ଯୋଗ୍ୟତା –
୧ ) ମ୍ୟାନେଜର (ଗ୍ରେଡ୍ ବି) ପଦବୀ –
ଗ୍ରେଡ୍ ବି ଅଣ୍ଡରରେ ବିଭିନ୍ନ ପ୍ରକାର ର ପଦବୀ ଅଛି । କିଛି ପଦବୀ ପାଇଁ ୨ ବର୍ଷ ଏବଂ କିଛି ପଦବୀ ପାଇଁ ୪ ବର୍ଷର ଅଭିଜ୍ଞତା ର ଆବଶ୍ୟକତା ରହିଛି । ତେବେ ଅଫିସିଆଲ୍ ନୋଟିଫିକେସନ୍ ଅନୁସାରେ ବିଭିନ୍ନ ବର୍ଗର ପଦବୀ ପାଇଁ ଭିନ୍ନ ଭିନ୍ନ ପ୍ରକାର ର ଶିକ୍ଷାଗତ ଏବଂ ଅଭିଜ୍ଞତା ସହ ସଂପୃକ୍ତ ଯୋଗ୍ୟତାର ଆବଶ୍ୟକତା ରହିଛି । ତେଣୁ ନିମ୍ନରେ ଦିଆଯାଇ ଥିବା ଫୋଟୋରେ ଆପ୍ଲାଇ କରୁଥିବା ପଦବୀ ପାଇଁ ଆବଶ୍ୟକ ଥିବା ଯୋଗ୍ୟତା ଦେଖିନିଅନ୍ତୁ ।
୨ ) ଆସିଷ୍ଟାଣ୍ଡ୍ ଜେନେରାଲ୍ ମ୍ୟାନେଜର (ଗ୍ରେଡ୍ ସି) ପଦବୀ –
ଗ୍ରେଡ୍ ସି ଅଣ୍ଡରରେ ବିଭିନ୍ନ ପ୍ରକାର ର ପଦବୀ ଅଛି । କିଛି ପଦବୀ ପାଇଁ ୪ ବର୍ଷ ଏବଂ କିଛି ପଦବୀ ପାଇଁ ୭ ବର୍ଷର ଅଭିଜ୍ଞତା ର ଆବଶ୍ୟକତା ରହିଛି । ତେବେ ଅଫିସିଆଲ୍ ନୋଟିଫିକେସନ୍ ଅନୁସାରେ ବିଭିନ୍ନ ବର୍ଗର ପଦବୀ ପାଇଁ ଭିନ୍ନ ଭିନ୍ନ ପ୍ରକାର ର ଶିକ୍ଷାଗତ ଏବଂ ଅଭିଜ୍ଞତା ସହ ସଂପୃକ୍ତ ଯୋଗ୍ୟତାର ଆବଶ୍ୟକତା ରହିଛି । ତେଣୁ ନିମ୍ନରେ ଦିଆଯାଇ ଥିବା ଫୋଟୋରେ ଆପ୍ଲାଇ କରୁଥିବା ପଦବୀ ପାଇଁ ଆବଶ୍ୟକ ଥିବା ଯୋଗ୍ୟତା ଦେଖିନିଅନ୍ତୁ ।
୩ ) ଡେପ୍ୟୁଟି ଜେନେରାଲ୍ ମ୍ୟାନେଜର (ଗ୍ରେଡ୍ ଡି) ପଦବୀ –
ଗ୍ରେଡ୍ ଡି ଅଣ୍ଡରରେ ବିଭିନ୍ନ ପ୍ରକାର ର ପଦବୀ ଅଛି । କିଛି ପଦବୀ ପାଇଁ ୪ ବର୍ଷ ଏବଂ କିଛି ପଦବୀ ପାଇଁ ୭ ବର୍ଷର ଅଭିଜ୍ଞତା ର ଆବଶ୍ୟକତା ରହିଛି । ତେବେ ଅଫିସିଆଲ୍ ନୋଟିଫିକେସନ୍ ଅନୁସାରେ ବିଭିନ୍ନ ବର୍ଗର ପଦବୀ ପାଇଁ ଭିନ୍ନ ଭିନ୍ନ ପ୍ରକାର ର ଶିକ୍ଷାଗତ ଏବଂ ଅଭିଜ୍ଞତା ସହ ସଂପୃକ୍ତ ଯୋଗ୍ୟତାର ଆବଶ୍ୟକତା ରହିଛି । ତେଣୁ ନିମ୍ନରେ ଦିଆଯାଇ ଥିବା ଫୋଟୋରେ ଆପ୍ଲାଇ କରୁଥିବା ପଦବୀ ପାଇଁ ଆବଶ୍ୟକ ଥିବା ଯୋଗ୍ୟତା ଦେଖିନିଅନ୍ତୁ ।
ଚାକିରୀ ର ସର୍ତ୍ତାବଳୀ – ଜଏନିଂ ର ଗୋଟେ ବର୍ଷ ପର୍ଯ୍ୟନ୍ତ ପ୍ରୋଭିଜନ୍ ପିରିୟଡ୍ ରହିବ ।
ଏହି ଲିଙ୍କ୍ ରେ କ୍ଲିକ୍ କଲେ ଆବେଦନ କରିପାରିବେ – https://www.idbibank.in/idbi-bank-careers-current-openings.aspx
ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନ୍ ଲୋଡ୍ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –
https://www.idbibank.in/pdf/careers/Final-Detailed-Advt-Spl-23-24.pdf
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।